କେନ୍ଦ୍ରାପଡ଼ା,୩୧ା୭:ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଜିଲ୍ଲାର ୮ଟି ବ୍ଲକ୍ ଯଥା ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ ଏବଂ ମହାକାଳପଡ଼ା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିସହ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ […]

ଭୋଟର ତାଲିକାରୁ ନାମ କାଟିବାକୁ ଷଢଯନ୍ତ୍ର କେନ୍ଦ୍ରାପଡା ୩୧/୭ : ନିର୍ବାଚନମନସ୍କ ଭାରତୀୟ ଜନତା ପାର୍ଟି ଭାରତର ସାର୍ବଭୌମତା ଅପେକ୍ଷା କଳେ ବଳେ କୌଶଳେ ନିର୍ବାଚନ ଜିତିବାକୁ ଅଧିକ ଗୁରୁତ୍ୱ ଦେଇଆସୁଛି, ରାଷ୍ଟ୍ର ଏବଂ ସମ୍ବିଧାନ ର ମୂଳ ଆଧାର ହେଉଛନ୍ତି ଭାରତର ନାଗରିକ, କିନ୍ତୁ ବିଜେପି ଭାରତୀୟ ନାଗରିକ ମାନଙ୍କ ସ୍ୱାର୍ଥ ଅପେକ୍ଷା ନିଜେ କିପରି ଦୀର୍ଘଦିନ କ୍ଷମତାରେ ରହିବେ ତା ପାଇଁ ସବୁ ପ୍ରକାରର ଅନ୍ୟାୟ ଏବଂ […]

କୁମ୍ଭୀର ଆତଙ୍କରେ ଥରହର ଧୋୟାଞ୍ଚଳ! ଡ଼ଙ୍ଗା, ଗୋଖାଦ୍ୟ, କିରୋସିନ, ବ୍ଲିଚିଙ୍ଗ ଦାବୀ ପଟ୍ଟାମୁଣ୍ଡାଇ ତା ୩୦/୭-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି […]

କେନ୍ଦ୍ରାପଡ଼ା,୩୦ା୭:କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ବାୟୋମେଟ୍ରିକ ଉପସ୍ଥାନ ପକାଉନାହାନ୍ତି। ସରକାର କାର୍ଯ୍ୟାଳୟକୁ ଆସିବା ଓ ଫେରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି ତାହାକୁ କର୍ମଚାରୀମାନେ ମାନୁନାହାନ୍ତି। ଏହିଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟକୁ ଆସିବା ପରେ ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୧୩୧୩ ତା ୨୮.୦୭.୨୦୨୬ରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶ ଜିଲ୍ଲା ପରିଷଦର […]

ପଟ୍ଟାମୁଣ୍ଡାଇ, ତା ୨୯/୭- ମାଳିବସା-ଅରଡ଼ପଲ୍ଲୀ ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ କୃତି ଛାତ୍ର ଓ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଏହି ଉପଲକ୍ଷେ ପ୍ରାକ୍ତନ ସ୍କୁଲ ଏସ ଆଇ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ବିଜୟ କୁମାର ବେହେରା, ପୂର୍ବତନ ଆଳି ବ୍ଲକ ଏ ବି ଇ ଓ ଉଦକର ସାମଲ ବରିଷ୍ଠ ନେତା ସୁନାକାର ବେହେରା ପଟ୍ଟାମୁଣ୍ଡାଇ […]

ପଟ୍ଟାମୁଣ୍ଡାଇ ତା ୨୯/୭- ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ସମାରୋହରେ ପାଳିତ ହୋଇଯାଇଛି I ଏଥି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା, […]

କେନ୍ଦ୍ରାପଡ଼ା,୨୯ା୭:କେନ୍ଦ୍ରାପଡ଼ା ଦିବ୍ୟ ଜୀବନ ସଂଘ ପକ୍ଷରୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସତ୍ସଙ୍ଗଭବନରେ ଗୁରୁସ୍ତୋତ୍ରପାଠ, ଗୁରୁବନ୍ଦନା,ଶ୍ରୀ ଗୁରୁପାଦୁକାପୂଜା, ଶ୍ରୀ ଦିବ୍ୟେଶ୍ୱର ମହାଦେବ ଓ ଶ୍ରୀ ଦିବ୍ୟ ବଳଦେବଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭାତରୁ ଗୁରୁବନ୍ଦନା ସହିତ ଋଷିକେଶରୁ ସଂଗୃହୀତ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରଦତ୍ତ ଆଶୀର୍ବାଦ ଓ ଶ୍ରୀମାଙ୍କ ରଚିତ ଭକ୍ତି ସଙ୍ଗୀତ ଗୁରୁବନ୍ଦନା ଗାନ କରାଯାଇଥିଲା। ଦିବ୍ୟ ଜୀବନ […]

  ବିଶାଳ ବରଗଛର ଡାଳଭାଙ୍ଗି ବିଦ୍ୟୁତ ତାର ଛିଡିଲା,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ, ପ୍ରଶାସନର ଅବହେଳା ନେଇ ଉଠିଲା ପ୍ରଶ୍ନ କେନ୍ଦ୍ରାପଡ଼ା,୨୯ା୭:କେନ୍ଦ୍ରାପଡ଼ା ବ୍ଲକ ଅଧିନ ଭାଗବତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଇଲୋ ୟୁପି ସ୍କୁଲ ସମ୍ମୁଖରେ ଥିବା ଏକ ବିପଦଜନକ ବରଗଛର ବିଶାଳ ଡାଳ ବୁଧବାର ହଠାତ୍ ଭାଙ୍ଗି ପଡ଼ିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଡାଳଟି ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ିବାରୁ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡିଯାଇଥିଲା। ଘଟଣାରେ କେତେକ ଛାତ୍ରଛାତ୍ରୀ […]

କେନ୍ଦ୍ରାପଡା ୨୯/୭ : କେନ୍ଦ୍ରାପଡା ର ଗରାପୁର ସ୍ଥିତ ସାଇମନ୍ଦିର ରେ ମହାସମାରୋହ ରେ ଗୁରୁପୂର୍ଣ୍ଣମୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରାତଃ ସମୟରେ କଳସାଧିବାସ, ଶାନ୍ତିହୋମ ଅନୁଷ୍ଠିତ ହେବା ପରେ ମହାଅଭିଷେକ ଓ ଆରତୀ ଅନୁଷ୍ଠିତ ହୋଇଥିଲା । ବିଜ୍ଞ ପୁରୋହିତମାନେ ଯଜ୍ଞନୁଷ୍ଠାନ କରାଇଥିଲେ । ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆୟାର, ଶ୍ରୀମତୀ ଆୟାର, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଶ୍ରୀମତୀ […]

କେନ୍ଦ୍ରାପଡା୨୯/୭: କେନ୍ଦ୍ରାପଡା ପୈାରାଞ୍ଚଳ ମହିପାଳସ୍ଥିତ ଟିକିରି ମଠ (ବାୟା) ମଠରେ ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ମହନ୍ତ ବାବାଜୀ ଭବାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳନ କରାଯାଇଛି । ପ୍ରାତଃରେ ଶ୍ରୀଗୁରୁଦେବ ରାଧାରମଣ ଦେବ, ଶ୍ରୀହ ରାମଦାସ ବାବାଜୀ, ଶ୍ରୀମଦ୍ ବାୟା ବାବାଙ୍କ ସ୍ନାନ, ପୂଜନ, ବନ୍ଦନ, ଆରତୀ କରାଯାଇଥିଲା । ପରେ ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ କରାଯାଇଥିଲା । ସହରାଞ୍ଚଳ ଓ ଆଖପାଖ ଗ୍ରାମର ବହୁ ବାୟା […]

Breaking News