TOP STORIES

NATIONAL

ODISHA

ମଣ୍ଡପରେ ଶୋଭା ପାଉଛନ୍ତି ୨୬ମେଢ଼ ଆକର୍ଷଣୀୟ ସାଜସଜ୍ଜା, ତୋରଣ ଓ ଆଲୋକମାଳାରେ ଝଲସୁଛି ସହର ପଟ୍ଟାମୁଣ୍ଡାଇ ୨୭.୯ – କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ମହାଳୟା ଠାରୁ ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇ ଗତ ୧୧ତାରିଖ ଠାରୁ ଶକ୍ତିପୀଠରେ ନବରାତ୍ରୀ ଆରମ୍ଭ ହୋଇଯାଇଛି । ଶନିବାର ବିଭିନ୍ନ ଶକ୍ତିପୀଠରେ ମହାସପ୍ତମୀ […]

କେନ୍ଦ୍ରାପଡ଼ା,୧୬ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ରସଂସଦ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ବେଳେ ତାହାକୁ ସ୍ଥଗିତ ରଖାଯାଇଛି। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ କେଉଁ କାରଣ ପାଇଁ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ରଖାଗଲା ତାହାର କୈାଣସି ଯୁକ୍ତିଯୁକ୍ତ କାରଣ ସେ ଗଣମାଧ୍ୟମକୁ ଦେଇପାରି ନାହାନ୍ତି। କେବଳ କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ଏହାକୁ […]

ପଟ୍ଟାମୁଣ୍ଡାଇ ୧୬/୧୦ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ବ୍ରାହ୍ମଣୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାର ଦିନ ଘୋଷଣା ହୋଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ନବନିର୍ବାଚିତ ଛାତ୍ର ନେତାମାନଙ୍କର ଆନୁଷ୍ଠାନିକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ସଫଳତାର ସହ ସମ୍ପନ୍ନ ହୋଇଛି। ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ପରିସରସ୍ଥ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଶପଥ ସମାରୋହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ର […]

କେନ୍ଦ୍ରାପଡା ୧୫/୧୦: ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ . ପି. ଜେ. ଅବଦୁଲ କଲାମଙ୍କ ୯୫ ତମ ଜୟନ୍ତୀ କେନ୍ଦ୍ରାପଡ଼ାର ଭାରତରତ୍ନ ଡଃ ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପାଳନ କରାଯାଇଅଛି । କେନ୍ଦ୍ରାପଡାର ପୁରାତନ ମେଡିକାଲ ରୋଡ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି […]

କେନ୍ଦ୍ରାପଡା ୧୫/୧୦ : କେନ୍ଦ୍ରୀୟ ଯୋଜନାର ଜିଲ୍ଲାସ୍ତରୀୟ ପ୍ରଗତି ସମୀକ୍ଷା କରୁଥିବା “ଦିଶା”କମିଟିର ନିର୍ଦ୍ଦେଶନାରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୪୨୨ଟି ସ୍କୁଲ ପରିଚାଳନା କମିଟିକୁ ଇନ୍‌?କ୍ଲୁସିଭ୍ ଭାବେ ଗଢ଼ା ଯାଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ,କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ୧୪୭୮ଟି ସ୍କୁଲ ପରିଚାଳିତ ହେଉଅଛି। ଉକ୍ତ ବିଦ୍ୟାଳୟଗୁଡିକରେ ପଢ଼ୁଥିବା ୨୫୦୦ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଆବଶ୍ୟକତା ରଖୁଥିଲା ଦିବ୍ୟାଙ୍ଗ ଶିଶୁମାନଙ୍କ ଅବିଭାବକଙ୍କୁ କୌଣସି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ରୂପେ ରଖା […]

କେନ୍ଦ୍ରାପଡ଼ା,୧୫ା୧୦:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଯୁକ୍ତ ୩ ତୃତୀୟ ବର୍ଷ(ବିଜ୍ଞାନ) ଛାତ୍ର ଶୁଭମରଞ୍ଜନ ଦାସ ସଭାପତି ପଦରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳସୀ ମଲ୍ଲିକଙ୍କୁ ୭୬ ଭୋଟରେ ପରାସ୍ତ କରିଛନ୍ତି। ସାଧାରଣ ସଂପାଦକ ପଦରେ ଯୁକ୍ତ ୩ ତୃତୀୟ ବର୍ଷ(କଳା)ର ଛାତ୍ର ଶୁଭେନ୍ଦୁ ବିକାଶ ମଲ୍ଲିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉପସଭାପତି […]

କେନ୍ଦ୍ରାପଡ଼ା,୧୫ା୧୦:ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘ ପକ୍ଷରୁ ୬ଦଫା ଦାବିରେ ଆଜି କେନ୍ଦ୍ରାପଡା ଡାକ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା ଦିଆଯାଇଥିଲା। ସଙ୍ଘର କେନ୍ଦ୍ରାପଡା ମଣ୍ଡଳ ସଭାପତି କପିଳ ଚରଣ ଦାସ, ସମ୍ପାଦକ ବିଜୟ କିଶୋର ଦାସ ଓ କୋଷାଧ୍ୟକ୍ଷ ଭଞ୍ଜକିଶୋର ସାହୁଙ୍କ ନେତୃତ୍ୱରେ ସଙ୍ଘର ସଦସ୍ୟମାନେ ଧାରଣାରେ ବସିରହିଥିଲେ। ସେମାନଙ୍କ ଦାବି ଗୁଡିକ ମଧ୍ୟରେ ଗ୍ରାମୀଣ ଡାକସେବକ ମାନଙ୍କୁ ଅଷ୍ଟମ ବେତନ କମିଶନରେ ସାମିଲ କରାଯିବା ସହ […]

 ଛାତ୍ର ସଂସଦ ନିର୍ବାଚନ ଓ ଫଳଫଳ ଘୋଷଣା ପଟ୍ଟାମୁଣ୍ଡାଇ୧୫/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ପଟ୍ଟାମୁଣ୍ଡାଇ କଲେଜ ଓ ବ୍ରାହ୍ମଣୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳଫଳ ଘୋଷଣା ହୋଇଛି। ଏ ଦୁଇଟି କଲେଜରେ ବିଜୁ ଛାତ୍ର ଜନତା ଦଳ ବାଜିମାତ୍ କରିଛି। ପଟ୍ଟାମୁଣ୍ଡାଇ କଲେଜରେ ସଭାପତି ଭାବେ ରୁଦ୍ର ପ୍ରସାଦ ଦାସ ଏବଂ ସାଧାରଣ ସମ୍ପାଦକ ଅର୍ପିତା ମଥାନ ବିଜୟୀ ହୋଇଛନ୍ତି।ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ସଭାପତି […]

ପଟ୍ଟାମୁଣ୍ଡାଇ ୧୫/୧୦- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚୂନଡିହ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ମହେନ୍ଦ୍ର ସାହୁଙ୍କ ପୁଅ ମହେଶ୍ୱର ସାହୁ (୩୧) ଗୁରୁବାର ଅପରାହ୍ନରେ ଏକ ହିରୋ ସ୍ପେ୍ଲଣ୍ଡର ପ୍ଲସ ମୋଟରସାଇକେଲ ଯୋଗେ କଟକରୁ ଘରକୁ ଫେରୁଥିଲେ। ସେହି ସମୟରେ ଚୂନଡିହ […]

ପଟ୍ଟାମୁଣ୍ଡାଇ ୧୪/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଓ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନକୁ ନେଇ କଲେଜ ପରିସର ଏବେ ସରଗରମ ରହିଛି। ବୁଧବାର ହ୍ୱାଟ ଆଇ ଷ୍ଟାଣ୍ଡ ଫର ସଭା ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥନପ୍ରାପ୍ତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଜୋରଦାର ପ୍ରଚାର କରାଯାଇ କଲେଜରେ ପହଁଚିଥିଲେ । ଶାସକ ଦଳ ସମର୍ôଥତ ଏବିଭିପି, ବିରୋଧୀ […]

Breaking News