ପଟ୍ଟାମୁଣ୍ଡାଇ ତା ୧/୯- କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ବନ୍ୟାବିପନ୍ନ ଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି Iମହାସଂଘର ସଭାପତି ଶରତ କୁମାର ବେହୁରାଙ୍କ ନେତୃତ୍ୱରେ ପୀତବାସ ବେହେରା, ସଂଗ୍ରାମ ଜେନା, ପ୍ରକାଶ ପରିଡ଼ା, ସୁଶୀଲ ସାମଲ, ତରୁଣ ପ୍ରଧାନ, ରାଜ କିଶୋର ରାଉତରାୟ, ବାବାଜୀ ଧଳ, ଜଗନ୍ନାଥ ଧଳ, […]
TOP STORIES
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କେନ୍ଦ୍ରାପଡା କେନ୍ଦ୍ରାପଡ଼ା,୧ା୯:ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬–୨୭ ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୦୮ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ତୀର୍ଥଯାତ୍ରାରେ ବାହାରିଛନ୍ତି। ଏହି ତୀର୍ଥଯାତ୍ରା ୨ ସେପ୍େଟମ୍ବରରୁ ୭ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆୟୋଜିତ ଫ୍ଲାଗ୍-ଅଫ୍ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ପତାକା ଦେଖାଇ ତୀର୍ଥଯାତ୍ରାର […]
ପୌରପରିଷଦ ଯୋଜନାର ବାଟମାରଣା ପଟ୍ଟାମୁଣ୍ଡାଇ୧/୯ – ପଟ୍ଟାମୁଣ୍ଡାଇ ପୌରପରିଷଦ ଅଂଚଳରେ ସରକାରୀ ଯୋଜନାର ବାସ୍ତବ ରୂପରେଖକୁ ନେଇ ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରକୁ ସ୍ୱଚ୍ଛ, ନିର୍ମଳ ଏବଂ ବାହାରେ ମଳତ୍ୟାଗ ମୁକ୍ତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟଗୁଡ଼ିକ ଏବେ ସମ୍ପୂର୍ଣ୍ଣ ସେବାହୀନ ହୋଇପଡ଼ିଛି। ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି ଯେଉଁ ଶୌଚାଳୟ ଲୋକଙ୍କ ଶୌଚ ପାଇଁ ବ୍ୟବହାର […]
ପଟ୍ଟାମୁଣ୍ଡାଇ ୧/୯ -ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଥାନା ପକ୍ଷରୁ ନିୟମିତ ପାଟ୍ରୋଲିଙ୍ଗ ଚାଲିଥିବା ସମୟରେ ସୋମବାର ରାତ୍ରିରେ ବିପୁଳ ପରିମାଣର ବେଆଇନ ଚୋରା ମଦ ଜବତ ହେବା ସହ ଜଣେ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ନିଗିନିପୁର ଭେଡିସାହି ଗ୍ରାମର କାଶୀନାଥ ସେଠୀ (୩୬) ବୋଲି ପୋଲିସ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମାଂଚଳ […]
ପଟ୍ଟାମୁଣ୍ଡାଇ ୧/୯ -ଗତ କିଛି ଦିନର ବନ୍ୟା ଦାଉରୁ ଆଶ୍ୱସ୍ତି ମିଳିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ବନ୍ୟା ପ୍ରପିଡିତଙ୍କ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଥିଲା। ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବଛିିନ୍ନ ହୋଇହିଥିବା ବେଳେ ପେଣ୍ଠପାଳ ପଂଚାୟତର କେତେକ ଗ୍ରାମରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିରହିଛି । ହେଲେ ଅନ୍ୟ ଧୋୟାଂଚଳରେ ବନ୍ୟା ଜଳ ହ୍ରାସ ପାଇବା ସହ ଲୋକଙ୍କ ଯାତାୟାତ ଓ ଚଳପ୍ରଚଳ ପୂର୍ବପରି […]
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ବଡ଼ ଭାଷଣ ପଟ୍ଟାମୁଣ୍ଡାଇ 1/9- ଗୋଟିଏ ପଟେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌରପରିଷଦ ପକ୍ଷରୁ ସହରର ବିକାଶ, ସ୍ୱଚ୍ଛତା ଓ ଜନସେବାକୁ ନେଇ ବଡ଼ ବଡ଼ ଭାଷଣର ସୁଅ ଛୁଟୁଛି ।ମାତ୍ର ଅନ୍ୟପଟେ ରାତି ହେଉ ହେଉ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି ନର୍କଯନ୍ତ୍ରଣା। ପ୍ରଶାସନର ଦାୟିତ୍ୱହୀନତା ଓ କିଛି ଅସାଧୁ ଲୋକଙ୍କ ନିର୍ଦ୍ଦୟ କାର୍ଯ୍ୟକଳାପ ଯୋଗୁଁ ଆଜି ପଟ୍ଟାମୁଣ୍ଡାଇ ପୌରାଂଚଳର ସ୍ୱାସ୍ଥ୍ୟସେବା ଓ […]
ପଟ୍ଟାମୁଣ୍ଡାଇ ୩୧/୮ -ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଡ. ଅଞ୍ଜଳି ଦାଶଙ୍କ ଅବସର ଗ୍ରହଣ ଉପଲକ୍ଷେ କଲେଜ ପକ୍ଷରୁ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରାଧ୍ୟାପକ ଡ. ରମେଶ ସାହୁ ପୌରୋହିତ୍ୟ କରିଥିବା ବେଳେ ଅଧ୍ୟାପକ ରଞ୍ଜନ ବେହୁରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଡ. ଗୌର ପ୍ରସାଦ ଷଡଙ୍ଗୀ ଯୋଗଦେଇ ଡ. […]
ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୮ ତମ ସ୍ୱାୟତ ଶାସନ ଦିବସ ପାଳିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ପଟ୍ଟାମୁଣ୍ଡାଇ୩୧/୮-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଆନୁକୂଲ୍ୟରେ ୩୮ ତମ ସ୍ୱାୟତ ଶାସନ ଦିବସ ସୋମବାର ଦିନ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୌର ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବାହ୍ନ ଓ ଅପରାହ୍ନ ଦୁଇଟି ପୃଥକ ଅଧିବେଶନରେ ବିଭିନ୍ନ ଜନକଲ୍ୟାଣକାରୀ ଓ […]
କେନ୍ଦ୍ରାପଡ଼ା,୩୦ା୮:ଚଳିତ ବର୍ଷ ବ୍ରାହ୍ମଣୀ ସିଷ୍ଟମରେ ଲଗାତର ବନ୍ୟା କାରଣରୁ ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ପ୍ରଭୃତି ଚାରିଟି ବ୍ଲକ ଅଞ୍ଚଳର ୫୧ଟି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ ଗୋଟି ୱାର୍ଡର ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି। ମାସାଧିକ କାଳ ଧରି ଲୋକେ ସର୍ପ, କୁମ୍ଭୀର ଓ ବାରାହା ଆତଙ୍କରେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ସରକାରୀ ଅବହେଳା ଓ ପ୍ରଶାସନିକ ସ୍ଥାଣୁତା ଲୋକଙ୍କ ଏହି ଦୁଃଖକୁ ବହୁ […]
୨୦୨୬-୨୭ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କେନ୍ଦ୍ରାପଡ଼ା,୩୦ା୮:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ ପ୍ରକୋଷ୍ଠର ପ୍ରଥମ ତ୍ରୈମାସିକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାବିଦ୍ୟାଳୟର ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହିତ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୈଠକର ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଆଇ.କ୍ୟୁ.ଏ.ସି.ର ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିସହିତ […]

