କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବରେ ଘୋଷଣା କରାଯିବା ଦାବି କେନ୍ଦ୍ରାପଡା ୨୧/୮ : କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବନ୍ୟାବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ସୀମା ଟପିଯାଇଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଚାରିଆଡ଼େ ଜଳପ୍ଲାବନ ହେତୁ ଲୋକେ ଗୃହହୀନ ହୋଇ ସୁରକ୍ଷିତ ସ୍ଥାନ, ନଦୀବନ୍ଧ […]
POLITICS
ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ଗାଁ ଆଊ ସହର ପଟ୍ଟାମୁଣ୍ଡାଇ ୨୫/୫- ଐତିହାସିକ ସମୃଦ୍ଧତା ଏବଂ ଆଂଚଳିକ ବିକାଶ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଇତିହାସ ହେଉଛି କୌଣସି ସ୍ଥାନର ମୂଳଦୁଆ। ଯେଉଁ ଅଂଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଂଚଳ ସେତେ ବିକାଶଶୀଳ। ଯଦି ଚକ୍ରାନ୍ତରେ ଗୋଟିଏ ଅଂଚଳର ଇତିହାସକୁ ସମ୍ପୂର୍ଣ୍ଣ ନିଶ୍ଚିନ୍ନ କରିଦେବାର ଯୋଜନା କରାଯାଏ, ତେବେ ସେହି ଅଂଚଳ କାହାକୁ ପାଥେୟ କରି ବିକାଶ […]
ଭୁବନେଶ୍ୱର,୧୨/୩- କଂଗ୍ରେସ ନେତା ତାରା ବାହିନୀପତିଙ୍କ ସସପେଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏ ପ୍ରସଙ୍ଗରେ ବଡ଼ ବୈଠକ କରିଛି ବଂଗ୍ରେସ। ଯେଉଁଥିରେ ଦଳର ବହୁ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ତେବେ ବୈଠକ ପରେ ଦଳ ନେଇଛି ବନ ନିଷ୍ପତ୍ତି। ଯାହାକୁ ନେଇ ଏବେ ଟେନଶନରେ ଭାଜପା। ଆସନ୍ତା ୨୭ରେ ବିଧାନସଭା ଘେରିବାକୁ ଯାଉଛି କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ […]

