କେନ୍ଦ୍ରାପଡ଼ା,୨୯/୦୭: ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୨୨ ଜାନୁଆରୀ ୨୦୨୬ରୁ ଆଦେଶ ଦେଇଥିବା ବେଳେ ଆଦେଶକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଛି। ସୂଚନାଯୋଗ୍ୟ ଯେ, ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଗ୍ରହଣ କରି ଖୋର୍ଦ୍ଧା, ମାଲକାନଗିରି, ଅନୁଗୁଳ ଓ ନୟାଗଡ଼ ପୂର୍ବରୁ ଦେଇଥିବା ପଦୋନ୍ନତିକୁ ବାତିଲ କରି ନୂତନ ପଦୋନ୍ନତି ଦେଇ ସାରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଆଦେଶକୁ […]

ପଟ୍ଟାମୁଣ୍ଡାଇ ୨୯/୭ -ନିଷ୍ଠା, ସାଧନା ଏବଂ ସଙ୍ଗୀତ ପ୍ରତି ଅଶେଷ ଭାଲପାଇବା ଥିଲେ ଗ୍ରାମାଂଚଳର ପ୍ରତିଭା ବି ଆକାଶର ଉଚ୍ଚତାକୁ ଛୁଇଁପାରେ ।ଏହାକୁ ପ୍ରମାଣିତ କରିଦେଖାଇଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନଶିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକର ପ୍ରତିଭାବାନ୍ ଶିଳ୍ପୀମାନେ। ଗ୍ରାମୀଣ ମାଟିରୁ ଶାସ୍ତ୍ରୀୟ ତଥା ଲୋକସଙ୍ଗୀତର ବାସ୍ନା ବଂଟୁୁଥିବା ଏହି ଅନୁଷ୍ଠାନର ଆଉ ୧୨ ଜଣ ଉଦୀୟମାନ ଶିଳ୍ପୀ ପ୍ରସାର ଭାରତୀ ଆକାଶବାଣୀ ଦ୍ୱାରା […]

ତହସିଲଦାରଙ୍କୁ ଦାବିପତ୍ର ଦେବାକୁ ଯାଇ ନିରାଶ ଫେରିଲେ ଚାଷୀ ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ପୌରାଂଚଳରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଏବେ ସାଧାରଣ ଲୋକଙ୍କ ସହ ଚାଷୀଙ୍କ ପାଇଁ ବଡ଼ କାଳ ସାଜିଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ଜଳ ନିଷ୍କାସନ ପଥ ଓ ପୁରୁଣା ଡ୍ରେନ୍‌ଗୁଡ଼ିକ ସମ୍ପୂର୍ଣ୍ଣ ପୋତି ହୋଇପଡଛି । ଫଳରେ ସାମାନ୍ୟ ଲଗାଣ ବର୍ଷାରେ ଅଂଚଳରେ ନାହିଁ ନଥିବା ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ବିଶେଷ କରି ବକ୍ତାରପୁର, […]

ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର କନକଲତା ଦାସଙ୍କ ଘରେ ଏକ ବଡ଼ଧରଣର ଚୋରୀ ହୋଇଛି । ଏ ସମ୍ପର୍କରେ କନକଲତା ଚୌଦକୁଲାଟ ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି । ଫାଣ୍ଡିରେ ହୋଇଥିବା ଏତଲା ଅନୁଯାୟୀ ଗୃହକର୍ତା କନକଲତା ଗତ ୨୫ତାରିଖ ଦିନ ନିଜ ଝିଅ ସହିତ ପୁରୀ ଧ୍ୟାମକୁ ଯାଇଥିଲେ । ଘରେ ପରିବାରଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେହି ଦିନ ରାତିରେ […]

ପଟ୍ଟାମୁଣ୍ଡାଇ ୨୮/୭ – ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ସାନଜରିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ବିଶ୍ୱ ଯକୃତ ଦିବସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀ ଓ ବିଶେଷଜ୍ଞମାନେ ଯୋଗଦେଇ ଯକୃତକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳୀରେ ପରିବର୍ତନ ଓ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅତ୍ୟଧିକ ମଦ୍ୟପାନ, ଅସନ୍ତୁଳିତ ଆହାର, ଓଜନ ବୃଦ୍ଧି ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଯକୃତ ଜନିତ ରୋଗ ବଢ଼ୁଥିବା […]

ପଟ୍ଟାମୁଣ୍ଡାଇ ୨୮/୭ – ଗତ କିଛି ଦିନ ହେବ କ୍ରମାଗତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ସଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଅଢ଼ାଯୋଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିବା ସହ ସ୍କୁଲଟି […]

ପଟ୍ଟାମୁଣ୍ଡାଇ, ୨୮/୭ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବିଗତ କିଛି ଦିନ ହେବ ଜାରି ରହିଥିବା ଅବିରତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ୱାର୍ଡର ତଳିଆ ଅଂଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଅନେକ ଲୋକଙ୍କ ଘର ଭିତରେ ବର୍ଷା ପାଣି ପଶିଯିବା ଫଳରେ ରୋଷେଇ ଗ୍ୟାସ, ଖାଦ୍ୟସାମଗ୍ରୀ, ବିଛଣା ଓ ନିତ୍ୟବ୍ୟବହାର୍ଯ୍ୟ […]

ପଟ୍ଟାମୁଣ୍ଡାଇ ୨୮/୭  -ସମ୍ପ୍ରତି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଧୋୟାଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନେକ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ମାଟି ଧୋଇଯାଇ ଗଭୀର ଖାଲ ସୃଷ୍ଟି ହେବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ରେନକଟ ସୃଷ୍ଟି ହେବାରୁ ମାଟିଧାସି ଏକ ବିଶାଳ ବରଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରିଛି।ପ୍ରବଳ ବର୍ଷା ପ୍ରଭାବରେ ରାସ୍ତାପାର୍ଶ୍ଵ ମାଟିଧସିଯାଇ ବଡ ବଡ […]

କେନ୍ଦ୍ରାପଡ଼ା,୨୭ା୭: ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏହାର କାର୍ଯ୍ୟାଳୟର ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଏକାଦଶତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଥିବା ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ହେମନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ […]

केंद्रापडा, 27:7:  गौ सम्मान अभियान का दूसरा चरण पूरा हो गया है। 25 जुलाई को तक देश के 790 जिलों में राष्ट्रपति, प्रधानमंत्री, राज्यपाल और मुख्यमंत्री को 15 करोड़ से ज़्यादा साइन वाली पिटीशन सौंपी गई थी। इसमें पिटीशन के ज़रिए सरकार से 30 से ज़्यादा मांगें की गई हैं, […]

Breaking News