କେନ୍ଦ୍ରାପଡ଼ା,୪ା୪: କେନ୍ଦ୍ରାପଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ଗୁଲନଗର ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଉଦ୍ୟମରେ ଗୁଲନଗର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାହିତ୍ୟିକ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମଞ୍ଚାସୀନ ଅତିଥି ଭାବେ ସାହିତ୍ୟିକ ଡ. ବାସନ୍ତୀ ମହାନ୍ତି, ଡ଼ ବାସୁଦେବ ଦାସ ଓ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ତରାଇ ପ୍ରମୁଖ ଯୋଗଦେଇ ଓଡିଶା ପ୍ରଦେଶ […]

ପଟ୍ଟାମୁଣ୍ଡାଇ ୪/୪ – ଶ୍ରୀରାମ ନବମୀ ଉପଲକ୍ଷେ ପଟ୍ଟାମୁଣ୍ଡାଇ ହିନ୍ଦୁ ସୁରକ୍ଷା ବାହିନୀ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳର ପକ୍ଷରୁ ଶୁକ୍ରବାର ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛିା ହିନ୍ଦୁତ୍ୱ ସତ୍ୟ ସନାତନ ଧର୍ମର ବାର୍ତା ନେଇ ରାମଭକ୍ତ ହନୁମାନଙ୍କର ପତାକା ଧରି ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ହଜିଯାଉଥିବା ହିନ୍ଦୁ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି କୁହାଯାଇଛି । ଏଥିରେ ଅଂଶଗ୍ରହଣ […]

ପଟ୍ଟାମୁଣ୍ଡାଇ୩-୪ -ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶରେ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ଶିକ୍ଷା ସଚେତନତା ରଥ ଗଡ଼ିବା ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ,ଅତିରିକ୍ତ ଶିକ୍ଷାଧିକାରିଣୀ ପ୍ରେମବାଳା ମହାପାତ୍ର ଓ ସୁନିତି ଦାଶ, ସିଆରସିସି ମଳୟ […]

କେନ୍ଦ୍ରାପଡ଼ା,୩ା୪: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଗ୍ରାମପଞ୍ଚାୟତର ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ବଗପାଟିଆ ଠାରେ ଥଇଥାନ କରାନଯିବା ପ୍ରତିବାଦରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେହି ପରିବାର ଗୁଡିକ ପକ୍ଷରୁ ଅନଶନ ଧାରଣା ଦିଆଯାଇଥିଲା। ସୂଚନା ଅନୁଯାଇ ସାତଭାୟା ଗ୍ରାମପଞ୍ଚାୟତଟି ସମୁଦ୍ର ଗର୍ଭରେ ଲୀନ ହୋଇଯିବାରୁ ସେଠାରୁ ବାସଚ୍ୟୁତ ହୋଇଥିବା ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ସରକାରଙ୍କ ଥଇଥାନ ଓ ପୁର୍ନବସତି ଯୋଜନା ଅଧିନରେ ସରକାରଙ୍କ […]

କେନ୍ଦ୍ରାପଡ଼ା,୩ା୪: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ଠାଉରୀ ଗ୍ରାମର ଦିନବନ୍ଧୁ ସାହୁଙ୍କ ଘରେ ପହଞ୍ଚି ତାଙ୍କୁ ଟ୍ରଷ୍ଟ […]

କେନ୍ଦ୍ରାପଡ଼ା,୩ା୪: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ଦ୍ୱାରା ସାରା ରାଜ୍ୟରେ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ ସି.ପି.ଆଇ. କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ସାଧାରଣ ପରିଚାଳକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଓଡିଶା ସରକାର ବିଦ୍ୟୁତ ଘରୋଇକରଣ କରିବା ପରେ ସମସ୍ତ ଦେଶି ଓ ବିଦେଶୀ କମ୍ପାନୀମାନେ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରି ନେଇ ପଳାଇଛନ୍ତି। ଏବେ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଉନ୍ନତମାନର ସେବା ଯୋଗାଇ […]

କେନ୍ଦ୍ରାପଡା-କେନ୍ଦ୍ରାପଡା କ୍ରିଷ୍ଣା ଏକାଡେମୀ ଅଫଆର୍ଟ ଆଣ୍ଡ କଲ୍‌ଚର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ସୌମ୍ୟରଂଜନ ପଟ୍ଟନାୟକ ଜଣେ ନବ ପ୍ରଜନ୍ମର ସୃଜନ ଚିତ୍ରଶିଳ୍ପୀ ଭାବେ ଓଡିଶାରେ ବେଶ୍ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି । ସେ ଏକ ଅନନ୍ୟ ତଥା ବିସ୍ମୟକର ପ୍ରତିଭା । ସୌମ୍ୟଙ୍କ କୃତିତ୍ୱ ଓ ଖ୍ୟାତି କେବଳ ଓଡିଶା ଭିତରେ ସୀମିତ ହୋଇ ରହିନାହିଁ, ବରଂ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ବହୁ ଚର୍ଚ୍ଚିତ ଚିତ୍ରଶିଳ୍ପୀ ଭାବେ ପ୍ରତିପାଦନ […]

କେନ୍ଦ୍ରାପଡା ୩/୪- ଏପ୍ରିଲ ୨ ତାରିଖ ବିଶ୍ୱ ଅଟିଜିମ ସଚେତନତା ଦିବସ ଅବସରରେ ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସଶକ୍ତିକରଣ ପାଇଁ କାର୍ଯରତ ‘ପୁନର୍ବାସ’ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା, ତୁଳସୀ ମହିଳା ମହାବିଦ୍ୟାଳୟର ସମାଜ ବିଜ୍ଞାନ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ପବିତ୍ର ଉତ୍କଳ ଦିବସ ବା ଓଡିଶା ଦିବସ ମଙ୍ଗଳବାର ପାଳିତ ହୋଇଯାଇଅଛି । ଏହି ଉତ୍ସବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଉତ୍କଳର ବରପୁତ୍ର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନ ଦାସଙ୍କ ତୈଳଚିତ୍ରରେ ପୁଷମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନାଗରିକ ମଞ୍ଚ […]

କେନ୍ଦ୍ରାପଡ଼ା, ୨ା୪: କେନ୍ଦ୍ରାପଡା ଜିଲାରୁ ରେଳବାଇ ଡାକସେବା କାର୍ଯ୍ୟାଳୟ (ଆର. ଏମ. ଏସ.)କୁ ଉଛେଦ କରିବା ପାଇଁ ଯେଉଁ ଷଡଯନ୍ତ୍ର ହୋଇଥିଲା ତାହା ଏବେ ସାକାର ହେବାକୁ ଯାଉଛି। ଆଉ ଦିନ କେଇଟା ପରେ ଆର.ଏମ.ଏସ.ର ସମସ୍ତ କର୍ମଚାରୀ ଏଠାରୁ ଅପସାରିତ ହୋଇଯିବେ। ଏଣୁ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆର.ଏମ.ଏସ. କାର୍ଯ୍ୟାଳୟ ନଉଠାଇବା ପାଇଁ ଯେଉଁ ଦାବିପତ୍ର ଦିଆଯାଇଥିଲା ସେଥିରେ କିଛି ଲାଭ […]