କେନ୍ଦ୍ରାପଡ଼ା,୨୮ା୬:ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସ ପକ୍ଷରୁ ଦୃଢ ବିରୋଧ କରାଯାଇଛି। କେନ୍ଦ୍ରାପଡ଼ା ସହରର ପ୍ରବେଶ ପଥ ଦୁହୁରିଆ ଠାରେ କଂଗ୍ରେସ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଳା ପତକା ଓ କଳା ବେଲୁନ ଦେଖାଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ୍ ବୋଲି […]

मैट्रिक और प्लस टू के स्टूडेंट्स को सम्मानित कियै KENDRAPARA, 28/6: केंद्रीय शिक्षा और स्किल डेवलपमेंट मंत्री धर्मेंद्र प्रधान आज एक सोशल प्रोग्राम में शामिल होने के लिए केंद्रापड़ा ज़िले के दौरे पर आए हें। सुबह 11 बजे केंद्रपाड़ा पहुंचने के बाद, दुहुरिया में हज़ारों भाजपा नेताओं और कार्यकर्ताओं ने […]

ପଟ୍ଟାମୁଣ୍ଡାଇ ୨୫/ ୬- ବାର୍ଦ୍ଧକ୍ୟ ହେଉଛି ଜୀବନର ସବୁଠାରୁ ପବିତ୍ର ସମୟ, ଯେଉଁଠାରେ ସାଂସାରିକ ମୋହମାୟାରୁ ଦୂରେଇ ସେହି ପରମବ୍ରହ୍ମଙ୍କ ଚରଣରେ ମନ ନିବେଶ କରିବାର ସୁଯୋଗ ମିଳିଥାଏ। ସଂପ୍ରତି ମାନବ ସଭ୍ୟତାର ବିବର୍ତ୍ତନ କ୍ରମରେ ଏକ ବିଚିତ୍ର ତଥା ଜଟିଳ ସନ୍ଧିକ୍ଷଣରେ ଆସି ପହଞ୍ଚିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଚରମ ଉତ୍କର୍ଷ ମନୁଷ୍ୟକୁ ଭୌତିକ ସୁଖସୁବିଧାର ଶିଖରରେ ଅଧିଷ୍ଠିତ କରିଥିଲେ ହେଁ, ଏକ ଅଦ୍ଭୁତ ବିରୋଧାଭାସ ଆଜିର ମାନବ […]

ପଟ୍ଟାମୁଣ୍ଡାଇ ୧୯/୬- ରାଜ୍ୟର ନୂତନ ଭାଜପା ସରକାର କ୍ଷମତାକୁ ଆସିବାର ୨ବର୍ଷ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ପୂର୍ତି ଉତ୍ସବ ପାଳନ କରାଯାଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩ଟି ସ୍ଥାନରେ ପୂର୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୫, ୬, ୭, ୮, ୯, ୧୦, ୧୧କୁ ନେଇ ବାଲିପଡ଼ା ପାର୍ବତୀ ମଣ୍ଡପ ଠାରେ ପୂର୍ତି […]

ପଟ୍ଟାମୁଣ୍ଡାଇ ୨୫/୬- ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ଠାରେ ଶାସନ ପଂଚାୟତର କେତେକ ଅଧିବାସୀ ୨୨ତାରିଖ ଠାରୁ କରିଥିବା ଆମରଣ ଅନଶନରେ ଆଜି ୪ର୍ଥ ଦିବସରେ ପହଁଚିଛି । ଅନଶନକାରୀ ମାନେ ୧୬ନଂ କେନାଲ ରାସ୍ତା କାମ ଦୁର୍ନୀତିର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ କରାଯାଇଛି । ପ୍ରଶାନ୍ତ ମହାନ୍ତି, ଧ୍ରୁବ ପାଣ୍ଡବ, ରମାକାନ୍ତ ଦାଶ,ଅର୍ଜୁନ ସାହୁ, ତୀର୍ଥ ପରିଡା ରଶ୍ମିକାନ୍ତ କୁଣ୍ଡ ପ୍ରମୁଖ ଆମରଣ ଅନଶନରେ […]

କେନ୍ଦ୍ରାପଡ଼ା,୨୫ା୬:କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଧିନ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ କେନ୍ଦ୍ରପାଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ଧାରଣା ସ୍ଥଳକୁ ଆସି ଚାମେଲିଙ୍କ ସହିତ ଆଲୋଚନା କରି ତିନିଦିନ ମଧ୍ୟରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇବା ପରେ ସରପଞ୍ଚ ଚମେଲି ଓଝା ଧାରଣା […]

କେନ୍ଦ୍ରାପଡ଼ା, ୨୫ା୬:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ତଥା ଜିଲ୍ଲା ଶ୍ରମ ବିଭାଗ ସହଯୋଗରେ ଆଜି ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ)ଆଇନ ୧୯୮୬ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ରାଜ୍ୟ ଶିଶୁ ଅଧିକାର […]

ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କେନ୍ଦ୍ରାପଡ଼ା,୨୫ା୬: ଏକ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ନାମରେ ଋଣ କରି ସଂପୂର୍ଣ୍ଣ ଋଣ ଅର୍ଥକୁ ହଡପ କରିନେଇଛନ୍ତି ମହାକାଳପଡା ବିଧାୟକଙ୍କ ପାଖଲୋକ ତଥା ବିଜେପିର ମଣ୍ଡଳ ସଭାପତି ରଶ୍ମୀରଞ୍ଜନ ସ୍ୱାଇଁ। ଏନେଇ ସଂପୃକ୍ତ ଦମ୍ପତ୍ତି ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅଧିନ ପଳାସପୁର ଗ୍ରାମର ସୋନୁ ମଳିକଙ୍କ ପତ୍ନୀ ରିଙ୍କି ମଳିକଙ୍କ ନାମରେ […]

କେନ୍ଦ୍ରାପଡ଼ା,୨୫ା୬:କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ(ଆରଡି)ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଭିତରେ ମାଡ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସାଦର ଥାନା ଅଧିନ ଇଛାପୁରସ୍ଥିତ ଗ୍ରାମ୍ୟଉନ୍ନୟନ(ଆରଡି) ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶୈଳେନ୍ଦ୍ର କୁମାର ବିଶ୍ୱାଳ ତାଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୨୪ତାରିଖ ବୁଧବାର ଅପରାହ୍ନ ସାଢେ ତିନିଟା ବେଳେ କେନ୍ଦ୍ରାପଡାର ସଂଗ୍ରାମ କିଶୋର ଜେନା ଓ ତାଙ୍କ ସହଯୋଗୀମାନେ […]

 ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶଧାରା ଓଡିଶା ସାରା ଉଦଯାପିତ ପଟ୍ଟାମୁଣ୍ଡାଇ ତା ୨୪/୬- ରାଜ୍ୟରେ ବିଭିନ୍ନ ଜନସମସ୍ୟା ଜାରି ରହିଛି । ବେକାରୀ, ଦରଦାମ ବୃଦ୍ଧି, କୃଷକ ଓ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସହ ଅନେକ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ରହିଥିବା ସତ୍ୱେ ଭାଜପା ସରକାର କେବଳ ମିଛ ପ୍ରଚାରରେ ମାତିଛନ୍ତି । ଭାଜପା ସରକାର ଦୁଇ ବର୍ଷପୂର୍ତି ପାଳନକରି ସାରା ଓଡିଶାରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଜରିଆରେ […]

Breaking News