ଦୁର୍ଘଟଣାରେ ମୃତ ସରପଞ୍ଚଙ୍କ ପରିବାରକୁ ଭେଟିଲେ ବିଧାୟକ

blank
ପଟ୍ଟାମୁଣ୍ଡାଇ ତା ୧୩/୬- ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ ।  ବିଧାୟକ ଶ୍ରୀସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ,ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଶାସନ ସଂଗ୍ରାମ ବାରିକ,ବାଛରା ସରପଞ୍ଚ ପ୍ରତିନିଧି ଲିପୁ ରାଉତ, ଯୁବନେତା ବାପୁ ଷଢଙ୍ଗୀ, ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା ପ୍ରମୁଖ ବହୁ ସରପଞ୍ଚ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ମୃତ ସରପଞ୍ଚଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।

Next Post

କେନ୍ଦ୍ରାପଡାରେ ଝାଡାବାନ୍ତି ସଂକ୍ରମଣ ,ଜଣେ ବୃଦ୍ଧାଙ୍କ ମୃତ୍ୟୁ, ପରିବାରର ଅନ୍ୟ ତିନି ସଂକ୍ରମିତ , ଗାଁରେ ପହଂଚିଲେ ମେଡିକାଲ ଟିମ

Sun Jun 15 , 2025
ଡେରାବିଶ, ୧୫ ।୦୬ (ବେବର୍ତା ଅଜୟ ଦାସ) – ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ଝାଡାବାନ୍ତି ସଂକ୍ରମଣ ଦିନକୁ ଦିନ ତାହାର ପଡୋଶୀ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଏହାକୁ ନିଚ୍ଚନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିଲେ ସୁଦ୍ଧା ଏହି ସଂକ୍ରମଣ ଅନେକ ଜିବନ ନେଇ ସାରିଲାଣି। ଏହି ଏହି ଝାଡାବାନ୍ତି ସଂକ୍ରମଣ ଏବେ କେନ୍ଦ୍ରାପଡା ଜିଲ୍ଲାରେ ତାହାର ଉପସ୍ଥିତି ଜାହିର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading