କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କେନାଲ ବ୍ରିଜ୍ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି।   ପ୍ରଧାନ ଶିକ୍ଷକଙ୍କ ହେଲେ ବିଜୟ କୁମାର ଶାସ୍ତ୍ରୀ। ସେ ମହାକାଳପଡ଼ା ବ୍ଲକ ସାନଗାଁ ବଜ୍ରମହାକାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ଯ୍ୟକରି ଆସୁଥିଲେ। ତାଙ୍କର ଘର ମହାକାଳପଡା ବ୍ଲକ ଅନ୍ତର୍ଗତ ଆଶ୍ରମ ବାଲିକୁଦା ଗ୍ରାମରେ। ସ୍ୱାଧୀନତା ଦିବସ ପାଇଁ ସକାଳୁ […]

ରଥ ପଥ ଜଗନ୍ନାଥ କାର୍ଯ୍ୟକ୍ରମ ଉଦଯାପିତ କେନ୍ଦ୍ରାପଡା ୧୪/୮- କେନ୍ଦ୍ରାପଡ଼ା ଜିଲ୍ଲାର ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ “ରଥଯାତ୍ରା ମହୋତ୍ସବ’ କ୍ରମରେ ଅତି ଅଭିନବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ରଥ ପଥ ଜଗନ୍ନାଥ’ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନର […]

କେନ୍ଦ୍ରାପଡା ୧୩/୮- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଏନସିସି କ୍ୟାଡେଟ ମାନଙ୍କୁ ନେଇ ଗଠିତ ଏକ ସମାଜ ସେବାକାରୀ ସଂଘ ଯେଉଁଥିରେ ପ୍ରାୟ ୨୫୦ ରୁ ଅଧିକ ସଦସ୍ୟ ଓ ସଦସ୍ୟା ମିଳିତ ଭାବେ ସମସ୍ତ କାର୍ଯ୍ୟକ୍ରମ ପରସ୍ପରର ସହଯୋଗରେ ସମ୍ପନ୍ନ କରନ୍ତି। ଆସୋସିଏସନର ସଭାପତି ହେଉଛନ୍ତି ପ୍ରଭାସିନୀ ସାହୁ, ଉପସଭାପତି ସୂଚିତ୍ରବୀର୍ଯ୍ୟ ଦାସ, ସମ୍ପାଦକର କାର୍ଯ୍ୟ ନିର୍ବାହ କରନ୍ତି ଚିନ୍ମୟ କୁମାର ବିଶ୍ୱାଳ, ଉପସମ୍ପାଦକ ବିରେନ କୁମାର ସ୍ୱାଇଁ […]

ପଟ୍ଟାମୁଣ୍ଡାଇ ୧୩/୮- ପଟ୍ଟାମୁଣ୍ଡାଇ ପୌର ପରିଷଦର ପ୍ରତ୍ୟେକ ଜନକଲ୍ୟାଣ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ସ୍ୱଛତାର ସହ କାଉନସିଲ ପ୍ରତିନିଧିଙ୍କ ସହଯୋଗରେ ତ୍ୱରାନ୍ୱିତ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର ୧୭ତମ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ବିଧାୟକ କହିଲେ ବହୁ ଆଶା ଭରସା […]

ପଟ୍ଟାମୁଣ୍ଡାଇ ୧୩/୮ – ଗତ କିଛଦିନ ହେବ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗୋଟିଏ ପରେ ଗୋଟେ ଛତ୍ରୀ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଗତ ୬ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ଆତ୍ମହୁତି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ବୁଧବାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକା ସ୍କୁଲ ଛାତ୍ରୀ ବେକରେ […]

କେନ୍ଦ୍ରାପଡ଼ା ୧୨/୮- ଯୋଜନା ଭିତ୍ତୀକ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ଦାବିରେ ଶତାଧିକ ଶିକ୍ଷକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘର ସଭାପତି ଉଷାରାଣୀ ଦାସଙ୍କ ନେତୃତ୍ୱରେ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ (ଯୋଜନା ଭିତ୍ତୀକ)ମାନେ ଗରାପୁର ଛକରୁ ଏକ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତିବାଦ କରିଥିଲେ । ଏହାପରେ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ […]

କେନ୍ଦ୍ରାପଡା,୧୨ା୮:ଆଜି କେନ୍ଦ୍ରାପଡା କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳର ସଭାପତି ଶିବ ପ୍ରସାଦ ଭଳ ଏକ ପ୍ରତିନିଧି ମଣ୍ଡଳି ତୁଳସୀ ମହିଳା ମହାବିଦ୍ୟାଳୟର ସଭାପତି ତଥା କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବ କିଶୋର ଜେନାକୁ ସାକ୍ଷାତ କରି ମହିଳା ବିଦ୍ୟାଳୟର ଏକ ସଭାକୁ ଦଳୀୟ ସଭାରେ ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖରେ ମହିଳା ମହାବିଦ୍ୟାଳୟରେ ଏକ ବାର୍ଷିକ ଉତ୍ସବ ସହିତ […]

କେନ୍ଦ୍ରାପଡ଼ା,୧୧ା୮:ଓଡିଶା ଲୋକଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିସବୁ ଦାବି ଗୁଡିକ ମଧ୍ୟରେ କେନ୍ଦ୍ରାପଡାରୁ ଭୁବନେଶ୍ୱରକୁ ସକାଳ ଓ ସନ୍ଧ୍ୟାରେ ଦୁଇଟି ଯାତ୍ରୀବାହୀ ରେଳ ଚଳାଚଳ କରାଯିବା, ବତୀଘର ଓ ଜମ୍ବୁଦୀପକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବା, ନଦୀଭିତ୍ତିକ ବନ୍ଦର ନିର୍ମାଣ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାର ନଦୀମୁହାଣ ଗୁଡିକ ସାମିଲ କରାଯିବା, ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମଗୁଡିକରେ ପାଇପ ଯୋଗେ ପାନୀୟ […]

କେନ୍ଦ୍ରାପଡ଼ା,୧୧ା୮:ଓଡିଶା ରାଜସ୍ୱ ଅମଲା ସଙ୍ଘର ଡାକରାରେ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କର୍ମଚାରୀମାନେ ସମୂହ ଛୁଟିରେ ଯିବା ସହ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି। ସଙ୍ଘ ପକ୍ଷରୁ କୁହାଯାଇଛି ଯେ ବହୁ ପ୍ରତୀକ୍ଷିତ ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ […]

ପଟ୍ଟାମୁଣ୍ଡାଇ ୧୧/୮ – ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଡାମରପୁର ପଂଚାୟତ ରାଘବପୁର ଗ୍ରାମରେ ଜନୈକ ଶଶୁର ନିଜର ବିଧବା ବୋହୁଙ୍କ ଗାଲ କାମୁଡି ଦେଇଥିବା ଗତ ମାସ ୩୧ ତାରିଖରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବୋହୁ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିଥିବା ବେଳେ ଶାଶୁ ପାଲଟା ଏତଲା ଦେଇଛନ୍ତି । ଏଥିନେଇ ପୋଲିସ ଉଭୟଙ୍କ ଅଭିଯୋଗ ଉପରେ ମାମଲା ନଂ-୨୭୩/୨୦୨୫ ବୋହୁର ଏତଲା ଉପରେ ୨୭୪/୨୦୨୫ […]

Breaking News