ପଟ୍ଟାମୁଣ୍ଡାଇ ୧୧/୮-କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ସୋମାବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲାର ନୂତନ ଜିଲାପାଳ ରଘୁରାମ ଆର ଆୟାର, ଏସ ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲାପାଳ ନବ କୃଷ୍ଣ ଜେନା, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ […]

କେନ୍ଦ୍ରାପଡା,୧୧ା୮: ‘ତୁଳସୀ କ୍ଷେତ୍ର ମାହାତ୍ମ୍ୟ’ ଆଧାରରେ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦିବ୍ୟଲିଳା ପଟୋଚିତ ପ୍ରଦର୍ଶନୀ ସ୍ନାନମଣ୍ଡପ ଉପରେ ମହାପ୍ରଭୁଙ୍କ ୨୨ଗୋଟି ଦିବ୍ୟ ବେଶ ଓ ପ୍ରାଚିନ କ୍ଷେତ୍ର ଉପାଖ୍ୟାନ ଲିଖିତ ୍ର ପଦର୍ଶିତ ହୋଇଥିଲା । ଶ୍ରୀବଳଦେବଜୀଉଙ୍କର ପବିତ୍ର ଜନ୍ମଭିଷେକ ନୀତି ପାଳନ ହେବା ଅବସରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କମିଟି ଦ୍ୱାରା ପ୍ରସ୍ତୁତ ଏକ ପରିକଳ୍ପିତ ସୁବର୍ଣ୍ଣ ବେଶର ଏକ ସୁନ୍ଦର ଅକର୍ଶଣୀୟ ସଦୃଶ୍ୟ ନମୁନା […]

ପଟ୍ଟାମୁଣ୍ଡାଇ ୧୧/୮ -ଓଡ଼ିଶାରେ ନାରୀ ଅସୁରକ୍ଷିତ ହୋଇପଡ଼ିଥିବାବେଳେ ଦିନକୁ ଦିନ ଗାଁ ଠୁ ସହର, ବେଳାଭୂମିରୁ କ୍ୟାମ୍ପସ ସବୁଠି ନାରୀ ଅସୁରକ୍ଷିତ ମଣୁଛନ୍ତି। ଯୁବତୀ, ଛାତ୍ରୀ ଓ ମହିଳାମାନଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଛି । ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଭାଜପା ସରକାର ଅପରଗତାକୁ ବିରୋଧ କରି ସୋମବାର ପଟ୍ଟାମୁଣ୍ଡାଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା […]

କେନ୍ଦ୍ରାପଡ଼ା,୧୦ା୮:କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ କାଠିଆପଡା ଗ୍ରାମର ଛାତ୍ରୀ ଜଳିଯିବା ଘଟଣା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଛାତ୍ରୀଙ୍କ ପୁରୁଷବନ୍ଧୁ ଛାତ୍ରୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପଠାଇଥିଲେ। ଏହାକୁ ଆଧାର କରି ତେରେଇ ଗ୍ରାମର ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ପ୍ରମୋଦକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। […]

ଗ୍ରାମବାସୀଙ୍କ ଧାରଣା ଛାତ୍ରୀଙ୍କ ମୋବାଇଲକୁ ଆସିଥିଲା ୬୦ ଭିଡିଓ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ: ଏସ୍‌ପି କେନ୍ଦ୍ରାପଡ଼ା,୧୦ା୮:କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ କାଠିଆପଡା ଗ୍ରାମର ଛାତ୍ରୀ ଜଳିଯିବା ଘଟଣା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଛାତ୍ରୀଙ୍କ ପୁରୁଷବନ୍ଧୁ ଛାତ୍ରୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପଠାଇଥିଲେ। ଏହାକୁ ଆଧାର କରି ତେରେଇ ଗ୍ରାମର ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ […]

 କାଠିଆପଡାରେ ପୋଲିସ ଛାଉଣୀ ପଡୋଶୀ ଘର ସିସିଟିଭି ଯାଂଚ କରୁଛି ପୋଲିସ ଘଟଣାଟି ଅପରାଧିକ ମାମଲାପରି ଲାଗୁଛି – ଏସପି ପଟ୍ଟାମୁଣ୍ଡାଇ ୯/୮ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ସଂଗୀତାଙ୍କ ରହସ୍ୟଜନକ ଭାବେ ପୋଡି ହୋଇ ମରିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ରହସ୍ୟ ଉନ୍ମୋଚନ ପାଇଁ ଜିଲା ପୋଲିସର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ପୋଲିସ ପକ୍ଷରୁ ୩ଟି […]

ପଟ୍ଟାମୁଣ୍ଡାଇ ୯/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ରାଜ୍ୟ ରାଜନୀତି ତେଜିଛି । ଏହି ଘଟଣାର ପ୍ରତ୍ୟକ୍ଷ ଅନୁସନ୍ଧାନ ପାଇଁ ବିଜେଡି ଓ କଂଗ୍ରେସ ଦଳର ରାଜ୍ୟ ଟିମ ଓ ଭାଜପା ଏବଂ କମ୍ୟୁନିଷ୍ଟ ପାର୍ଟିର ଆଂଚଳିକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ବେଳ ଶନିବାର କେନ୍ଦ୍ରାପଡ଼ା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ […]

କେନ୍ଦ୍ରାପଡ଼ା,୯ା୮:ସମଗ୍ର ବିଶ୍ୱରେ ଆଜି ସଂସ୍କୃତ ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁର ସ୍ଥିତ ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଚଉଦକୁଲାଟ ତମାଳଶାସନର ହରକୁମାର ଛାୟା ସେଣ୍ଟର ଫର ସୋସିଆଲ ଡେଭଲପମେଣ୍ଟ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ ପାଳନ ଉପଲକ୍ଷେ କିଶୋର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପରିବେଶବୀତ […]

କେନ୍ଦ୍ରାପଡ଼ା,୯ା୮:ଆଜି ମହାସମାରୋହରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି। ଏଥିସହିତ ଲକ୍ଷେ ତୁଳସୀରେ ସଜେଇ ହୋଇଛନ୍ତି ମହାପ୍ରଭୁ ଶ୍ରୀବଳଦେବଜୀଉ। ଶ୍ରୀଜୀଉଙ୍କ ଜନ୍ମ ଉତ୍ସବ ଓ ରକ୍ଷାବନ୍ଧନ ନୀତି ପାଳନ ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ସେବାୟତଙ୍କ ଦ୍ୱାରା ଖିରି, ପିଠା ଓ କାନିକା ପ୍ରସାଦ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଉତ୍ସବ ଏବଂ ରକ୍ଷାବନ୍ଧନ ନୀତି […]

କେନ୍ଦ୍ରାପଡ଼ା,୯ା୮:ଆଜି ପବିତ୍ର ରକ୍ଷାବନ୍ଧନ ଓ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସଭ ପାଇଁ ତୁଳସୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି।ଏହି ଦିବସରେ ମହାପ୍ରଭୁଙ୍କ କୃପା ଭିକ୍ଷା କରିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ମହାପ୍ରଭୁ ହଲାୟୁଧ ଶ୍ରୀଶଙ୍କର୍ଷଣ ଆଜି ଲକ୍ଷେ ତୁଳସୀରେ ଅଭିଷେକ ହୋଇ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଢ଼ା ମଧ୍ୟରେ ଦିନରୁ ରାତ୍ର ଯାଏଁ ନାନା […]

Breaking News