କେନ୍ଦ୍ରାପଡ଼ା,୪ା୮: କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ପୈାରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ମୋଟ ୧୭୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ୧୫୫ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୦ଟି ସାମୂହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ରେଡ଼କ୍ରସ ପାଣ୍ଠିରୁୁ ଜଣଙ୍କୁ ୩ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ […]
HOME
ପଟ୍ଟାମୁଣ୍ଡାଇ.୪/୦୮-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତରଡିପାଳର ଯୁବ ପାଲା ଗାୟକ ଜ୍ଞାନରତ୍ନ ପ୍ରଶାନ୍ତ ନାଥ ଶର୍ମାଙ୍କର ପରଲୋକ ହୋଇଯାଇଛି। ଯକୃତ ରୋଗରେ ପୀଡିତ ହୋଇ ଭୁବନେଶ୍ଵରର ସମ୍ ହସ୍ପିଟାଲରେ ଦୀର୍ଘଦିନ ଚିକିତ୍ସିତ ହେଉଥିଲେ Iସ୍ୱର୍ଗତଃ ଶର୍ମା ଓଡ଼ିଶାର ଏକ ଆଗଧାଡ଼ିର ପାଲା ଗାୟକ ଭାବେ ପାଲା,ସାହିତ୍ୟ, ଜଗନ୍ନାଥ ସଂସ୍କୃତିରେ ଅଗାଧ ପାଣ୍ତିତ୍ୟ ପାଇଁ ଅନେକ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ।ଗାୟକରତ୍ନ ହରି ନାଥଙ୍କ ପରେ ସେ ତରଡିପାଳ ଗ୍ରାମର ଏକମାତ୍ର ପାଲା […]
ପଟ୍ଟାମୁଣ୍ଡାଇ ୪/୮- କେନ୍ଦ୍ରାପଡା ଜିଲା ଅବକାରୀ ବିଭାଗ ଓ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ […]
ପଟ୍ଟାମୁଣ୍ଡାଇ ୩/୮ – ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ବେଲତଳ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଓକିଲ ସଂଘ ସଭାପତି ସୂର୍ଯ୍ୟରଞ୍ଜନ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି. ସବଜଜ ଅପୂର୍ବା ମହାନ୍ତି. ଜେଏମଏଫସି ବିଦ୍ୟୁତଲତା ପ୍ରଧାନ ଓ ଡି କେ ବାଲକ୍ରିଷ୍ଣନ , ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର […]
କେନ୍ଦ୍ରାପଡ଼ା ତା୨/୮: କେନ୍ଦ୍ରାପଡା ସ୍ଥାନୀୟ ସଂସ୍କୃତି ଭବନରେ କେନ୍ଦ୍ରାପଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଭିନ୍ନ ଦଳରୁ ଆସିଥିବା ପ୍ରାୟ ଶତାଧିକ କର୍ମି ବିଜେପିରେ ମିଶିଥିଲେ । ମହାକାଳପଡାରୁ ୩୬ଜଣ, ମାର୍ଶାଘାଇରୁ ୧୨ଜଣ, କେନ୍ଦ୍ରାପଡାରୁ […]
କେନ୍ଦ୍ରାପଡା-କେନ୍ଦ୍ରାପଡା ଜିଲ୍ଲାର ତିନୋଟି ବ୍ଲକର ଦୁଇଦୁଇଥର ବନ୍ୟା ଆସି ତିରିଶରୁ ଉର୍ଦ୍ଧ୍ୱ ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଜଳବନ୍ଦି ହୋଇ ରହିଛନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଏଯାବତ୍ ରିଲିଫ, ଔଷଧ, ପାନୀୟଜଳ, ମହମବତୀ କି ଶୁଖିଲା ଖାଦ୍ୟ ପହଁଚାଯାଇପାରିନାହିଁ । ଫଳରେ ବହୁ ଗରିବ ପରିବାର ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ଶନିବାର ଜନଶକ୍ତି ପାଟି ସଭାପତି ପ୍ରଦିପ ଦାଶ ସହିତ ଏକ ଟିମ […]
ପଟ୍ଟାମୁଣ୍ଡାଇ ତା ୨/୮- ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ବିଭିନ୍ନ ଶିକ୍ଷକ କର୍ମଚାରୀ ସଂଗଠନ ପକ୍ଷରୁ ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜ କୁ ଅନୁଦାନ,ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରୁ ଅବସର ନେଇଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ,ଅବସର ଗ୍ରହଣ ବୟସ ୬୦ରୁ ୬୨କୁ […]
ପଟ୍ଟାମୁଣ୍ଡାଇ ୨/୮ – ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପଜ୍ଞାନାନନ୍ଦଜୀଙ୍କ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅଗଷ୍ଠ ୧୦ରେ ଏକ ରକ୍ତଦାନ ଶିବର ଆୟୋଜନ କରାଯିବ । ଏଥିନେଇ ଦିତୀୟ ପ୍ରସ୍ତୁତି ବୈଠକ ପଟ୍ଟାମୁଣ୍ଡାଇ ହରିହରାନନ୍ଦ ଧ୍ୟାନମନ୍ଦିର ବେଲତଳ ଠାରେ ଶନିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱାମୀ ସୁଗିଦାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି , ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ଗୋପିନାଥ କର, ବାବା […]
ପଟ୍ଟାମୁଣ୍ଡାଇ ୨/୮- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟାର ଶନିବାର ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟାଂଚଳ ପରିଦର୍ଶନ କରି ଫେରିବା ପରେ ଅଚାନକ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କରିଥିଲେ ।ଜିଲାପାଳ ବିଭିନ୍ନ ୱାର୍ଡ ବୁଲି ରୋଗୀ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହିତ ରୋଗୀ ସେବା ଉପରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ । ହସ୍ପିଟାଲ ପରିସର ବୁଲିବା ସହିତ ଔଷଧ ବିତରଣ କେନ୍ଦ୍ର, ପରୀକ୍ଷାଗାର ସମେତ ଆଉଟ ଡୋର, ଇନଡୋର […]
ପଟ୍ଟାମୁଣ୍ଡାଇ ୨/୮- ଚଳିତ ବର୍ଷ ବ୍ରାହ୍ମଣୀ ଓ କାଣୀନଦୀର ଦୁଇ ଦୁଇ ଥର ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ଘଟିବା ସାଙ୍ଗକୁ ଗରିବ ଖଟିଖିଆ ଓ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ।ଏହି ଅବସରରେ ଶନିବାର ବିଧାୟକ ଗଣେଶ୍ୱର ବେହେରାଙ୍କ ପୌରହିତ୍ୟରେ ସିଂହଗାଁ ତାରିଣୀ ମନ୍ଦିର ନିକଟରେ ଏକ ବନ୍ୟା ସ୍ଥିତି ସମୀକ୍ଷା ଓ ଜନ ଅଭିଯୋଗ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, […]

