କେନ୍ଦ୍ରାପଡ଼ା,୧୧ା୯:ସାରା ଦେଶରେ ଆଜି ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଡାକରା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁ.ଏଫ୍‌. ବି.ୟୁ.)ର ଧର୍ମଘଟ ଡାକରାରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ଆଜି ପୂର୍ବାହ୍ନରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ବିଭିନ୍ନ ଦାବି ପୁରଣ ନିମନ୍ତେ ଧାରଣା ଦିଆଯିବା ସହ ପିକେଟିଂ କରାଯାଇଥିଲା। ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ସଂଗଠନ […]

କେନ୍ଦ୍ରାପଡ଼ା,୧୧ା୯:ବୃକ୍ଷରୋପଣ ସହ ଭିନ୍ନକ୍ଷମ ପିଲାଙ୍କୁ ମିଠା ବାଣ୍ଟି ଜନ୍ମଦିନ ପାଳିଛନ୍ତି ସମାଜସେବୀ ରଞ୍ଜନ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତ ସୋବଳା ଗ୍ରାମର ରଞ୍ଜନ ଆଜି ଜନ୍ମଦିନ ଉପଲକ୍ଷେ ସକାଳୁ ମା’ ପଥରକଣି ଠାକୁରାଣୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିବା ସହ ପଞ୍ଚାୟତବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ପରିବେଶ ସୁରକ୍ଷା ପାଇଁ ଫଳ ବୃକ୍ଷରୋପଣ କରିଛନ୍ତି। ପରେ ଜନ୍ମଦିନକୁ ଆହୁରି ସରସସୁନ୍ଦର କରିବା […]

କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକମାରଣ ନୀତି ବିରୋଧରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା କିଷାନ କଂଗ୍ରେସ ପକ୍ଷରୁ ଆସନ୍ତା ୧୮ ଓ ୧୯ ଦୁଇଦିନ ଧରି କେନ୍ଦ୍ରାପଡାରେ କୃଷକମାନଙ୍କୁ ନେଇ ଏକ ପ୍ରତିବାଦ ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଜୟଦେବ ପରିଡାଙ୍କ ପୈାରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। […]

ମିଞ୍ଜାଉଣୀରେ ଭାଜପା କର୍ମୀଙ୍କ ହୋ ହାଲ୍ଲା  ଓଡ଼ିଶାର ସ୍ୱାର୍ଥ ବେଳେ ନୀରବ, ବିକାଶ କାର୍ଯ୍ୟରେ ହୋ-ହାଲ୍ଲା ହାସ୍ୟାସ୍ପଦ ପଟ୍ଟାମୁଣ୍ଡାଇ ୧୦ା୯ – ଗ୍ରାମାଂଚଳରେ କ୍ରୀଡ଼ାର ବିକାଶ ଏବଂ ଉଚ୍ଚକୋଟୀର କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତର ମିଞ୍ଜାଉଣୀଠାରେ ୧୩ କୋଟି ଟଙ୍କାର ବ୍ୟୟ ଅଟକଳରେ ଏକ ଆଧୁନିକ ଇନ୍‌ଡୋର୍ ଷ୍ଟାଡିୟମର ଗୁରୁବାର ଶିଳାନ୍ୟାସ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ […]

କେନ୍ଦ୍ରାପଡା, ତା ୮ା୯ : କେନ୍ଦ୍ରାପଡ଼ା ଜିଲ୍ଳାର ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ବ୍ଲକର ବନ୍ୟା ଦୁର୍ଗତ ଅଞ୍ଚଳବାସୀଙ୍କର ଏକ ପ୍ରତିନିଧି ବରିଷ୍ଠ ବିଜେପି ନେତ୍ରୀ ସୁଜାତା ବାରିକ୍‌ଙ୍କ ନେତୃତ୍ୱରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବନ୍ୟା ଦୁର୍ଗତଙ୍କ ଦୁରାବସ୍ଥା ସମ୍ପର୍କରେ ଅବଗତ କରିଛନ୍ତି। କେନ୍ଦ୍ରାପଡ଼ାର ବନ୍ୟା ପରିସ୍ଥିତିର ଭୟାବହତା ଉପଲବ୍ଧି କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ଜିଲ୍ଲାର ବନ୍ୟା ଦୁର୍ଗତଙ୍କୁ ସବୁ […]

କେନ୍ଦ୍ରାପଡ଼ା,୯/୦୯: ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (SIR)-୨୦୨୬ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା ପାଇଁ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଏବଂ SIRର ରୋଲ ପର୍ଯ୍ୟବେକ୍ଷକ ରାଜେଶ ପ୍ରଭାକର ପାଟିଲ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଥିଲେ। ଗସ୍ତ ସମୟରେ ଶ୍ରୀ ପାଟିଲ ୯୭-କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡମୂଳବସନ୍ତ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର ୪୯ ଓ ୫୦, ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଢ଼ାଖଣ୍ଡ ମଠସାହିର […]

କେନ୍ଦ୍ରାପଡ଼ା,୯ା୯:କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଶହ ଯୋଗ୍ୟ ସଂଖ୍ୟାଲଘୁ ଭୋଟରଙ୍କ ନାମ କାଟିଦେବା ପାଇଁ ଷଡଯନ୍ତ୍ର ହୋଇଛି। ଏନେଇ କେନ୍ଦ୍ରାପଡା ଟାଉନଥାରେ ଏତଲା ଦିଆଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି କେନ୍ଦ୍ରାପଡା-୯୭(ଏସସି) ଅନ୍ତର୍ଗତ କେନ୍ଦ୍ରାପଡା ପୈାରାଞ୍ଚଳର ୧୬ ନମ୍ବର ୱାର୍ଡ ଫକୀରାବାଦର ବୁଥ ନମ୍ବର-୨୫୩ ଓ ୨୫୪ରେ ୨ଜଣ ବିଜେପି ଦଳର ବୁଥ ଲେଭେଲ ଏଜେଣ୍ଟ(ବିଏଲଏ) ହୃଷିକେଶ ସାହୁ ଓ ଦେବେନ୍ଦ୍ର ପ୍ରସାଦ ମେକାପ ଉଭୟ ବୁଥରେ ୨ଶହ ଲେଖାଏଁ ଭୋଟରଙ୍କ […]

କେନ୍ଦ୍ରାପଡ଼ା,୯ା୯:ଶିକ୍ଷାଦାନରେ ଗୁରୁତର ଅବହେଳା କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଲିଝରୀସ୍ଥିତ ଜଗନ୍ନାଥ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ବଙ୍କିମ ବିହାରୀ ମହାନ୍ତିଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି। ପାଠପଢା ସମୟରେ ମୋବାଇଲରେ ଗପିବା, ଲେସନ ଡାଏରୀ ମେଣ୍ଟନ ନକରିବା, ସ୍ମାର୍ଟ ବୋର୍ଡରେ ପାଠ ନପଢାଇବା, ପିଲାଙ୍କ ପରୀକ୍ଷା ଖାତା ନଦେଖିବା ଭଳି ଗୁରୁତର ଅଭିଯୋଗ ତାଙ୍କ ନାମରେ ଆସିଥିଲା। ଏହାର ତଦନ୍ତ କରାଯାଇ ହିନ୍ଦୀ ଶିକ୍ଷକ […]

କେନ୍ଦ୍ରାପଡ଼ା,୯ା୯:କେନ୍ଦ୍ରାପଡା ବ୍ଲକର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ସ୍ୱାମୀ ଶିବାନନ୍ଦ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଶ୍ୱଶାନ୍ତି ପାଇଁ ରୁଦ୍ରାଭିଷେକ, ପ୍ରାତଃ ପ୍ରାର୍ଥନା, ଜପ, ଧ୍ୟାନ ସହିତ ନଗର ପରିକ୍ରମା ପ୍ରଭୃତି କରାଯାଇଥିଲା। ଭକ୍ତମାନଙ୍କ ଦ୍ୱାରା ଶ୍ରୀଗୁରୁ ପାଦପୂଜା କରାଯିବା ସହ ସ୍ୱାମିଜୀଙ୍କ ଜୀବନଦର୍ଶନ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଶ୍ରୀମାଙ୍କ ସମେତ ଡ. କାଳିପ୍ରସନ୍ନ […]

କେନ୍ଦ୍ରାପଡ଼ା,୯ା୯:କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜସ୍ୱ କର୍ମଚାରୀଙ୍କର ଏକ ଅଦଳବଦଳ କରାଯାଇଛି। ପ୍ରଶାସନିକ ଆବଶ୍ୟକତା ଏବଂ ଜିଲ୍ଲାର ଦୈନନ୍ଦିନ କାର୍ଯ୍ୟାଳୟ ପରିଚାଳନାକୁ ଅଧିକ ସୁଚାରୁ ଓ ଗତିଶୀଳ କରିବା ପାଇଁ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା -୧୬୬୪, ତା ୯.୯.୨୦୨୬ରିଖରେ ଏକକାଳୀନ ୧୫ ଜଣ ରାଜସ୍ୱ କର୍ମଚାରୀଙ୍କୁ ବଦଳି କରାଯାଇଛି। କଟକ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି)ଙ୍କ ପୂର୍ବ ଅନୁମୋଦନ କ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକ୍‌, ତହସିଲ, ଆଇସିଡିଏସ୍ ଓ […]

Breaking News