ପଟ୍ଟାମୁଣ୍ଡାଇ୨୨/୯ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ବ୍ଲକ ପରିସରରେ ବେଟି ବଚାଓ, ବେଟି ପଢାଓ ସମ୍ପର୍କିତ ଏକ ଆଇନଗତ ସଚେତନତା ଶିବିର ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ବିଦ୍ୟାଧର ପୃଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ଏପିପି ଧିରେନ୍ଦ୍ରନାଥ ସାହୁ […]
HOME
ପଟ୍ଟାମୁଣ୍ଡାଇ ତାଲୁକଆଇନ ସେବା ସମିତିର ସଚେତନତା ଶିବିର ପଟ୍ଟାମୁଣ୍ଡାଇ ୨୨/୯ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ପୋକ୍ସୋ ଆକ୍ଟ ସମ୍ପର୍କରେ ଏକ ଆଇନଗତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ପ୍ରତି ସମାଜକୁ ସଚେତନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା […]
କେନ୍ଦ୍ରାପଡ଼ା,୨୨ା୯:ଶିକ୍ଷା,ଗବେଷଣା ଓ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ କିଟ୍ ଡିମ୍ସ ଟୁ ବି ୟୁନିଭର୍ସିଟି, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଦୁଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଶିକ୍ଷା, ଗବେଷଣା, ପ୍ରଶିକ୍ଷଣ ଓ ଗୁଣବତ୍ତା ବିକାଶ କ୍ଷେତ୍ରରେ ସହଯୋଗର ନୂତନ ଦିଗ ଉନ୍ମୋଚନ କରିବ। ଏହି ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ […]
କେନ୍ଦ୍ରାପଡ଼ା,୨୨ା୯:କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍ ବିଜେଡି ସଭାପତି ଭାବେ ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତିଙ୍କୁ ଦଳ ପକ୍ଷରୁ ମନୋନୀତ କରାଯାଇଛି। ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଏ ନେଇ ଘୋଷଣା କରିଛନ୍ତି। ସମ୍ପ୍ରତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଦାୟିତ୍ୱ ଦକ୍ଷତାର ସହିତ ନିର୍ବାହ କରୁଥିବା ଶ୍ରୀ ମହାନ୍ତି ଛାତ୍ର ରାଜନୀତିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ […]
କେନ୍ଦ୍ରାପଡ଼ା,୨୨ା୯:କେନ୍ଦ୍ରାପଡ଼ା ତହସିଲ ଅଧିନରେ ୱାରସ ସଂଶୋଧନ (କଲମ-୨) ସମ୍ବନ୍ଧୀୟ ପଟ୍ଟାର ସାମୂହିକ ବିତରଣ କାର୍ଯ୍ୟକ୍ରମ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ୱାରସ ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ଅଧିକାରକୁ ସୁନିଶ୍ଚିତ କରିବା ସହ ହିତାଧିକାରୀମାନଙ୍କୁ ସରକାରୀ ରେକର୍ଡରେ ସଠିକ୍ ଭାବେ ଅନ୍ତର୍ଭୁକ୍ତ କରିବା […]
ପଟ୍ଟାମୁଣ୍ଡାଇ ୨୨/୯-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ପଞ୍ଚାୟତର ବଢ଼େଇପଡ଼ା ଗ୍ରାମରେ ପାନୀୟ ଜଳକୁ ନେଇ ଏକ ଗମ୍ଭୀର ସମସ୍ୟା ଦେଖାଦେଇଛି । ଗ୍ରାମବାସୀଙ୍କ ଜଳ ଆବଶ୍ୟକତା ପୂରଣ କରୁଥିବା ଏକ ସରକାରୀ ନଳକୂପର ଜଳ ନିଷ୍କାସନ ପଥକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜୋରଜବରଦସ୍ତ ମାଟି ପକାଇ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଫଳରେ ଗାଁରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଓ ସମସ୍ୟାର […]
ପଟ୍ଟାମୁଣ୍ଡାଇ ୨୦ା୯-କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ବାଣିଜ୍ୟିକ ତଥା ରାଜନୈତିକ ପେଣ୍ଠସ୍ଥଳୀ ପଟ୍ଟାମୁଣ୍ଡାଇର ହୃତ ଗୌରବକୁ ଫେରାଇ ଆଣିବା ପାଇଁ ହେଉଥିବା ଦାବି ଏବେ ଧୀରେ ଧୀରେ ପ୍ରଭାବହୀନ ହେବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବିଧାନସଭା ଆସନର ପୁନଃ ଗଠନ ଏବଂ ସବ୍-ଡିଭିଜନ୍ ମାନ୍ୟତା ପ୍ରଦାନ ସ୍ୱପ୍ନ ଏବେ ମଉଳିବାକୁ ବସିଛି। ଅଂଚଳର ସ୍ୱାର୍ଥ, ସ୍ୱାଭିମାନକୁ ଫେରାଇ ଆଣିବା ନିମନ୍ତେ କୌଣସି ଜୋରଦାର ସ୍ୱର ଉତୋଳନ କିମ୍ବା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଉ […]
କେନ୍ଦ୍ରାପଡା ୨୦/୯ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚୟତରେ ଗଣେଶ ଭସାଣି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଗୁଲନଗର ପଞ୍ଚାୟତର ଥାନପତି ଜୟଦୁର୍ଗା କ୍ଲବର ସଭାପତି ସହଦେବ ସେଠିଙ୍କ ନେତୃତ୍ୱରେ ରବିବାର ସକାଳ ୯ଟାରେ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହୋଯାଇଛି । ଏହି ଭସାଣି ଉତ୍ସବ ଥାନପତି ଜୟଦୁର୍ଗା କମିଟିଙ୍କ ନିମନ୍ତ୍ରଣରେ ସମୁଦାୟ ୧୨ଟି ମେଢ ଗୁଲନଗର ଚଟି ପୋଲ ନିକଟରେ ଏକାଠି ହୋଇ […]
କେନ୍ଦ୍ରାପଡ଼ା,୨୦ା୯: କେନ୍ଦ୍ରାପଡ଼ା ଭାରତୀୟ ଜନତା ପାର୍ଟି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ପୂର୍ବତନ ସାଂସଦ […]
ପଟ୍ଟାମୁଣ୍ଡାଇ୨୦/୯- ଆଗାମୀ ପଂଚାୟତକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡିର ପୁନଃଗଠନ କରାଯାଇଛି।ନବୀନଙ୍କ ଅନୁମୋଦନକ୍ରମେ ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ ବ୍ଲକର ସାଙ୍ଗଠନିକ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଯୁବନେତା ତଥା ପୂର୍ବତନ ସରପଞ୍ଚ କଳାକର […]

