ପଟ୍ଟାମୁଣ୍ଡାଇ ୫/୯ -ଗୀତ, ବାଦ୍ୟ, ନୃତ୍ୟ, ନାଟ୍ୟ ଓ ଚିତ୍ରର ଏହି ପଂଚକଳାର ଅନୁପମ ସଙ୍ଗମସ୍ଥଳୀ ତଥା ଓଡ଼ିଶାର ସର୍ବବୃହତ ପଂଚକଳା-ତୀର୍ଥ “ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର’ (ଗଡମେକର) ଆନୁକୂଲ୍ୟରେ ଗୁରୁ ଦିବସ ଉତ୍ସବ-୨୦୨୬ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧାପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବଡ଼ମୂଳବସନ୍ତ ନସିପୁର ସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନ ପରିସରରେ ଆୟୋଜିତ ଏହି ମହୋତ୍ସବରେ ଶିକ୍ଷା, ସଂସ୍କୃତି […]
HOME
ପଟ୍ଟାମୁଣ୍ଡାଇ, ୫ା୯-ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟ ମଧ୍ୟରେ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି, ଦ୍ୱିତୀୟ ରାଷ୍ଟ୍ରପତି, ମହାନ ଦାର୍ଶନିକ ତଥା ଆଦର୍ଶ ଶିକ୍ଷକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ପବିତ୍ର ଜନ୍ମ ଜୟନ୍ତୀ ତଥା ଗୁରୁ ଦିବସ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ଉପ ସଭାପତି ଆଇନଜୀବୀ ଗୋପୀନାଥ ତ୍ରୀପାଠୀ, ସମ୍ପାଦକ ରବିନ୍ଦ୍ର ଦାଶ, […]
ପଟ୍ଟାମୁଣ୍ଡାଇ ୪ା୯ (ନରେନ୍ଦ୍ର ଧଳା )-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ପ୍ରଭାବିତ ଧୋୟାଂଚଳ ପେଣ୍ଠପାଳ ପଂଚାୟତର ବିଭିନ୍ନ ଗ୍ରାମରେ ଜାତୀୟ ସେବା ଯୋଜନା ପକ୍ଷରୁ ବନ୍ୟା ରିଲିଫ ସାମଗ୍ରୀ ବଂଟନ କରାଯାଇଛି।ସମ୍ପ୍ରତି ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ପେଣ୍ଠପାଳ, କୋଳଥୀଆ ଓ ଆଖପାଖ ଅଂଚଳର ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହି ରନ୍ଧା ଖାଦ୍ୟ ଓ ପାନୀୟ ଜଳ ପାଇଁ […]
କେନ୍ଦ୍ରାପଡ଼ା,୩ା୯:୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ […]
ପଟ୍ଟାମୁଣ୍ଡାଇ ତା ୧/୯- କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ବନ୍ୟାବିପନ୍ନ ଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି Iମହାସଂଘର ସଭାପତି ଶରତ କୁମାର ବେହୁରାଙ୍କ ନେତୃତ୍ୱରେ ପୀତବାସ ବେହେରା, ସଂଗ୍ରାମ ଜେନା, ପ୍ରକାଶ ପରିଡ଼ା, ସୁଶୀଲ ସାମଲ, ତରୁଣ ପ୍ରଧାନ, ରାଜ କିଶୋର ରାଉତରାୟ, ବାବାଜୀ ଧଳ, ଜଗନ୍ନାଥ ଧଳ, […]
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କେନ୍ଦ୍ରାପଡା କେନ୍ଦ୍ରାପଡ଼ା,୧ା୯:ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬–୨୭ ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୦୮ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ତୀର୍ଥଯାତ୍ରାରେ ବାହାରିଛନ୍ତି। ଏହି ତୀର୍ଥଯାତ୍ରା ୨ ସେପ୍େଟମ୍ବରରୁ ୭ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆୟୋଜିତ ଫ୍ଲାଗ୍-ଅଫ୍ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ପତାକା ଦେଖାଇ ତୀର୍ଥଯାତ୍ରାର […]
ପୌରପରିଷଦ ଯୋଜନାର ବାଟମାରଣା ପଟ୍ଟାମୁଣ୍ଡାଇ୧/୯ – ପଟ୍ଟାମୁଣ୍ଡାଇ ପୌରପରିଷଦ ଅଂଚଳରେ ସରକାରୀ ଯୋଜନାର ବାସ୍ତବ ରୂପରେଖକୁ ନେଇ ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରକୁ ସ୍ୱଚ୍ଛ, ନିର୍ମଳ ଏବଂ ବାହାରେ ମଳତ୍ୟାଗ ମୁକ୍ତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟଗୁଡ଼ିକ ଏବେ ସମ୍ପୂର୍ଣ୍ଣ ସେବାହୀନ ହୋଇପଡ଼ିଛି। ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି ଯେଉଁ ଶୌଚାଳୟ ଲୋକଙ୍କ ଶୌଚ ପାଇଁ ବ୍ୟବହାର […]
ପଟ୍ଟାମୁଣ୍ଡାଇ ୧/୯ -ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଥାନା ପକ୍ଷରୁ ନିୟମିତ ପାଟ୍ରୋଲିଙ୍ଗ ଚାଲିଥିବା ସମୟରେ ସୋମବାର ରାତ୍ରିରେ ବିପୁଳ ପରିମାଣର ବେଆଇନ ଚୋରା ମଦ ଜବତ ହେବା ସହ ଜଣେ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ନିଗିନିପୁର ଭେଡିସାହି ଗ୍ରାମର କାଶୀନାଥ ସେଠୀ (୩୬) ବୋଲି ପୋଲିସ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମାଂଚଳ […]
ପଟ୍ଟାମୁଣ୍ଡାଇ ୧/୯ -ଗତ କିଛି ଦିନର ବନ୍ୟା ଦାଉରୁ ଆଶ୍ୱସ୍ତି ମିଳିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ବନ୍ୟା ପ୍ରପିଡିତଙ୍କ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଥିଲା। ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବଛିିନ୍ନ ହୋଇହିଥିବା ବେଳେ ପେଣ୍ଠପାଳ ପଂଚାୟତର କେତେକ ଗ୍ରାମରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିରହିଛି । ହେଲେ ଅନ୍ୟ ଧୋୟାଂଚଳରେ ବନ୍ୟା ଜଳ ହ୍ରାସ ପାଇବା ସହ ଲୋକଙ୍କ ଯାତାୟାତ ଓ ଚଳପ୍ରଚଳ ପୂର୍ବପରି […]
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ବଡ଼ ଭାଷଣ ପଟ୍ଟାମୁଣ୍ଡାଇ 1/9- ଗୋଟିଏ ପଟେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌରପରିଷଦ ପକ୍ଷରୁ ସହରର ବିକାଶ, ସ୍ୱଚ୍ଛତା ଓ ଜନସେବାକୁ ନେଇ ବଡ଼ ବଡ଼ ଭାଷଣର ସୁଅ ଛୁଟୁଛି ।ମାତ୍ର ଅନ୍ୟପଟେ ରାତି ହେଉ ହେଉ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି ନର୍କଯନ୍ତ୍ରଣା। ପ୍ରଶାସନର ଦାୟିତ୍ୱହୀନତା ଓ କିଛି ଅସାଧୁ ଲୋକଙ୍କ ନିର୍ଦ୍ଦୟ କାର୍ଯ୍ୟକଳାପ ଯୋଗୁଁ ଆଜି ପଟ୍ଟାମୁଣ୍ଡାଇ ପୌରାଂଚଳର ସ୍ୱାସ୍ଥ୍ୟସେବା ଓ […]

