
ଡେରାବିଶ,୨୦/୩: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଲୁଣା ନଦୀର ବଳରାମପୁର ଠାରେ ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଜବତ କରିଛି । ମୃତକ ଛାତ୍ର ଜଣକ ହେଲେ ଡେରାବିଶ ଥାନ ଅନ୍ତର୍ଗତ କୁରଜଙ୍ଗ ପଂଚାୟତ ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ ୧୪ ବର୍ଷର ପୁଅ ଆୟୁଷ୍ମାନ ବୋଲି ଜଣାପଡିଛି ।
Next Post
ରାଜସ୍ୱ ଆଦାୟ କରିବାରେ ପ୍ରଶାସନ ବିଫଳ , ବାଲି ନିଲାମଧାରୀଙ୍କ ପାଖରେ ବକେୟା ପଡିଛି ୫କୋଟି
Thu Mar 20 , 2025
କେନ୍ଦ୍ରାପଡ଼ା,୨୦ା୩: କେନ୍ଦ୍ରାପଡ଼ା ଜିଲ୍ଲାରେ ବାଲି ଚୋରି ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଯେଉଁ ନିଲାମଧାରୀମାନେ ବାଲି ସୈରାତ ନିଲାମ ନେଇଛନ୍ତି ସେମାନଙ୍କ ଠାରୁ ରାଜସ୍ୱ ଆଦାୟ ହୋଇପାରୁନାହିଁ। ଏହାଦ୍ୱାରା ସରକାରଙ୍କ ରାଜସ୍ୱହାନୀ ହେଉଛି। ତେବେ ପ୍ରଶାସନ ପକ୍ଷରୁ ନିଲାମଧାରୀଙ୍କ ବିରୋଧରେ କୋହଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଏହିପରି ଅବସ୍ଥା ସୃଷ୍ଟି ହେଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ ସମଗ୍ର ଜିଲ୍ଲାରେ ଯେଉଁ ବ୍ୟକ୍ତିମାନେ ବାଲି ସୈରାତ ନିଲାମ […]

ଲୋକମତ
- 4 months ago
ମୁଖ୍ୟଚିକିତ୍ସାଳୟ ପକ୍ଷରୁ ମାଗଣା ଚିକିତ୍ସା ଶିବିର
