କେନ୍ଦ୍ରାପଡ଼ା,୧୭/୬- ସୋମବାର ତଥା ଶେଷରଜରେ “ମଦର ଟେରେସା ଚାରିଟେବୁଲ୍ ଟଷ୍ଟ”ର ଅଧ୍ୟକ୍ଷ ଇଂ ସୈାମ୍ୟରଂଜନ ଧଳଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡା ମୁନିସିପାଲଟି ଟାଉନ୍ ହଲରେ ଶେଷରଜ ଦିନ ଉତ୍ସାହର ସହିତ ରଜ ମହୋତ୍ସବ ପାଳନ କରାଯାଇଥିଲା । ଏହି ମହୋତ୍ସବ ଟଷ୍ଟର ଅଧ୍ୟକ୍ଷ ଶ୍ରୀ ଧଳ ଅଧ୍ୟକ୍ଷତା କରି କେନ୍ଦ୍ରାପଡାରେ କିପରି ସାସ୍କୃତିକ ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଓ ଏକ […]
HOME
କେନ୍ଦ୍ରାପଡ଼ା,୧୭ା୬ : ଭାରତୀୟ ଡାକସେବା ପକ୍ଷରୁ ଖୋଲାଯାଇଥିବା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପକ୍ଷରୁ ଜନୈକ ଦୂର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦୂର୍ଘଟଣା ବୀମା ରାଶି ବାବଦକୁ ଏକଲକ୍ଷ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ପୈାରାଞ୍ଚଳ ଅଧିନ ଚକଡାବାରଙ୍ଗ ଗ୍ରାମର ଅଧିବାସୀ ଭାବଗ୍ରାହୀ ପତି ଏହି ଅର୍ଥ କେନ୍ଦ୍ରାପଡା ମୁଖ୍ୟ ଡାକଘରସ୍ଥିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଶାଖାରୁ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡା ଡାକ ମଣ୍ଡଳର ଅଧୀକ୍ଷକ ରଞ୍ଜନ […]
କେନ୍ଦ୍ରାପଡା ୧୬/୬- କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କୋଳଡିହ ପଞ୍ଚାୟତର ଓଁଳାଡିହା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗାଁ ନିକଟ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରର ଜଣେ ମହିଳା ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଓଁଳାଡିହା ଗାଁର କାଜଲ ମହାନ୍ତି (୪୦) । ଏହି ଘଟଣା ତାଙ୍କ ଝିଅଙ୍କ ଆଗରେ ଘଟିଥିବା ସୂଚନା ମିଳିଛି। ଘରେ […]
କେନ୍ଦ୍ରାପଡ଼ା,୧୬ା୬ :ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ. ଆର. ଏସ. କର୍ଣ୍ଣର ଠାରେ ବିଧାୟକ ମହାକାଳପଡ଼ା ଡ. ଦୁର୍ଗା ପ୍ରଶନ ନାୟକ “ଷ୍ଟପ ଡାଇରିଆ” କ୍ୟାମ୍ପନ ୨୦୨୫କୁ ଶୁଭଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ୧୬ଜୁନ ରୁ ଆରମ୍ଭ ହୋଇ ୩୧ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ […]
କେନ୍ଦ୍ରାପଡ଼ା,୧୬ା୬:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ସ୍ଥିତ ରେସଓ୍୍ୱା ଶିଶୁ୍ ଯତ୍ନ ଅନୁଷ୍ଠାନରେ ରଜ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । କିଟ ଓ କିସ୍ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ.ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱବଧାନ ଓ ସମାଜ ସେବୀ ଦିଲ୍ଲୀପ ନାୟକଙ୍କ ପ୍ରତିନିଧିତ୍ୱରେ ରେସୱା ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କୁ ନୂତନ ବସ୍ତ୍ର ଏବଂ ସମସ୍ତ ପିଲାମାନଙ୍କ ରଜ ଉପକରଣ ମାନ ଯୋଗାଇ ଦିଆଯାଇଛି। ଫଳରେ […]
ଗଣକବି ଗୋପାଳ ଦାଶଙ୍କ ଜନ୍ମତିଥିରେ ସ୍ମୃତି ସନ୍ଧ୍ୟା କେନ୍ଦ୍ରାପଡ଼ା ତା୧୬/୬- ଜ୍ୟେଷ୍ଠ ଶୁଳ୍କ ପଞ୍ଚମୀ ତିଥିରେ ତଥା ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଓଡ଼ିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ, କିମ୍ବଦନ୍ତୀ କଳାକାର ଗଣକବି ଗୋପାଳ ଦାଶଙ୍କ ୧୪୯ତମ ଜନ୍ମୋତ୍ସବ କବିଙ୍କ ଜନ୍ମ ପୀଠ ପଳସିଂହାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦର ସଭାପତି ଅଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ମାନସ ଭୂଷଣ […]
ତୁଳସୀ ମେଧା ସମ୍ମାନ ୨୦୨୫ ପଟ୍ଟାମୁଣ୍ଡାଇ ତା ୧୬/୬- ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବିଶିଷ୍ଟ ସମାଜସେବିକା ଦିବଂଗତା ତୁଳସୀ ବିଶ୍ଵାଳଙ୍କ ସ୍ମୃତିରେ ଆଜି ତରଡିପାଳ ହାଇସ୍କୁଲ୍ ପଡିଆରେ ତୁଳସୀ ମେଧା ସମ୍ମାନ-୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ମାଟ୍ରିକ ଏବଂ +୨ ପରୀକ୍ଷା ରେ ସ୍କୁଲ୍ ଟପ୍ପର କିମ୍ବା ୭୫% ଅଧିକା ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ […]
କେନ୍ଦ୍ରାପଡ଼ା,୧୬/୬- କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଭରତପୁର ଗ୍ରାମର ମା ଦକ୍ଷିଣକାଳୀ ମନ୍ଦିର ପରିସରରେ ଥିବା ମୁକ୍ତ ମଠରେ କେନ୍ଦ୍ରାପଡା ଜିଲ୍ଲାର ସର୍ବ ପୁରାତନ ସାଂସ୍କତିକ ଅନୁଷ୍ଠାନ “ବାଗ ଦେବୀ କଳା ମନ୍ଦିର” ଅନୁକୂଲ୍ୟର ଜିଲ୍ଲା ସ୍ତରୀୟ ରଜପର୍ବ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ଅନୁଷ୍ଠିନର ସ୍ଥ୍ାୟୀ ସଭାପତି ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ୧୪ ଓ ୧୫ତାରିଖ ଦୁଇଦିନ ଧରି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ […]
କେନ୍ଦ୍ରାପଡ଼ା,୧୬/୬- ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା ବିକାଶ ମେଳାର ତୃତୀୟ ସନ୍ଧ୍ୟାରେ କେନ୍ଦ୍ରାପଡର ଅଗ୍ରଣୀ ଅନୁଷ୍ଠାନ ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗିତ ସଦନ ଅଂଶଗ୍ରହଣ କରି ବିଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାରୁ ଲିଭିଯାଇଥିବା ପାରମ୍ପରିକ ନୃତ୍ୟ ଯଥା ଧୁଡୁକୀ, ବାରମାସୀ, ଦେମତା, ସମ୍ବଲପୁରୀ ଓ ଝାମୁ ଡାଳି ଇତ୍ୟାଦି ଚିତାକର୍ଶକ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ନୃତ୍ୟକୁ […]
ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ପଟ୍ଟାମୁଣ୍ଡାଇ ୧୬/୬– କୃଷିଭିତିକ ପବିତ୍ର ରଜ ପର୍ବ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବର୍ଣ୍ଣବିଭାର ସମ୍ପାଦିକା ସରସ୍ୱତି ବେହେରାଙ୍କ ଉପସ୍ଥିତିରେ ସଭାପତି,ସାହିତ୍ୟ ଏକାଡେମିର ପୁରସ୍କାର ପ୍ରାପ୍ତକବି ପତାମ୍ବର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବେ ବିଶିଷ୍ଠ କବି ଗାନ୍ଧିବାଦୀ ଗବେଷକ ଶୈଳେଜ […]

