ପଟ୍ଟାମୁଣ୍ଡାଇ ୭/୪- ରାଜ୍ୟ ସରକାର ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ଓ ୮୦% ଭିନ୍ନକ୍ଷମ ମାନଙ୍କ ପାଇଁ ମାସିକ ୩୫୦୦ଟଙ୍କା ଭତା ଘୋଷଣା କରିଛନ୍ତି ।ସରକାରଙ୍କ ନିର୍ଦେଶ ଅନୁଯାୟୀ ହିତାଧିକାରୀ ଚୟନ କରାଯାଇଛି । ମାତ୍ର ପଟ୍ଟାମୁଣ୍ଡାଇ ପୌର ପରିଷଦର ୧ନଂ ୱାର୍ଡରେ ଏଥିରେ ଗୁରୁତର ତ୍ରୁଟି ଦେଖାଦେଇଛି । ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଇଛି । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବୃଦ୍ଧ ବୃଦ୍ଧା ଏହି ବର୍ଦ୍ଧିତ ଭତା […]

ପଟ୍ଟାମୁଣ୍ଡାଇ ୬/୪-ରାଷ୍ଟ୍ର ସେବା ପାଇଁ ସମର୍ପିତ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ଭାଜପା କର୍ଯ୍ୟଳୟ ଠାରେ ଯୁବନେତା ଶଶିକାନ୍ତ ସ୍ୱାଇଁ ଓ ପୂର୍ବତନ ନଗର ସଭାପତି ରାହାଶ ବାହାରୀ ଦାଶଙ୍କ ସଭାପତିତ୍ୱରେ ଦଳୀୟ କାର୍ମକର୍ତାଙ୍କ ଉପସ୍ଥିତିରେ ରବିବାର ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ […]

କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନବଦିନ ବ୍ୟାପୀ ପ୍ରତ୍ୟେହ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ ପାରାୟଣ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି […]

କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ସହରର ତିନିମୁହାଣୀରେ ଥିବା ଶ୍ରୀରାମ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀରାମ ମନ୍ଦିରରେ ସକାଳ ୫ଟା ସମୟରେ ଦିଅଁମାନଙ୍କୁ ମହାସ୍ନାନ କରାଯିବାପରେ ସକାଳ ୮ଟାରେ ଭକ୍ତମାନଙ୍କଦ୍ୱାରା ୧୦୮ କଳସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ଗୁଲନଗର ପଞ୍ଚାୟତର ସୁଜାନଗର ହନୁମାନ ମନ୍ଦିର ନିକଟ ଗୋବରୀନଦୀ ଘାଟରୁ କଳସରେ ପାଣି ନେଇ ଶ୍ରୀରାମମନ୍ଦିର ପରିସରରେ ସକାଳ ୯ଟାରେ ଘଟ […]

ଖବରଦାତା ନାରାୟଣ ସାହାଣୀଙ୍କୁ ଶ୍ରଦ୍ଧାଞ୍ଜଳି ପଟ୍ଟାମୁଣ୍ଡାଇ ୬/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ଖବରଦାତା ତଥା ସମାଜସେବୀ ନାରାୟଣ ଚନ୍ଦ୍ର ସାହାଣୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁ୍‌ଷ୍ଠିତ ହୋଇଯାଇଛି । ଏହି ସଭାରେ ବହୁ ବରିଷ୍ଠ ବିଶିଷ୍ଠ, ସାହିତ୍ୟକ ତଥା ସ୍ତମ୍ଭକାର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ସ୍ୱର୍ଗତ ସାହାଣୀଙ୍କ ସ୍ମୃତିଚାରଣ କରିଥିଲେ । ବିଶିଷ୍ଠ ଶିକ୍ଷକ ସଂଜୀବ କୁମାର ତରାଇଙ୍କ […]

କେନ୍ଦ୍ରାପଡ଼ା,୫ା୪: ଏକମାତ୍ର ଶିକ୍ଷକଙ୍କ ଅବସରଗ୍ରହଣ ପରେ ଶିକ୍ଷକଶୂନ୍ୟ ହୋଇପଡିଛି ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପିଲାମାନେ ଦୈନିକ ବିଦ୍ୟାଳୟକୁ ପଢିବାକୁ ଆସି ବିଦ୍ୟାଳୟରେ ତାଲା ପଡିଥିବାରୁ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଗତ ମାର୍ଚ୍ଚ ୩୧ତାରିଖରୁ ବିଦ୍ୟାଳୟର ଏକମାତ୍ର ଶିକ୍ଷକ ବିଚିତ୍ର କୁମାର ପଣ୍ଡା ଅବସର ଗ୍ରହଣ କରିଥିବା ବେଳେ ଆଜକୁ ୫ଦିନ ହେବ ସେହି ବିଦ୍ୟାଳୟରେ କୈାଣସି ଶିକ୍ଷକଙ୍କୁ ମଣ୍ଡଳ ଶିକ୍ଷା ଅଧିକାରୀ ନିଯୁକ୍ତି ଦେଇନଥିବା ଜଣାପଡିଛି। ଫଳରେ […]

କେନ୍ଦ୍ରାପଡ଼ା,୫ା୪: ପବିତ୍ର ଉତ୍କଳ ଦିବସରୁ ଆରମ୍ଭ ହୋଇ ଓଡିଆ ନୂଆବର୍ଷର ପ୍ରଥମ ଦିବସ ଅର୍ଥାତ ପଣାସଂକ୍ରାନ୍ତୀ ପର୍ଯ୍ୟନ୍ତ ପାଳିତ ହେଉଥିବା ପକ୍ଷର ପଞ୍ଚମ ଦିବସ ଶନିବାର ସକାଳେ ଏକ ବିରାଟ ଗଣଦୈାଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଗଣଦୈାଡ ସକାଳ ୬ଟାରୁ ଆରମ୍ଭ ହୋଇ ସାଢେ ୭ଟାରେ ସମାହିତ ହୋଇଥିଲା। ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ […]

କେନ୍ଦ୍ରାପଡ଼ା,୫ା୪: ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗରାପୁରସ୍ଥିତ ମହାବୀର ହନୁମାନ ଆଶ୍ରମରେ ନବଦିନ ବ୍ୟାପି ଚାଲିଥିବା ଶ୍ରୀରାମଚରିତ ମାନସ ପାରାୟଣ ଅବସରରେ ଗରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରକୁ ଆଶ୍ରମର ମୁଖ୍ୟ ତଥା ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ରକ୍ତଦାନ […]

ପଟ୍ଟାମୁଣ୍ଡାଇ ୫/୪ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରତାପ ମଲିକ ସୁଦୂର ସାଉଥ ଆଫ୍ରିକାରେ କାମ କରୁଥିଲେ । ନିକଟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ମାତ୍ର ସେଠାରୁ ତାଙ୍କ ମର ଶରୀର ନିଜ ଜନ୍ମ ମାଟି ଶ୍ରୀରାମପୁର ଆସିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ମୃତ ପ୍ରତାପଙ୍କ ପରିବାର ଲୋକ ଓ ଶ୍ରୀରାମପୁର ଗ୍ରାମବାସୀ ଏ ସମ୍ପର୍କ ସହାୟତା କରିବା ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ […]

ଭୁବନେଶ୍ୱର ୪ା୪-ୱାକଫ୍ ବିଲ୍‌କୁ ନେଇ ଦେଶରେ ରାଜନୀତି ଜୋର ଧରିଥିଲାବେଳେ ଓଡିଶା ଏଥିରୁ ବାଦ୍ ପଡିନାହିଁ । ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ଥିବାରୁ ରାଜ୍ୟ ଜନସାଧାରଣ ନାକ ଟେକିବା ଆରମ୍ଭ କଲେଣି । କାରଣ ବିଜେଡିର ଷ୍ଟାଣ୍ଡ୍ କ୍ଲିୟର ନାହିଁ । ରାଜ୍ୟ ବିଧାନସଭା ଭିତରେ ଛାମୁଆଁ ନେତାମାନେ ଶାସକ ବିଜେପି ବିରୋଧରେ ବିଷ ଓଗାଳୁଥିବାବେଳେ କେନ୍ଦ୍ରରେ ବିଜେଡି ନେତାମାନେ ବିଜେପିକୁ ସମର୍ଥନ କରୁଛନ୍ତି । ଏହାକୁ ନେଇ ବିଜେଡି […]

Breaking News

error:Content is protected !!