ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପଟ୍ଟାମୁଣ୍ଡାଇ ୧୨/୬ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ତରଫରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ସିଭିଲ୍ କୋର୍ଟ ପରିସରରେ ପାଳିତ ହୋଇଯାଇଛି । ଆଇନଜୀବି ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିଶୁ ଶ୍ରମିକ ନିରୋଧ ଦିବସ ସଚେତନତା ସଭାରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା […]

  କେନ୍ଦ୍ରାପଡ଼ା ୧୨ା୬ :ଚାମେଲି ଓଝାଙ୍କୁ ଆକ୍ରମଣ ଓ ଗିରଫଦାରୀକୁ ନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ରାଜନୀତି ସରଗରମ ହୋଇଛି । ଏ ନେଇ ମହାକାଳପଡ଼ାର ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁହଁ ଖୋଲିଛନ୍ତି । ସେହିପରି ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ସରପଞ୍ଚ ସଂଘ ଏସପି ସିଦ୍ଧାର୍ଥ କଟକଟାରିଆ ଓ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଛି । ଚାମେଲିଙ୍କ […]

  ଜିଲ୍ଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ାରେ ଅନ୍ନପୂର୍ଣ୍ଣା କାର୍ଡ ବଣ୍ଟନ ସହ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ କେନ୍ଦ୍ରାପଡ଼ା, ୧୨/୬ : ଜିଲ୍ଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜନହିତକର ପଦକ୍ଷେପ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ର ଶୁଭାରମ୍ଭ ଅବସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ କେନ୍ଦ୍ରାପଡ଼ା ଜିଲ୍ଲା ଯୋଡ଼ି ହୋଇଥିଲା। ଏହି ଯୋଜନା ଅଧୀନରେ ପୂର୍ବରୁ ହିତାଧିକାରୀମାନେ ୫ କିଲୋଗ୍ରାମ ଚାଉଳ […]

କେନ୍ଦ୍ରାପଡା ୧୧/୬ – ମହାକାଳପଡ଼ା ବ୍ଲକ୍‌ର ବହୁଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କୁ ନେଇ ମହାକାଳପଡ଼ା ସରଗରମ ହୋଇଛି । ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ପ୍ରକୋଷ୍ଟକୁ ପଶି ଚାମେଲୀ ଓଝା ଓ ତାଙ୍କ ଭାଇ ଶ୍ରୀ ଆଚାର୍ଯ୍ୟଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ଦୁହିଁଙ୍କୁ ଗିରଫ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ତାଙ୍କୁ ବିନା କାରଣରେ ଥାନାକୁ ଆଣି ମାଡ଼ ମାରିଥିବା ନେଇ […]

ପଟ୍ଟାମୁଣ୍ଡାଇ  ୧୧/୬  – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ବିକାଶରେ ଦିବଂଗତ ସମାଜସେବୀ ଶିବ ଚରଣ ବିଶ୍ୱାଳଙ୍କ ଅବଦାନ ଚୀରକାଳ ଅବିସ୍ମରଣୀୟ ହୋଇ ରହିବ ବୋଲି ବିଶିଷ୍ଟ ସାମାଜିକକର୍ଯ ଶିବ ଚରଣ ବିଶ୍ୱାଳଙ୍କ  ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଇଂ ସରୋଜ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା […]

ପଟ୍ଟାମୁଣ୍ଡାଇ ୧୧/୬ -ପଟ୍ଟାମୁଣ୍ଡାଇ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ତଥା ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ବାଇଁଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ  ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁଚରଣ […]

କେନ୍ଦ୍ରାପଡ଼ା,୧୧ା୬:କେନ୍ଦ୍ରାପଡା ବଜାରରେ କାରବାର ହେଉଛି ୫ଶହ ଟଙ୍କିଆ ଜାଲ ନୋଟ। କାରଣ ସମାନ ନମ୍ବର ଥିବା ଦୁଇଟି ୫ଶହ ଟଙ୍କିଆ ନୋଟ ଜଣେ ବ୍ୟବସାୟୀଙ୍କ ପାଖକୁ ଆସିଛି। ବ୍ୟବସାୟୀ ଜଣଙ୍କ ବ୍ୟାଙ୍କକୁ ଟଙ୍କା ପଇଠ କରିବାକୁ ଯିବାବେଳେ ବ୍ୟାଙ୍କରେ ଏହା ଧରାପଡିଛି। ବ୍ୟାଙ୍କ କର୍ମଚାରୀ ମେସିନ ଦ୍ୱାରା ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଗୋଟିଏ ୫ଶହ ଟଙ୍କିଆ ନୋଟ ଜାଲ ବୋଲି। ବ୍ୟାଙ୍କ କର୍ମଚାରୀ ବ୍ୟବସାୟୀଙ୍କୁ ନୋଟଟି ଫେରାଇ […]

କେନ୍ଦ୍ରାପଡା ୧୧/୬- କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଦୁଇ ଅବକାରୀ ଅଧିକାରୀ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଦୁଇ ଅଧିକାରୀ ହେଲେ ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇ ଛାୟାକାନ୍ତ ନାୟକ ଓ ଏଏସଆଇ ପ୍ରଦୀପ ମଲ୍ଲିକ । ପୂର୍ବରୁ ଦୁଇଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ […]

କେନ୍ଦ୍ରାପଡ଼ା, ୯ା୬:ଆସନ୍ତା ୨୯ତାରିଖ ସୋମବାର କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ଦେବସ୍ନାନପୂର୍ଣ୍ଣିମା। ଏହି ଉପଲକ୍ଷେ ଶ୍ରୀଜୀଉଙ୍କ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସେହିଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ବିଜେ କରିବେ। ସକାଳ ସାଢେ ୭ଟାରେ ଶ୍ରୀଜୀଉଙ୍କ ଜୟମଙ୍ଗଳ ଆରତୀ, ଦିବା ୧୦ଟାରେ ନୀତିସ୍ନାନ, ମଧ୍ୟାହ୍ନ ୧୨ଟାରେ ଶ୍ରୀଜୀଉଙ୍କ ବଲ୍ଲଭ ମଣୋହୀ, ଅପରାହ୍ନ ଗୋଟାଏ ବେଳେ ମଙ୍ଗଳାର୍ପଣ ପରେ ଅପରାହ୍ନ ସାଢେ ଗୋଟାଏରେ […]

ପଟ୍ଟାମୁଣ୍ଡାଇ : ୦୮/୦୬’ ସାହିତ୍ୟ ସର୍ଜନା ଉପର ଋତୁ ମାନଙ୍କର ପ୍ରଭାବ  ରହିଛି । ସ୍ରଷ୍ଟାର ମନୋସ୍ଥିତି ଉପରେ ଭିନ୍ନଭିନ୍ନ ଋତୁର ଅଲଗା ଅଲଗା ପ୍ରଭା୍ୱ ପ୍ରକାଶ ପାଏ । ସେଥିରୁ ନିଦାଘ’ବା ଗ୍ରୀଷ୍ମ ଋତୁର ଅନୁଭୂତି ଅତ୍ୟନ୍ତ ନିଆରା ଏବଂ ଚିତ୍ତାକର୍ଷକ। ପ୍ରଚଣ୍ଡ ଖରା, ପ୍ରାକୃତିକ ପରିବେଶ ଏବଂ ମାନବିକ ଅନୁଭବକୁ ନେଇ ଏହାର ଏକ ସ୍ୱତନ୍ତ୍ର ରୂପ ରହିଛି। ପ୍ରଚଣ୍ଡ ତାତି ଓ ପ୍ରାକୃତିକ ପରିବେଶ ଦିନବେଳା […]

Breaking News