ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

blank
କେନ୍ଦ୍ରାପଡା୧୨/୬- ପ୍ରଦେଶ ଛାତ୍ର କଂଗ୍ରେସ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର ସଭାପତି ଦିବ୍ୟରଞ୍ଜନ ରାଉତଙ୍କ ନେତୃତ୍ୱରେ ଛାତ୍ର ଓ ଛାତ୍ରୀ ମାନଙ୍କର ଗମନା ଗମନନରେ ୫୦ ଭାଗ ରିହାତି ପ୍ରଦାନ କରିବା ଓ ବେସରକାରୀ ଜାନରେ ମଧ୍ୟ ୫୦ ଭାଗ ରିହାତି ପ୍ରଦାନ ଦାବିରେ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକର୍ମରେ ଜିଲ୍ଲା କଂଗ୍ରେସ କମିଟିର ସଂଯୋଜକ ପ୍ରଫୁଲ୍ଲ ଦାସ, ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଯୁବ ନେତା ଆଶିଷ ଲେଙ୍କା, ରାଜନଗର ବ୍ଲକ ଯୁବ ନେତା ପ୍ରସାନ୍ତ ରାଉତ, ହିମାଂଶୁ ନନ୍ଦ, ଆଶୁତୋଷ ପୃଷ୍ଟି, ପ୍ରକାଶ ସାହୁ, ବିକାଶ ଜେନା, ଆଶିଷ ପାତ୍ର, ସୋନୁ ମଲ୍ଲିକ, ବିଜନ ବିଶ୍ୱାଳ, ପ୍ରଭୁଦତ ପଣ୍ଡା, ସଂଗ୍ରାମ ମହାନ୍ତି, ରାକେଶ ସେଠି, ହିମାଂଶୁ ସାହୁ, ସୁଶାନ୍ତ ପାତ୍ର ସୁଧାଂଶୁ ସ୍ୱାଇଁ, ଚନ୍ଦନ କୁମାର ଅଜିତ ଦାସ, ଜିତେନ ନାୟକ ପ୍ରମୁଖ ଛାତ୍ର ନେତା ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Next Post

ଅହମ୍ମଦାବାଦରେ ଭୟଙ୍କର ପ୍ଲେନ କ୍ରାସ

Thu Jun 12 , 2025
୨୪୨ ଜଣ ଯାତ୍ରୀ ଜିଅନ୍ତା ଜଳିଗଲେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନ ପାଇଲଟ୍ କରିଥିଲେ ମେ ଡେ’ କଲ ଅହମ୍ମଦାବାଦ, ୧୨ା୬- ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଅପରାହ୍ନରେ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କର ମୃତ୍ୟୁ ହୋଇଥବା ଘୋଷଣା କରାଯାଇଛି। ଉଡ଼ାଣର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, କମିଶନର ଜିଏସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading