କେନ୍ଦ୍ରାପଡ଼ା,୧୯ା୫:ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ସଫଳ ରୂପାୟନ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଏକ ଆଲୋଚନା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏସଆଇଆରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହ ଅଯୋଗ୍ୟ, ମୃତ […]
କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଜ୍ୱାଇଁଙ୍କୁ ଡାକି ମାଡ଼ ମରାଯାଇଥିବା ଅଭିଯୋଗ କେନ୍ଦ୍ରାପଡା ୧୯/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସେକପୁର ବନ୍ଧପଡା ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ଘରକୁ ଡାକି ନିର୍ଧୂମ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଥିରେ ଜ୍ୱାଇଁ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କଟକ ମେଡିକାଲକୁ ଚିକିତ୍ସା […]
କେନ୍ଦ୍ରାପଡ଼ା, ୧୯/୫: ଏସ୍ଓଏସ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସରେ ସାତଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ନସିଂସପ୍ତାହ ଓ ବାର୍ଷିକ ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ଅନୁଷ୍ଠାନର ପ୍ରଫେସନାଲ ଡାଇରେକ୍ଟର ଜ୍ୟୋତିର୍ମୟୀ ନାୟକଙ୍କ ସଭାପତିତ୍ୱରେ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡେରାବିଶ ବ୍ଲକର ବ୍ଲକ୍ ଉନ୍ନୟନ ଅଧୂକାରୀ ନମିତା ବାରିକ ଯୋଗ ଦେଇ କହିଥିଲେ ଯେ ଛାତ୍ରୀଛାତ୍ରମାନେ ସେବା ମନୋବୃତ୍ତି ନେଇ ଶିକ୍ଷା ଗ୍ରହଣ କରନ୍ତୁ […]
କେନ୍ଦ୍ରାପଡ଼ା,୧୮ା୪:୫୩ନମ୍ବର ଜାତୀୟ ରାଜପଥ ନିମ୍ନମାନର ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହେବା ପରେ ରାଜପଥ କର୍ତ୍ତୃପକ୍ଷ କେନ୍ଦ୍ରାପଡାରେ ପହଞ୍ଚି ରାସ୍ତାର ମାନ ପରଖିଛନ୍ତି। ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଦର୍ଶି ପ୍ରକାଶଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ କେନ୍ଦ୍ରାପଡାରେ ପହଞ୍ଚିଥିଲେ। ଏହି ଟିମ ଦୁହୁରିଆ,ଶ୍ୟାମସୁନ୍ଦରପୁର, ଗୋପଛକ, ଛଘରିଆ ପ୍ରମୁଖ ସ୍ଥାନରେ ଯାଞ୍ଚ କରିଥିଲେ। ଶ୍ୟାମସୁନ୍ଦରପୁରରେ ପ୍ରାୟ ଦୁଇମାସ ତଳେ ଯେଉଁ ସ୍ଥାନରେ ରାସ୍ତା ଭୁଷୁଡି ପଡିଥିଲା ସେ ସ୍ଥାନ ଯାଞ୍ଚ […]
କେନ୍ଦ୍ରାପଡ଼ା,୧୮ା୫:କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ାସ୍ଥିତ ଚଢେଇଗୁଁଆ ଯୁଗରୁପା ବିଦ୍ୟାଭବନର ପ୍ରଧାନ ଶିକ୍ଷକ ତଥା ମହାକାଳପଡ଼ା ବ୍ଲକ ନୋଡାଲ ପ୍ରଧାନଶିକ୍ଷକ ରଘୁନାଥ ଦାସ ଆଜି ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏହି ବିଦ୍ୟାଭବନର ରାତ୍ର ଜଗୁଆଳି କ୍ଷୀରୋଦ ଦାସଙ୍କ ବକେୟା ଦରମା ପ୍ରଦାନ କରିବା ପାଇଁ ଶ୍ରୀ ଦାସ ତାଙ୍କୁ ବାରମ୍ବାର ଦଉଡାଉଥିଲେ। ଶେଷରେ ୫ହଜାର ଟଙ୍କା ଲାଞ୍ଚ ଦେଲେ ବକେୟା ଦରମା ପ୍ରଦାନ କରିବେ […]
କେନ୍ଦ୍ରାପଡ଼ା,୧୭ା୫:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ କୁରୁଜଙ୍ଗା ପଞ୍ଚାତର ବଡମଙ୍ଗରାଜପୁର, କୁରୁଜଙ୍ଗା, ଆମ୍ବୁରା, ମହେଶପୁର ଓ ନୁଆଗାଁ ସମେତ କୁଶିଆପାଳ ଗ୍ରାମପଞ୍ଚାତରେ ବିଭିନ୍ନ ଗ୍ରାମରେ ଷଣ୍ଢ ଓ ମାଙ୍କଡମାନଙ୍କ ଉତ୍ପାତ ଦିନକୁ ଦିନ ଅଧିକ ହେଲାଣି। ଫଳରେ ବିଲରେ ମୁଗ, ବିରି, ନଳିତା ଓ ପନିପରିବା ଫସଲ ନଷ୍ଟ ହେଉଛି। ବାଡି ବଗିଚାରେ ଆମ୍ବ, ପଣସ, ଅମୃତଭଣ୍ଡା ଓ ପିଜୁଳି ପ୍ରଭୃତି ମଧ୍ୟ ନଷ୍ଟ ହେବାରେ ଲାଗିଛି। ଏଥିପାଇଁ ଚାଷୀ […]
ଶ୍ରୀବଳଦେବଜୀଉ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କେନ୍ଦ୍ରାପଡ଼ା,୧୭ା୫:ଶ୍ରୀବଳଦେବଜହୀଉଙ୍କ ମନ୍ଦିରରେ ରବିବାର ଜଣେ ଅଣହିନ୍ଦୁ ମହିଳାଙ୍କ ପ୍ରବେଶକୁ ନେଇ ଅମଣିଆ ଭୋଗ ପୋତା ଯାଇଛି। ଏହାସହ ଶ୍ରୀଜୀଉଙ୍କ ନୀତି ତିନି ଘଣ୍ଟା ବିଳମ୍ବ ହୋଇଛି। ଏହି ଅଣହିନ୍ଦୁ ମହିଳା ଜଣଙ୍କ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ହୋଇଥିବା ବେଳେ ଗୋଆର ଜଣେ ଅଣହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି ବୋଲି ଜଣାପଡିଛି। ମହିଳା ଜଣଙ୍କ ବେକରେ ମଙ୍ଗଳସୁତ୍ର ସହ ଏକ କ୍ରସ ଚିହ୍ନଥିବା ଲକେଟ […]
ଟିପିସିଓଡିଏଲର ଉଦାସୀନତା କେନ୍ଦ୍ରାପଡ଼ା,୧୭ା୫:କେନ୍ଦ୍ରାପଡା ପୌାରାଞ୍ଚଳ ଅନ୍ତର୍ଗତ ୨ନମ୍ବର ୱାର୍ଡର ବଡବାରଙ୍ଗ ସ୍ଥିତ ବିଦ୍ୟୁତ ଖୁଣ୍ଟରେ ମାତ୍ର ୩ଶହ ମିଟର ବ୍ୟବଧାନରେ ଉଦେଶ୍ୟମୂଳକ ଭାବରେ କେବୁଲ ଦିଆଯାଉନାହିଁ। ଏନେଇ ସେହି ଗ୍ରାମର ବରିଷ୍ଠ ନାଗରିକ ତଥା ଶିକ୍ଷାବୀତ ଗଣେଶ୍ୱର ମେକାପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଶ୍ରୀ ମେକାପଙ୍କ ଘର ପୂର୍ବରୁ ଥିବା ବିଦ୍ୟୁତ ଖୁଣ୍ଟ ଓ ପରେ ଥିବା ବିଦ୍ୟୁତ ଖୁଣ୍ଟରେ କେବୁଲ ଲଗାଯାଇଥିବା ବେଳେ ଜାଣିଶୁଣି ଉଦେଶ୍ୟମୂଳକ ଭାବରେ […]
ଅଜୟ ବିଶ୍ୱାଳ ସ୍ମୃତି ପରିଷଦ ତରଡିପାଳ ପଟ୍ଟାମୁଣ୍ଡାଇ,୧୬/୫-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ଜଣାଶୁଣା ମଣିଷ ପୂର୍ବତନ କଂଗ୍ରେସ ସଭାପତି ତଥା ତରଡିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଅଜୟ କୁମାର ବିଶ୍ୱାଳଙ୍କ ଆତ୍ମାର ସଦଗତି କାମନା ସହ ତରଡିପାଳ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାର ଯୁଗ୍ମ […]
ପଟ୍ଟାମୁଣ୍ଡାଇ ତା ୧୬/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଂଚାୟତ ଜାମୁକୁଣ୍ଡା ଗାଁ ରେ ନୂତନ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସର୍ବପ୍ରଥମେ ଅଙ୍କୁରାରୋପଣ କଳସ ଯାତ୍ରା, ଯଜ୍ଞ ଆରମ୍ଭ ସୂର୍ଯ୍ୟ ପୂଜା ଗୋ ପୂଜା ସହ ଯଜ୍ଞର ପୂର୍ଣ୍ଣାହୂତି ଦିଆଯାଇଥିଲା ।ଏଇ ଅବସରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଭାବରାସ୍ତାତ୍ମକ […]

