କେନ୍ଦ୍ରାପଡ଼ା,୭ା୭:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ବ୍ରହ୍ମତାଳଧ୍ୱଜ ରଥ ଚନ୍ଦନପୋଖରୀ ନିକଟରେ ଅଟକି ଥିବା ବେଳେ ସୋମବାର ମୁଖ୍ୟ ଦେଉଳ ନିକଟ ଦୋଳବେଦି ପାଖରେ ଲାଗିଛି। ।ମଙ୍ଗଳବାର ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ରଥାରୁଢ ଠାକୁରମାନଙ୍କ ଦର୍ଶନ କରିବା ପାଇଁ ସୋମବାର ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ରଥଦାଣ୍ଡରେ ହୋଇଥିଲା। ସୋମବାର ସକାଳୁ ଝିପି ଝିପି ମେଘ ଲାଗି ରହିଥିଲା। ଏହା ସତ୍ବେ […]

କେନ୍ଦ୍ରାପଡା ୬/୭- ଭିନ୍ନକ୍ଷମମାନଙ୍କ ଥେରାପି ସେବା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ’ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲା ପାରା କ୍ରୀଡା ସଙ୍ଘ ଗଠିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ପାରାକ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନକୁ ଧ୍ୟାନ ଦେବା ସହିତ ଏହା ଲୁକାୟିତ ଭାବେ ଥିବା ଯୋଗ୍ୟ ଭିନ୍ନକ୍ଷମ କ୍ରୀଡାବିତ୍ ମାନଙ୍କୁ ପ୍ରତିଭା ବିକାଶରେ ସହାୟତା ପାଇଁ ଉଦ୍ୟମ କରିବ । ଏହାର ମୁଖ୍ୟ ଉପଦେଷ୍ଟା ଭାବେ […]

କେନ୍ଦ୍ରାପଡା ୩/୭-ପଟ୍ଟାମୁଣ୍ଡାଇ ଅଂଚଳର ଜୀବନ୍ତ କିମ୍ବଦନ୍ତୀ ତଥା ଜୀବନରେଖା କୁହାଯାଉଥିବା ଅଂଚଳର ସର୍ବପୁରାତନ ପ୍ରଥମ କେନାଲ ପୋଲ ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବାରୁ ଯେ କୌଣସି ମୁହୂର୍ତ ରେ ଭୁଶୁଡିବାର ଆଶଙ୍କା ପ୍ରକାଶ ପାଇଛି । ଏହି ପୋଲକୁ ଛାଡି ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ପରିକଳ୍ପନା ଅସମ୍ଭବ । କାହିଁ କେଉଁ ସ୍ମରଣାତିତ କାଳରୁ ପ୍ରାୟତଃ ବ୍ରିଟିଶ ଅମଳରୁ ଏହି ପୋଲ ନିର୍ମାଣ କରାଯାଇଥିଲା । […]

କେନ୍ଦ୍ରାପଡ଼ା,୨୪ା୬ :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ମିଳିତ ଭାବରେ ଚଳିତମାସ ୨୦ତାରିଖରେ ଧର୍ମଘଟ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଅନିବାର୍ଯ୍ୟ କାରଣ ବସତଃ ଏହି ଧର୍ମଘଟକୁ ଆସନ୍ତା ଜୁଲାଇମାସ ୯ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଏକ ମିଳିତ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରମିକ, ଚାଷୀ ଓ ସାଧାରଣ ଜନତାଙ୍କ ବିଭିନ୍ନ ଦାବିକୁ ନେଇ ଏହି ଧର୍ମଘଟ କରାଯିବ। ଏନେଇ କେନ୍ଦ୍ରାପଡାର ଆଇ.ଏନ.ଟି.ୟୁ.ସି.ର […]

କେନ୍ଦ୍ରାପଡା ୨୦/୬- ବିଶ୍ୱ ସିକିଲ୍ ସେଲ୍ ଦିବସ ପାଳନ ଅବସରରେ ପୁନର୍ବାସ ପରିସରରେ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଭିନ୍ନକ୍ଷମତା ସମ୍ପର୍କିତ ଦ୍ୱିମାସିକ ଦ୍ୱିଭାଷିକ ପତ୍ରିକା ‘ପୁନର୍ବାସ ସମାଚାର’ର “ରକ୍ତ ଜନିତ ଭିନ୍ନକ୍ଷମତା’ ସମ୍ପର୍କିତ ସ୍ୱତନ୍ତ୍ର ସଂଖ୍ୟା ପାଠକାର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସକ୍ଷଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ବ୍ଲଡ ବ୍ୟାଙ୍କ୍ ର ନିର୍ବାହୀ ଅଧିକାରୀ ଡାକ୍ତର […]

କେନ୍ଦ୍ରାପଡ଼ା ୧୯/୬- କେନ୍ଦ୍ରାପଡା ଜିଲ୍ଲାର ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିକାଶ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟା ରେ ଜିଲ୍ଲାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗ ଦେବୀ କଳା ମନ୍ଦିର ତରଫରୁ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦେଶକ ସତ୍ୟ ପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ ଓଡିଶାର ଲୋକ ପ୍ରିୟ ଭଜନ […]

ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ପଟ୍ଟାମୁଣ୍ଡାଇ ୧୬/୬– କୃଷିଭିତିକ ପବିତ୍ର ରଜ ପର୍ବ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବର୍ଣ୍ଣବିଭାର ସମ୍ପାଦିକା ସରସ୍ୱତି ବେହେରାଙ୍କ ଉପସ୍ଥିତିରେ ସଭାପତି,ସାହିତ୍ୟ ଏକାଡେମିର ପୁରସ୍କାର ପ୍ରାପ୍ତକବି ପତାମ୍ବର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବେ ବିଶିଷ୍ଠ କବି ଗାନ୍ଧିବାଦୀ ଗବେଷକ ଶୈଳେଜ […]

ଭୁବନେଶ୍ୱର,୧୫/୬-କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ହଇଜା । ଢେଙ୍କାନାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପିଛି ହଇଜା । ଏଥିରେ ଲୋକଙ୍କ ପ୍ରାଣହାନୀ ବି ଘଟିଛି। ଡାଇରିଆକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ପରୋକ୍ଷରେ ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି। ଏହା ସହିତ ସେ ଡାଇରିଆ ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି। ନବୀନ ରବିବାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, […]

ଅହମ୍ମଦାବାଦ ୧୨ା୬-କେତେ ସ୍ୱପ୍ନ ନେଇ ପିଲା ପାଠ ପଢୁଥିଲେ। କ୍ଲାସ ସରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ହଷ୍ଟେଲ ଆସିଥିଲେ । କ୍ୟାଣ୍ଟିନରେ କିଏ ଖାଉଥିଲା ତ କିଏ ଖାଇବା ପାଇଁ ଲାଇନ ଲଗାଇଥିଲା । ଖାଇବା ପରେ ପୁଣି କିଏ କ୍ଲାସ ଯାଇଥାନ୍ତା ତ ପୁଣି କିଏ ପ୍ରାକ୍ଟିକାଲ କରିବାକୁ ଯାଇଥାନ୍ତା । ହେଲେ କିଏ ଜାଣିଥିଲା ଏଇ ଖାଇବା କାହା ପାଇଁ ଶେଷ ଖାଇବା ହେବ ବୋଲି […]

କେନ୍ଦ୍ରାପଡ଼ା, ୧୨/୬ – ଓଡିଶାରେ ଭାରତୀୟ ଜନତା ପାର୍ଟିର ପ୍ରଥମ କରି ହୋଇଥିବା ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନେତୃତ୍ୱରେ ପ୍ରଥମ ବର୍ଷ ପୂର୍ଣ୍ଣ ହୋଇଛି ଓ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୧୧ ବର୍ଷ ପୂରଣ କରିଛନ୍ତି । ଏହି ପରିପ୍ରେକ୍ଷିରେ ଗୁରୁବାର ଦିନ ପୂର୍ବାହ୍ନରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ […]

Breaking News