କେନ୍ଦ୍ରାପଡ଼ା,୧୩ା୧୦:କେନ୍ଦ୍ରାପଡ଼ା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମହା ଆଡମ୍ବରରେ ମେଲଣ ଉତ୍ସବ ଆରମ୍ଭ ହୋଇଛି। ମା’ ଲକ୍ଷ୍ମୀ ମଣ୍ଡପ ଛାଡି ମେଳଣ ପଡିଆ ଅଭିମୁଖେ ଯାତ୍ରା କରିଛନ୍ତି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ମେଢ ମେଳଣ ପଡିଆରେ ପହଞ୍ଚି ପାରି ନଥିବାରୁ ଭୋଗଲାଗି ହୋଇ ପାରି ନାହିଁ। ମଙ୍ଗଳବାର ମା’ ଲକ୍ଷ୍ମୀ ଗୋବରୀ ନଦୀରେ ବିସର୍ଜିତ ହେବେ। ଏ ନେଇ ପୈାରସଂସ୍ଥା ପକ୍ଷରୁ ଗୋବରୀ […]

ପଟ୍ଟାମୁଣ୍ଡାଇ ୧/୧୦କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚିତ୍ତ ବିନୋଦନ ଗୃହ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଡ଼ କେଳୁ ଚରଣ ସ୍ୱାଇଁ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ରମେଶ ଜେନା,  ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ପାବନୀ କୁମାର ରାଉତ,ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରାକ୍ତନ ସହକାରୀ ଶିକ୍ଷା ଧିକାରୀ […]

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ପଟ୍ଟାମୁଣ୍ଡାଇ ତା ୪/୧୦- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ ଗୃହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ପୌରହିତ୍ୟ କରି ବରିଷ୍ଠ ନାଗରିକମାନେ ସମାଜର ଅଭିଜ୍ଞତାର ସମ୍ବଳ। ସମାଜ ପାଇଁ ସେମାନଙ୍କ ଅଭିଜ୍ଞତାର ଦିଗଦର୍ଶନର […]

ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି ପଟ୍ଟାମୁଣ୍ଡାଇ ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଯାଇଛି । ଜଗତଜନନୀ ମା ଦୁର୍ଗା ଧରାପୃଷ୍ଠରୁ ମେଲାଣି ନେଉଛନ୍ତି । ଢୋଲ ବାଜା, ଘଂଟଘଂଟା, ଦୁଲଦୁଲି , ସିଙ୍ଘବାଜାରେ ପଟ୍ଟାମୁଣ୍ଡାଇ ସହର କମ୍ପୁଛି। ଗୋଟିଏ ପରେ ଗୋଟିଏ ମେଢ ଅସ୍ଥାୟୀ ପୋଖରୀ ମୁହାଁ ହେଉଛନ୍ତି । ପଟ୍ଟାମୁଣ୍ଡାଇ […]

ଆସିଛି ପାର୍ବଣର ଋତୁ। ଦୁଷ୍ଟ ଦଳନ ଆଉ ସନ୍ଥ ପାଳନ ପାଇଁ ଧରାବତରଣ କରିଛନ୍ତି ମା’ ଦୁର୍ଗା । ମା’ ଙ୍କୁ ଆଗମନକୁ ଅପେକ୍ଷା କରିଥିବା ଭକ୍ତଗଣ, କିଏ କେତେ ଭାବ ଓ ଭକ୍ତିରେ ପୂଜା କରିଥାନ୍ତି । ମାତ୍ର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳି ସାହିରେମା’ଙ୍କୁ କୁଆଁରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ । ଅସିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର […]

ଭକ୍ତର ଭକ୍ତିରେ ପଟାନ୍ତର ନାହିଁ । ମା’ଙ୍କ କରୁଣା ଟିକକ ପାଇବା ପାଇଁ ଭକ୍ତ କେତେ ନିଷ୍ଠା ଓ କାଷ୍ଠାରେ ଡାକିଥାଏ ମା’ଙ୍କୁ । ନିର୍ଜଳ ଉପବାସ ସାଙ୍ଗକୁ ଭକ୍ତିର ଅର୍ଘ୍ୟ ମା’ର ଚରଣ ତଳେ ଅଜାଡି ଦେଇ ନିଜକୁ ସମର୍ପଣ କରିଦିଏ । ଭକ୍ତର ନିର୍ବିକାର ଭକ୍ତିରେ ପ୍ରଶନ୍ନ ହୁଅନ୍ତି ମା’ । ସନ୍ତାନର ମନବାଞ୍ଛା ପୁରଣ କରିବାକୁ ଧରାଧାମକୁ ଓହ୍ଲେଇ ଆସି ଧରାବତରଣ କରିଛନ୍ତି ମହିଷାମର୍ଦ୍ଦିନୀ ମା’ […]

ପଟ୍ଟାମୁଣ୍ଡାଇ ୨୭.୯ – କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳ ଶାରଦୀୟ ଦୁର୍ଗାପୁଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ମହାଳୟା ଠାରୁ ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇ ଗତ ୨୨ତାରିଖ ଠାରୁ ପିଠରେ ନବରାତ୍ରୀ ଆରମ୍ଭ ହୋଇଯାଇଛି । ପୋଖରିଆପଡା ଗାୟତ୍ରୀ ମନ୍ଦିରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ମା ଜଗତଜନନୀ ଭକ୍ତଙ୍କୁ ଦର୍ଶନ […]

କେନ୍ଦ୍ରାପଡ଼ା,୨୬ା୯:ଓଡ଼ିଶାର ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ପକ୍ଷରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ୱାଇଁ (ନଙ୍ଗୁଳି ବାବା)ଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଆହ୍ୱାନ କରଯାଇଥିଲା। ଏହି ସଭାରେ ଓଡିଶାର କୋଣ ଅନୁକୋଣରୁ ଭକ୍ତମାନେ ଯୋଗ ଦେଇଥିଲେ। ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା କମିଟି ଚୟନ କରାଗଲା ତତ୍ ପରେ ଏକ ୯ […]

କେନ୍ଦ୍ରାପଡ଼ା,୨୨ା୯: ଆଜକୁ ୫ ଦିନ ହେଲା ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଳିକଙ୍କ ବିରୋଧରେ ସ୍ୱର ଉେଉାଳନ କରିଥିବା ମହିଳାମାନେ କେନ୍ଦ୍ରାପଡ଼ା ଏସ୍‌.ପି. ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସି ରହିଛନ୍ତି। କିନ୍ତୁ ଦୁଃଖର କଥା, ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜି ସେମାନଙ୍କ ଦାବି ପ୍ରତି କଣ୍ଣର୍ପାତ କରୁନାହିଁ ବୋଲି କେନ୍ଦ୍ରାପଡ଼ାର ବହୁ ବୁଦ୍ଧିଜୀବୀ କ୍ଷୋଭପ୍ରକାଶ କରି କହିଛନ୍ତି। ପୋଲିସ ଡିଜି, ୠହ ବିଭାଗ ସଚିବ, ମୁଖ୍ୟ ଶାସନସଚିବ ପ୍ରମୁଖ […]

କେନ୍ଦ୍ରାପଡ଼ା,୨୨ା୯: ପଦ୍ମ ଘୁଞ୍ଚି ଘଞ୍ଚି ଯାଉଛି। ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ନାହିଁ ନାହିଁର ଜିଲ୍ଲା କେନ୍ଦ୍ରାପଡା ସବୁଥିରୁ ବଞ୍ଚିତ। ଅର୍ଥନୈତିକ ବିକାଶର ୨୯ତମ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ। ଜିଲ୍ଲାର ଛାତି ଚିରି ୫୩ନମ୍ବର ଜାତୀୟ ରାଜପଥ ଏବଂ ରେଳପଥ ଯାଇଛି। କେନ୍ଦ୍ରାପଡାବାସୀ ଦେଶର ବିକାଶ ପାଇଁ ହଜାର ହଜାର ଏକର ଜମି ଦେଇଛନ୍ତି। ପାଇଛନ୍ତି କଣ ବୋଲି ଆଜି […]

Breaking News