ନାବାଳିକା ଦୁଷ୍କର୍ମ ମାମଲା, ୧୦ ଘଣ୍ଟା ମଧ୍ୟରେ ୨ ଗିରଫ

blank
କେନ୍ଦ୍ରାପଡ଼ା,୧୭ା୬: କେନ୍ଦ୍ରାପଡା ସଦର ଥାନା ଅଂଚଳରେ ଜଣେ ଝାଡୁ ବିକାଳୀ ନାବାଳିକାକୁ ଦୁଷ୍କର୍ମ ଘଟଣା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏସପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦେଶରେ ସଦର ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ନେତୃତ୍ୱରେ ପୋଲିସ ଦଳ ଚଢ଼ଉ କରି ଘଟଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତିା । ଗିରଫ ୨ଜଣ ଅଭିଯୁକ୍ତ ହେଲେ ଶୁଭମ କୁମାର ନାୟକ (୨୮) ଓ ବିନୋଦ ବିହାରୀ ମଳିକ(୩୨)। ସେମାନଙ୍କୁ ଥାନା କେଶ ନମ୍ବର ୩୭୩/୨୦୨୬ରେ ବିଏନଏସର ଧାରା ୭୦(୨), ୭୬,୧୧୫(୨), ୩୫୧(୩)ଓ ୬ ପୋକ୍ସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି।

Next Post

କଲଭଟ୍ଟ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

Wed Jun 17 , 2026
ପଟ୍ଟାମୁଣ୍ଡାଇ ୧୭/୬ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଦନପୁର ସିଂହପ୍ରହର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସିଂହପ୍ରହର ଗାଁର ଗ୍ରାମର ଅଭୟ ନାଥ (୪୫)ର ମୃତ ଦେହ ସଂସାରଫଳ ବଙ୍ଗାଳିପଡା କଲଭର୍ଟ ନିକଟରୁ ପୋଲିସ ଉଦ୍ଧାର କରିଛି । ଖବରପାଇ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଚିଥିଲେ । ମାତ୍ର ଅଭୟଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading