ପଟ୍ଟାମୁଣ୍ଡାଇ ୨୦/୯-କେନ୍ଦ୍ରାପଡା ଜଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶନିବାର ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ସକାଳୁ ପ୍ରବଳ ଖରା ଗରମ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଥିବା ବେଳେ ମଧ୍ୟାହ୍ନ ପ୍ରାୟ ୨ ଟା ସମୟରେ ଅଚାନକ ଘଡଘଡି ସାଙ୍ଗକୁ ବର୍ଷା ପ୍ରାୟ ୧ଘଣ୍ଟା ଧରି ଛେଛିଥିଲା। ବିଜୁଳି ପାଖାପାଖି ୫୦ରୁ ଅଧିକ ଘଡଘଡି ଶବ୍ଦରେ ଲୋକେ ଭୟଭୀତ ହୋଇଥିଲେ। ଏହାର ପ୍ରଭାବରେ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ଦୀର୍ଘ ସମୟ […]
TOP STORIES
କେନ୍ଦ୍ରାପଡ଼ା,୧୬ା୯:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ଅର୍ଥାତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋର ସହରରୁ ଦେଶ ବ୍ୟାପୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ସେପ୍ଟେ୍ଟମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ […]
ଗୋଟିଏ ସମୟ ଥିଲା ଯେତେବେଳେ ସାରା ବିଶ୍ୱରୁ ଲୋକମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଭାରତକୁ ଆସୁଥିଲେ। ସେଥିପାଇଁ ଏଠାକାର ବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟ କୁହାଯାଉଥିଲା। ଭାରତ ଶିକ୍ଷାର ଏତେ ଉଚ୍ଚତାରେ ପହଞ୍ଚିଥିଲା। ଆମେ ତିନି ହଜାର ବର୍ଷ ପୂର୍ବେ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହାର କିଛି ଅବଶେଷ ପାଇଥାଉ। ଉଦାହରଣ ସ୍ୱରୂପ, ତିନି-ଚାରି ହଜାର ବର୍ଷ ପୂର୍ବେ ତକ୍ଷଶୀଳାରେ ଏକ ବଡ଼ ବିଶ୍ୱବିଦ୍ୟାଳୟ ଥିଲା। ଦ୍ୱାଦଶ ଶତାବ୍ଦୀରେ ନାଳନ୍ଦା ଏବଂ […]
ସ୍ୱାଧିନତା ପରରୁ ଆଜି ପର୍ଯ୍ୟନ୍ତ ଚତୁର ଇଂରେଜ ମାନଙ୍କ ଦାସତ୍ୱ ଶିକୁଳିରୁ ଆମେ ମୁକ୍ତ ହୋଇ ପାରିନାହାଁନ୍ତି । ସେମାନେ ବିଗାଡି ଦେଇଥିବା ଭାରତୀୟ ଶିକ୍ଷା ପ୍ରଣାଳୀକୁ ଆମେ ସଜାଡିବାକୁ ଚାହୁଁ ନାହାଁନ୍ତି । ଆମେ ଆମ ମାତୃଭାଷା, ରଷ୍ଟ୍ରଭାଷା ଓ ସଂସ୍କୃତଭାଷାକୁ ଭୁଲି ଇଂରାଜି ଭାଷାକୁ ଗୁରୁତ୍ୱ ଦେଇଆସୁଛୁ । ଅଭିଭାବକ ମାନେ ନିଜନିଜର ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ କନଭେଟ ସ୍କୁଲ ଇଂରାଜି ପ୍ରତି ମନବଳାଉଛନ୍ତି । […]
କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ସୋମବାର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପୋଲିସିର ନିଷ୍କ୍ରିୟତା ଓ ପକ୍ଷପାତିତା, ଦୋଷୀମାନଙ୍କୁ ଘଣ୍ଟ ଘୋଡାଇବା, ମୃତ ବନିତାଙ୍କ ବିରୁଦ୍ଧରେ ପୋଲିସର ବୟାନ ବାଜି ଏବଂ ପୋଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ […]
ପଟ୍ଟାମୁଣ୍ଡାଇ ୭/୯- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ ଜୁଲାଇ ୭ରୁ ଆଜି ପର୍ଯ୍ୟନ୍ତ ୪ ଥର ବନ୍ୟା ଆସି ୧୪ ପଚାଂୟତ ସମେତ ପୌରାଂଚଳର ୧୧ ଓାଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବହୁ ଗ୍ରାମ ବହ୍ୟଜଗତରୁ ବିଛିନ୍ନ ଅଛି । କିଛି ମାସ ଭିତରେ ୪ ଥର ବନ୍ୟା ଆସିବା ଫଳରେ ହଜାର ହଜାର ହେକ୍ଟର ଚାଷଜମିରେ […]
ପଟ୍ଟାମୁଣ୍ଡାଇ ୪/୯ – ପଟ୍ଟାମୁଣ୍ଡାଇ ସହର ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି । ସାମାନ୍ୟ ଘଟଣାକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୋଇଛି । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଉଭୟ ପକ୍ଷର ୪ଜଣଙ୍କୁ କୋର୍ଟ ଚାଲାଣ କରାଇଛି । ଏହି ଘଟଣାକୁ ସାମ୍ପ୍ରଦାୟିକ ଗଣ୍ଡଗୋଳରେ ପରିଣତ କରିବା ପାଇଁ କେତେକ ଅସାମାଜିକ ତତ୍ୱ ଶଡଯନ୍ତ୍ର କରିବା ଘଟଣା ପୋଲିସ ନଜରକୁ […]
ପଟ୍ଟାମୁଣ୍ଡାଇ କଲେଜରେ ଏଚଆରସି ସଚେତନତା ସଭା ପଟ୍ଟାମୁଣ୍ଡାଇ ୧/୯-ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। ଓଡିଶାରେ ଆତ୍ମହତ୍ୟାର ସଂଖ୍ୟା ଜାତୀୟ ହାରଠାରୁ ଅଧିକ ହୋଇଥିବା ବେଳେ ସେଥିରେ ଛାତ୍ରୀଛାତ୍ର ମହଲରେ ଦେଖା ଦେଇଥିବା ଆତ୍ମହତ୍ୟା ପ୍ରବଣତା ଏକ ଚିନ୍ତାଜନକ ବିଷୟ । ଏଭଳି ହୀନ ମାନସିକତା ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ […]
କେନ୍ଦ୍ରାପଡା ୭/୮ – ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମର ଛାତ୍ରୀ ପି ଡି ସଂଗୀତା ନିଆଁରେ ପୋଡି ମୃତଙ୍କ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ବିଜେଡିର ଶତାଧିକ କର୍ମିର୍ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା […]
Kendrapara odisha pattamundai ୨୯/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ପାଳପାଟଣା ଗ୍ରାମର ଜଣେ (61 years old man died after washed away in flood water)ବ୍ୟକ୍ତି ବ୍ରାହ୍ମଣୀ ନଦୀ ବନ୍ୟା ଜଳରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଉପରିସ୍ଥ ଗ୍ରାମର ଦିନବନ୍ଧୁ ଧଳ (୬୧) ବୋଲି ଜଣାପଡିଛି। ବନ୍ୟା ସ୍ରୋତରେ ଭାସି ଯାଉଥିବା ବାଇକ ଚାଳକ […]

