କେନ୍ଦ୍ରାପଡ଼ା,୮ା୪:ସମଗ୍ର ରାଜ୍ୟରେ କଂଗ୍ରେସକୁ ସୁଦୃଢ ଓ ମଜବୁତ କରାଯାଉଛି। ଓଡ଼ିଶାରେ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦିନକୁ ଦିନ ସଂଗଠିତ ହେବାରେ ଲାଗିଛି। କେନ୍ଦ୍ରାପଡ଼ାରେ ମଧ୍ୟ କଂଗ୍ରେସର ଲୋକପ୍ରିୟତା ଢେର ଅଧିକ ରହିଛି ବୋଲି କଂଗ୍ରେସ ନେତା ତଥା ବାରବାଟୀ- କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡ଼ା ମଙ୍ଗଳବାର କେନ୍ଦ୍ରାପଡା ଗୌରୀଶଙ୍କର ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ […]

କେନ୍ଦ୍ରାପଡା ୭/୪:-କେନ୍ଦ୍ରାପଡା ବ୍ଲକର ବାରୋ ପଞ୍ଚାୟତର ଇଟିପୁର ଗ୍ରାମର ମୁଗବିଲଠାରେ ଜନଶକ୍ତିପାର୍ଟି ପକ୍ଷରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଜନଶକ୍ତିପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜିବୀ ପ୍ରଦୀପ ଦାସ ନେତୃତ୍ୱ ନେଇ ଅପ୍ରେଲମାସର ପହିଲା ତାରିଖରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପାଖରୁ ଏକ ଶୋଭାଯାତ୍ରା ସାରା ରାଜ୍ୟ ପରିକ୍ରମାକରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଏହାବ୍ୟତୀତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ […]

ପଟ୍ଟାମୁଣ୍ଡାଇ ୭ା୪: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ  ଅନ୍ତର୍ଗତ ବେଲତଳ ଠାରେ ୭୮ତମ ମା’ଅନ୍ନପୂର୍ଣ୍ଣା ଦେବୀଙ୍କ ପୂଜା ଉତ୍ସବ ଗ୍ରାମବାସୀ ମାନଙ୍କ ସହେଯାଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶୁକ୍ରବାର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ ବେଦଜ୍ଞପଣ୍ଡିତ ମାନଙ୍କ ଦ୍ୱାର ଦେବୀଙ୍କ ମହାସପ୍ତମୀ ବିହିତ ପୂଜାରମ୍ଭ, ଗୁରୁପୂଜା, ସୂର୍ଯ୍ୟପୂଜା, […]

କେନ୍ଦ୍ରାପଡ଼ା,୭ା୪: କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର-ପାରାଚକ ଠାରେ ୭୨ତମ ବାର୍ଷିକ ମା’ବାସନ୍ତୀକ ଦୂର୍ଗାଦେବୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗୁରୁବାର ଦେବୀଙ୍କ ଷଷ୍ଠାଦି କଳ୍ପାରମ୍ଭ, ବିଲ୍ୱାଧିବାସ,ବୋଧନ, ଦେବୀ ଆମନ୍ତ୍ରଣ ଓ ଘୃତାହୂତି କରାଯାଇଥିବା ବେଳେ ଶୁକ୍ରବାର ଷ୍ଟୋତ୍ତର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ […]

କେନ୍ଦ୍ରାପଡ଼ା,୭ା୪: କେନ୍ଦ୍ରାପଡା ଜିଲ୍ଲାର ଜଣେ ଆଗଧାଡିର ସମାଜସେବୀ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ୭୮ତମ ଜନ୍ମଦିବସକୁ ଜିଲ୍ଲା ପ୍ରତିଭାପୂଜା ସଂସଦ ପକ୍ଷରୁ ସ୍ଥାନୀୟ ଗରାପୁରସ୍ଥିତ ରେସୱା ଅନୁଷ୍ଠାନରେ ପାଲିତ ହୋଇଯାଇଛି। ପ୍ରଥମେ ଅନ୍ତେବାସୀମାନେ ଡ. ଦାସଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ […]

ପଟ୍ଟାମଣ୍ଡାଇ ୭/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବାରର ନବନିର୍ବାଚିତ କର୍ମକର୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଶନିବାର କୋଟ ବାର ହଲରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ପଟ୍ଟାମୁଣ୍ଡାଇ ଓକିଲ ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ଆଇନଜୀବୀ ଭିମସେନ ପ୍ରଧାନ ନବନିର୍ବାଚିତ ସଭାପତି ସୂର୍ଯ୍ୟରଞ୍ଜନ ରାଉଳ, ସଂପାଦକ ରବୀନ୍ଦ୍ର […]

ପଟ୍ଟାମୁଣ୍ଡାଇ ୭/୪ -ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ଗତ ରବିବାର ଶ୍ରୀରାମ ନବମୀ ଅବସରରେ ଉଦଯାପିତ ହୋଇଯାଇଛି । ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତସଙ୍ଗ ମହିମା ଓ ଶିବ ବିବାହ, […]

ପଟ୍ଟାମୁଣ୍ଡାଇ ୭/୪ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଧୋୟାଞ୍ଚଳର ଅଣ୍ଢରା ଓ ଅମୃତମଣୋହି ସମେତ ଆଖ ପାଖ ଅଂଚଳର ହଜାର ହଜାର ଚାଷୀମାନେ ଗୁଡ଼ିଆ ଜୋର ସେତୁ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବୀ କରିଆସୁଥିଲେ । ଗୁଡ଼ିଆ ଜୋର ସେତୁ ନିର୍ମାଣ ହେଲେ ଧୋୟାଂଚଳର ଶହ ଶହ ଏକର ଜମିରେ ଚାଷ କାର୍ଯ୍ୟ ହେବା ସହିତ ଅଣ୍ଢରା, ଅମୃତମଣୋହି ପଂଚାୟତର ହଜାର […]

ପଟ୍ଟାମୁଣ୍ଡାଇ ୭/୪- ରାଜ୍ୟ ସରକାର ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ଓ ୮୦% ଭିନ୍ନକ୍ଷମ ମାନଙ୍କ ପାଇଁ ମାସିକ ୩୫୦୦ଟଙ୍କା ଭତା ଘୋଷଣା କରିଛନ୍ତି ।ସରକାରଙ୍କ ନିର୍ଦେଶ ଅନୁଯାୟୀ ହିତାଧିକାରୀ ଚୟନ କରାଯାଇଛି । ମାତ୍ର ପଟ୍ଟାମୁଣ୍ଡାଇ ପୌର ପରିଷଦର ୧ନଂ ୱାର୍ଡରେ ଏଥିରେ ଗୁରୁତର ତ୍ରୁଟି ଦେଖାଦେଇଛି । ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଇଛି । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବୃଦ୍ଧ ବୃଦ୍ଧା ଏହି ବର୍ଦ୍ଧିତ ଭତା […]

ପଟ୍ଟାମୁଣ୍ଡାଇ ୬/୪-ରାଷ୍ଟ୍ର ସେବା ପାଇଁ ସମର୍ପିତ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ଭାଜପା କର୍ଯ୍ୟଳୟ ଠାରେ ଯୁବନେତା ଶଶିକାନ୍ତ ସ୍ୱାଇଁ ଓ ପୂର୍ବତନ ନଗର ସଭାପତି ରାହାଶ ବାହାରୀ ଦାଶଙ୍କ ସଭାପତିତ୍ୱରେ ଦଳୀୟ କାର୍ମକର୍ତାଙ୍କ ଉପସ୍ଥିତିରେ ରବିବାର ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ […]

Breaking News

error:Content is protected !!