ପଟ୍ଟାମୁଣ୍ଡାଇ ୧/୯ -ଗତ କିଛି ଦିନର ବନ୍ୟା ଦାଉରୁ ଆଶ୍ୱସ୍ତି ମିଳିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ବନ୍ୟା ପ୍ରପିଡିତଙ୍କ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଥିଲା। ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବଛିିନ୍ନ ହୋଇହିଥିବା ବେଳେ ପେଣ୍ଠପାଳ ପଂଚାୟତର କେତେକ ଗ୍ରାମରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିରହିଛି । ହେଲେ ଅନ୍ୟ ଧୋୟାଂଚଳରେ ବନ୍ୟା ଜଳ ହ୍ରାସ ପାଇବା ସହ ଲୋକଙ୍କ ଯାତାୟାତ ଓ ଚଳପ୍ରଚଳ ପୂର୍ବପରି […]

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ବଡ଼ ଭାଷଣ ପଟ୍ଟାମୁଣ୍ଡାଇ 1/9- ଗୋଟିଏ ପଟେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌରପରିଷଦ ପକ୍ଷରୁ ସହରର ବିକାଶ, ସ୍ୱଚ୍ଛତା ଓ ଜନସେବାକୁ ନେଇ ବଡ଼ ବଡ଼ ଭାଷଣର ସୁଅ ଛୁଟୁଛି ।ମାତ୍ର ଅନ୍ୟପଟେ ରାତି ହେଉ ହେଉ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି ନର୍କଯନ୍ତ୍ରଣା। ପ୍ରଶାସନର ଦାୟିତ୍ୱହୀନତା ଓ କିଛି ଅସାଧୁ ଲୋକଙ୍କ ନିର୍ଦ୍ଦୟ କାର୍ଯ୍ୟକଳାପ ଯୋଗୁଁ ଆଜି ପଟ୍ଟାମୁଣ୍ଡାଇ ପୌରାଂଚଳର ସ୍ୱାସ୍ଥ୍ୟସେବା ଓ […]

ପଟ୍ଟାମୁଣ୍ଡାଇ ୩୧/୮ -ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଡ. ଅଞ୍ଜଳି ଦାଶଙ୍କ ଅବସର ଗ୍ରହଣ ଉପଲକ୍ଷେ କଲେଜ ପକ୍ଷରୁ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରାଧ୍ୟାପକ ଡ. ରମେଶ ସାହୁ ପୌରୋହିତ୍ୟ କରିଥିବା ବେଳେ ଅଧ୍ୟାପକ ରଞ୍ଜନ ବେହୁରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଡ. ଗୌର ପ୍ରସାଦ ଷଡଙ୍ଗୀ ଯୋଗଦେଇ ଡ. […]

ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୮ ତମ ସ୍ୱାୟତ ଶାସନ ଦିବସ ପାଳିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ପଟ୍ଟାମୁଣ୍ଡାଇ୩୧/୮-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଆନୁକୂଲ୍ୟରେ ୩୮ ତମ ସ୍ୱାୟତ ଶାସନ ଦିବସ ସୋମବାର ଦିନ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୌର ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବାହ୍ନ ଓ ଅପରାହ୍ନ ଦୁଇଟି ପୃଥକ ଅଧିବେଶନରେ ବିଭିନ୍ନ ଜନକଲ୍ୟାଣକାରୀ ଓ […]

କେନ୍ଦ୍ରାପଡ଼ା,୩୦ା୮:ଚଳିତ ବର୍ଷ ବ୍ରାହ୍ମଣୀ ସିଷ୍ଟମରେ ଲଗାତର ବନ୍ୟା କାରଣରୁ ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ପ୍ରଭୃତି ଚାରିଟି ବ୍ଲକ ଅଞ୍ଚଳର ୫୧ଟି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ ଗୋଟି ୱାର୍ଡର ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି। ମାସାଧିକ କାଳ ଧରି ଲୋକେ ସର୍ପ, କୁମ୍ଭୀର ଓ ବାରାହା ଆତଙ୍କରେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ସରକାରୀ ଅବହେଳା ଓ ପ୍ରଶାସନିକ ସ୍ଥାଣୁତା ଲୋକଙ୍କ ଏହି ଦୁଃଖକୁ ବହୁ […]

୨୦୨୬-୨୭ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କେନ୍ଦ୍ରାପଡ଼ା,୩୦ା୮:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ ପ୍ରକୋଷ୍ଠର ପ୍ରଥମ ତ୍ରୈମାସିକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାବିଦ୍ୟାଳୟର ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହିତ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୈଠକର ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଆଇ.କ୍ୟୁ.ଏ.ସି.ର ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିସହିତ […]

କେନ୍ଦ୍ରାପଡ଼ା,୩୦ା୮:କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଖେଳକୁଦ ଅନୁଷ୍ଠାନ ବଗଡା ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୧୦ଟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କ ଭିତରେ ଏକ କ୍ୟାରାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ତୁଣପୁର ହାଇସ୍କୁଲର ସତ୍ୟମ ଓ ରମାକାନ୍ତଙ୍କ ଯୋଡି ଚମ୍ପିଆନ ହୋଇଥିବା ବେଳେ ବଗଡା ହାଇସ୍କୁଲର ମାନସ ଓ ନିର୍ମାଲ୍ୟ ରନର୍ସଅପ ହୋଇଥିଲେ। ମେରା ଯୁବଭାରତ ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନାଙ୍କ ଦ୍ୱାରା […]

ପଟ୍ଟାମୁଣ୍ଡାଇ ୨୯/୮-ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଆଇନଗତ ଅଧିକାର ବିଷୟରେ ଜାଗ୍ରତ କରିବା ଏବଂ କ୍ୟାମ୍ପସରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପଟ୍ଟାମୁଣ୍ଡାଇ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଏକ ବିଶେଷ ସଚେତନତା ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକମାନେ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ […]

  ଚିନ୍ତାରେ ପ୍ରବାସୀଙ୍କ ପରିବାର ପଟ୍ଟାମୁଣ୍ଡାଇ୨୯/୮ – ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କର ବନ୍ୟା, ପାହାଡ଼ ଧସିବା ଓ ବ୍ୟାପକ ବିପର୍ଯ୍ୟୟ ଯୋଗୁଁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଶତାଧିକ ପ୍ରବାସୀ ଶ୍ରମିକ ସେଠାରେ ଫସି ରହିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ସେମାନଙ୍କର ସୁରକ୍ଷାକୁ ନେଇ ଏଠାକାର ଗାଁ ଗଣ୍ଡାରେ ଥିବା ପରିବାର ଲୋକେ ଗଭୀର ଚିନ୍ତା ଓ ଦୁର୍ଭାବନା ମଧ୍ୟରେ ଦିନ କାଟୁଛନ୍ତି। ଏତେବଡ଼ ସଙ୍କଟସଜନକ ପରିସ୍ଥିତି […]

ପଟ୍ଟାମୁଣ୍ଡାଇ ତା ୨୯/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟା ରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଏହି ପୌରାଞ୍ଚଳର ୩ନଂ ଓ ୪ନଂ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି ।  ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  ବନ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗି ଥିବାରୁ […]

Breaking News