କେନ୍ଦ୍ରାପଡା,୨୪ା୫: ସରକାରୀ ଅବହେଳାର ଶିକାର ହୋଇଥିବା ଅକ୍ଷମ ତଥା ଅସହାୟ ୮୧ବର୍ଷ ବୟସ୍କ ବୃଦ୍ଧ ଶ୍ରୀଧର ସାହୁଙ୍କୁ ଆଜି ତାଙ୍କ କୋରୋ ବାସଭବନରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଭେଟି ତାଙ୍କ ଦୁଃସ୍ଥିତି ପ୍ରତି ସମ୍ବେଦନଶୀଳ ହୋଇ ଅସହାୟତାର ହାତ ବଢାଇଛନ୍ତି । ପିନ୍ଧାବସ୍ତ୍ର ତଥା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅତ୍ୟନ୍ତ ଅମାନବୀୟ ପରିବେଶରେ ଶ୍ରୀ ସାହୁଙ୍କୁ ଦେଖି ବିଧାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ସଂପ୍ରତି […]
HOME
ବାଇପାସ ରାସ୍ତା ପାଇଁ ଚାଲିଛି ବେଧଡ଼କ୍ କେନାଲ ଶଯ୍ୟା ଖୋଳା ବିପଦରେ ବ୍ରିଟିଶ ଅମଳର କେନାଲ ପଟ୍ଟାମୁଣ୍ଡାଇ ୨୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଓ ଗୋବରି ସମ୍ପ୍ରସାରିତ କେନାଲ ଏବେ ସ୍ଥିତି ହରାଇ ସଙ୍କୁଚିତ ହୋଇଚାଲିଛି । କେନାଲ ଶଯ୍ୟାକୁ ମାଟିମାଫିଆ ଖିନ୍ଭିନ୍ କରି ଲୁଟି ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ ବିକାଶ ନାମରେ ଠିକାସଂସ୍ଥା କେନାଲକୁ ପୋତି ପ୍ରକଳ୍ପ ତିଆରି କରୁଛି। ଫଳରେ ଏବେ ଚାଷଜମୀ ପାଇଁ ଜଳଯୋଗାଣକୁ ଅସମର୍ଥ […]
ପଟ୍ଟାମୁଣ୍ଡାଇ ୨୩/୫ – ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ଏବଂ ଆତଙ୍କବାଦ ବିରୋଧରେ ଦେଶର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତ ୧୩ ତାରିଖ ଠାରୁ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୦ ଦିନ ବ୍ୟାପି ତ୍ରିରଙ୍ଗା ଯାତ୍ରା ପ୍ରଦର୍ଶନ କରିବାକୁ ଘୋଷଣା କରାଯାଇଥିଲା । ଏହିପରିପେକ୍ôଷିରେ ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଠାରେ ତ୍ରିରଙ୍ଗା […]
କେନ୍ଦ୍ରାପଡ଼ା,୨୨ା୫: କେନ୍ଦ୍ରାପଡା ଗରାପୁର ବଉଳବିହାର ନିକଟ ଯୁବ ସମାଜସେବୀ ଦାମୋଦର ପାଣିଙ୍କ ପୁତ୍ର ରମେଶ ପାଣି(୪୮)ଙ୍କ ହୃଦ୍ଘାତରେ ବୁଧବାରଦିନ ଦେହାନ୍ତ ହୋଇଯାଇଛି । ଗତ ଦୁଇ ଦିନ ହେବ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ଭୂବନେଶ୍ୱର ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର ବହୁ ଚେଷ୍ଟା କରି ମଧ୍ୟ ବୁଧବାର ଦିନ ଶେଷତ୍ୟାଗ କରିଥିଲେ । ରମେଶ କେନ୍ଦ୍ରାପଡାରେ ରହି […]
କେନ୍ଦ୍ରାପଡା,୨୨ା୫: ଆସନ୍ତା ମେ’ ମାସ ୨୫ ତାରିଖରେ ଭଜନ ସମ୍ରାଟଙ୍କ ୯୭ତମ ଜୟନ୍ତୀରେ ଏକ ପ୍ରତିମୂର୍ତ୍ତି ତାଙ୍କ ନିଜ ପଞ୍ଚାୟତ ଗାଙ୍ଗପଡାର ଗୋଗୁଆ ଛକଠାରେ ପ୍ରତିଷ୍ଠା କରାଯିବାକୁ କେନ୍ଦ୍ରାପଡା ଭଜନ ସମ୍ରାଟ ସ୍ମୃତି ପରିଷଦ ତରଫରୁ ନିଷ୍ପତ୍ତି ନିଆଯାଇଛି । ଗୋଗୁଆ ଜଳସେଚନ ବିଭାଗ ଡାକବଙ୍ଗଳାର ପ୍ରବେଶ ପଥର ବାମ ପାଶ୍ୱର୍ରେ ଗଣକବି ଗୋପାଳ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିଷ୍ଠା କରାଯିବ । ପ୍ରକାଶ ଥାଉକି ଜଗନ୍ନାଥଙ୍କ ପରମଭକ୍ତ ଘରେ […]
କେନ୍ଦ୍ରାପଡା,୨୨ା୫: କେନ୍ଦ୍ରାପଡା ଠାକୁରହାଟର ଶ୍ରୀ ଶ୍ରୀ ଲଙ୍କେଶ୍ୱର ରାମାୟଣ କମିଟି ତା’ର ଦ୍ୱିତୀୟ ବର୍ଷରେ ପଦାର୍ପଣ କରି ଚାରିରାତ୍ରି ରାମାୟଣ ଠାକୁରହାଟ ପଡିଆରେ ପରିବେଷଣ କରିଥିଲା । ଏଥିରେ ରାମ ବନବାସ, ସୀତାଚୋରୀ, ରାବଣ ବଧ, ଲବକୁଶଜନ୍ମ ଓ ବୈକୁଣ୍ଠ ଦର୍ଶନ ପ୍ରଭୃତି ନାଟକ ମଞ୍ଚସ୍ଥ କରାଯାଇଥିଲା । ନାଟ୍ୟ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହଙ୍କ ନିର୍ଦ୍ଦେଶନାରେ କଳାକାରମାନେ ନିଖୁଣ ଅଭିନୟ କରିଥିଲେ । ଏହିକୁ ଦେଖିବା ପାଇଁ ଆଖପାଖ […]
ପଟ୍ଟାମୁଣ୍ଡଇ ୨୨/୫ -କାଶ୍ମୀର ପହେଲଗାମ ଆକ୍ରମଣର କଡା ଜବାବ ଦେବା ପାଇଁ ଭାରତ ସରକାରଙ୍କ ଅପରେସନ ସିନ୍ଦୁର ଅପୂର୍ବ ସଫଳତା ହାସଲ କରି ପାକିସ୍ତାନ ମାଟିରେ ଆତଙ୍କବାଦ ଉପରେ ଭାରତର ବିଜୟ ହୋଇଛି । ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ରାଷ୍ଟ୍ରୀୟ ନାଗରିକ ମଂଚ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ […]
ପଟ୍ଟାମୁଣ୍ଡାଇ ୨୨/୫- ପଟ୍ଟାମୁଣ୍ଡାଇ କୋର୍ଟର ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓକିଲ ସଂଘ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳଙ୍କ ପୌରହିତ୍ୟ ଓ ପୂର୍ବତନ ସଭାପତି ତପନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ବିଦାୟ କାଳୀନ ସଭାରେ ଜେଏମଏଫସି ଡି.କେ ବାଳକ୍ରିଷ୍ଣନ, ଓକିଲ ସଂଘ ଉପସଭାପତି ସୁରେଶ ନରେନ୍ଦ୍ର, ସମ୍ପାଦକ ରବୀନ୍ଦ୍ର […]
ପଟ୍ଟାମୁଣ୍ଡାଇ ୨୨/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମ ନିକଟରେ ଗୁରୁବାର ମଧ୍ୟାହ୍ନ ୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଯୁବକ ନୂଆ ପଗଛରେ ପିଟି ହେଲା ବାଇକ, ଦୁଇ ମୃତଲସର ବାଇକରେ ମାଳିବସା-ବାବର ପୂର୍ତ ରାସ୍ତା ଦେଇ ବାବର ଅଭିମୁଖେ ଯାଇଥିବା ବେଳେ ମଟରସାଇକଲଟି ନିୟନ୍ତ୍ରଣ ହରାଇ ସୁଜୁନପୁର ଗାଁ ମୁଣ୍ଡ ଏକ ଆକାସି ଗଛରେ ପିଟି ହୋଇଛି । […]
ପଟ୍ଟାମୁଣ୍ଡାଇ ୨୨/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମ ନିକଟରେ ଗୁରୁବାର ମଧ୍ୟାହ୍ନ ୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଯୁବକ ନୂଆ ପଲସର ବାଇକରେ ମାଳିବସା-ବାବର ପୂର୍ତ ରାସ୍ତା ଦେଇ ବାବର ଅଭିମୁଖେ ଯାଇଥିବା ବେଳେ ମଟରସାଇକଲଟି ନିୟନ୍ତ୍ରଣ ହରାଇ ସୁଜୁନପୁର ଗାଁ ମୁଣ୍ଡ ଏକ ଆକାସି ଗଛରେ ପିଟି ହୋଇଛି । ଫଳରେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ […]

