କେନ୍ଦ୍ରାପଡ଼ା,୧୫ା୬:କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ବାର୍ଷିକ ସାଧାରଣ ବୈଠକ ରବିବାର ପୂର୍ବାହ୍ନରେ ମହାବିଦ୍ୟାଳୟର ଗାନ୍ଧୀଭବନରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ତଥା ପୁରାତନ ଛାତ୍ର ଗଣେଶ୍ୱର ବେହେରା ମୁଖ୍ୟଅତିଥି, ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ ମୁଖ୍ୟବକ୍ତା ଓ ପୈାରାଧ୍ୟକ୍ଷା ତଥା ପୁରାତନ ଛାତ୍ରୀ ସରିତା ସାହୁ ସମ୍ମାନୀତ ଅତିଥି […]
ପଟ୍ଟାମୁଣ୍ଡାଇ ୧୫/୬ – ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେକର)ର ରଙ୍ଗାରଙ୍ଗ୍ ସାଂସ୍କୃତିକ ବିଚିତ୍ରା “ରଜମଉଜ” ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ରଜ ସଂକ୍ରାନ୍ତି ରବିବାର ଦିନ ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନସିପୁର-ବଡ଼ମୂଳବସନ୍ତ ସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନରେ ପରିବେଷିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ “ରଜମଉଜ”କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥ୍ ଭାବେ ଗୁରୁଶ୍ରୀ ସମୀରଞ୍ଜନ […]
ଡେରାବିଶ, ୧୫ ।୦୬ (ବେବର୍ତା ଅଜୟ ଦାସ) – ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ଝାଡାବାନ୍ତି ସଂକ୍ରମଣ ଦିନକୁ ଦିନ ତାହାର ପଡୋଶୀ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଏହାକୁ ନିଚ୍ଚନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିଲେ ସୁଦ୍ଧା ଏହି ସଂକ୍ରମଣ ଅନେକ ଜିବନ ନେଇ ସାରିଲାଣି। ଏହି ଏହି ଝାଡାବାନ୍ତି ସଂକ୍ରମଣ ଏବେ କେନ୍ଦ୍ରାପଡା ଜିଲ୍ଲାରେ ତାହାର ଉପସ୍ଥିତି ଜାହିର […]
ପଟ୍ଟାମୁଣ୍ଡାଇ ତା ୧୩/୬- ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ବିଧାୟକ ଶ୍ରୀସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ,ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଶାସନ ସଂଗ୍ରାମ ବାରିକ,ବାଛରା ସରପଞ୍ଚ ପ୍ରତିନିଧି […]
କେନ୍ଦ୍ରାପଡ଼ା,୧୩ା୬: ପୁନର୍ବାସ ଥେରାପି କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ “ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ” ସହାୟତାରେ ଭିନ୍ନକ୍ଷମ ଶିଶୁଙ୍କ ପ୍ରୋଷ୍ଟେଟିକ୍ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ପହିଲାରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ୧୦ ଜଣ ଶିଶୁଙ୍କ ପ୍ରୋଷ୍ଟେଟିକ୍ ମାପ ନିର୍ଦ୍ଧାରଣ କରାଯାଇଥିଲା। ସେହି ଅନୁଯାୟୀ ଗୁରୁବାର ପୁନର୍ବାସ ଥେରାପି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟର ପ୍ରସ୍ତୁତ ପ୍ରୋଷ୍ଟେଟିକ୍ ଉପକରଣ […]
କେନ୍ଦ୍ରାପଡ଼ା, ୧୩ା୬: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାର ରାମନଗର ଠାରେ ଜିଲ୍ଲା ମହୋତ୍ସବ ପାଳନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଏବଂ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ସମଗ୍ର ରାଜ୍ୟରେ ୧୭ଟି ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରାଯାଇ କାର୍ଯ୍ୟକାରୀ ହେବାପାଇଁ ଯାଉଛି। ଉପକୂଳବର୍ତ୍ତୀ ଜିଲ୍ଲାରେ କେବଳ […]
ଅହମ୍ମଦାବାଦ ୧୨ା୬-କେତେ ସ୍ୱପ୍ନ ନେଇ ପିଲା ପାଠ ପଢୁଥିଲେ। କ୍ଲାସ ସରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ହଷ୍ଟେଲ ଆସିଥିଲେ । କ୍ୟାଣ୍ଟିନରେ କିଏ ଖାଉଥିଲା ତ କିଏ ଖାଇବା ପାଇଁ ଲାଇନ ଲଗାଇଥିଲା । ଖାଇବା ପରେ ପୁଣି କିଏ କ୍ଲାସ ଯାଇଥାନ୍ତା ତ ପୁଣି କିଏ ପ୍ରାକ୍ଟିକାଲ କରିବାକୁ ଯାଇଥାନ୍ତା । ହେଲେ କିଏ ଜାଣିଥିଲା ଏଇ ଖାଇବା କାହା ପାଇଁ ଶେଷ ଖାଇବା ହେବ ବୋଲି […]
୨୪୨ ଜଣ ଯାତ୍ରୀ ଜିଅନ୍ତା ଜଳିଗଲେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନ ପାଇଲଟ୍ କରିଥିଲେ ମେ ଡେ’ କଲ ଅହମ୍ମଦାବାଦ, ୧୨ା୬- ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଅପରାହ୍ନରେ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କର ମୃତ୍ୟୁ ହୋଇଥବା ଘୋଷଣା କରାଯାଇଛି। ଉଡ଼ାଣର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, କମିଶନର ଜିଏସ […]
କେନ୍ଦ୍ରାପଡା୧୨/୬- ପ୍ରଦେଶ ଛାତ୍ର କଂଗ୍ରେସ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର ସଭାପତି ଦିବ୍ୟରଞ୍ଜନ ରାଉତଙ୍କ ନେତୃତ୍ୱରେ ଛାତ୍ର ଓ ଛାତ୍ରୀ ମାନଙ୍କର ଗମନା ଗମନନରେ ୫୦ ଭାଗ ରିହାତି ପ୍ରଦାନ କରିବା ଓ ବେସରକାରୀ ଜାନରେ ମଧ୍ୟ ୫୦ ଭାଗ ରିହାତି ପ୍ରଦାନ ଦାବିରେ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକର୍ମରେ ଜିଲ୍ଲା […]
ପଟ୍ଟାମୁଣ୍ଡାଇ ୧୨/୬ -ରାଜ୍ୟ ବିଜେପି ସରକାରଙ୍କ ୧ବର୍ଷ ପୂର୍ତି ଉପଲକ୍ଷେ ସାରା ରାଜ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ସରକାରଙ୍କ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନଟା ସୃଷ୍ଟି ପାଇଁ ବିକାଶ ରଥ ପରିକ୍ରମା ଆରମ୍ଭ ହୋଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶ ରଥ ଉଦଘାଟିତ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଅଶୋକ […]

