ଗୋଟିଏ ସମୟ ଥିଲା ଯେତେବେଳେ ସାରା ବିଶ୍ୱରୁ ଲୋକମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଭାରତକୁ ଆସୁଥିଲେ। ସେଥିପାଇଁ ଏଠାକାର ବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟ କୁହାଯାଉଥିଲା। ଭାରତ ଶିକ୍ଷାର ଏତେ ଉଚ୍ଚତାରେ ପହଞ୍ଚିଥିଲା। ଆମେ ତିନି ହଜାର ବର୍ଷ ପୂର୍ବେ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହାର କିଛି ଅବଶେଷ ପାଇଥାଉ। ଉଦାହରଣ ସ୍ୱରୂପ, ତିନି-ଚାରି ହଜାର ବର୍ଷ ପୂର୍ବେ ତକ୍ଷଶୀଳାରେ ଏକ ବଡ଼ ବିଶ୍ୱବିଦ୍ୟାଳୟ ଥିଲା। ଦ୍ୱାଦଶ ଶତାବ୍ଦୀରେ ନାଳନ୍ଦା ଏବଂ […]
ସ୍ୱାଧିନତା ପରରୁ ଆଜି ପର୍ଯ୍ୟନ୍ତ ଚତୁର ଇଂରେଜ ମାନଙ୍କ ଦାସତ୍ୱ ଶିକୁଳିରୁ ଆମେ ମୁକ୍ତ ହୋଇ ପାରିନାହାଁନ୍ତି । ସେମାନେ ବିଗାଡି ଦେଇଥିବା ଭାରତୀୟ ଶିକ୍ଷା ପ୍ରଣାଳୀକୁ ଆମେ ସଜାଡିବାକୁ ଚାହୁଁ ନାହାଁନ୍ତି । ଆମେ ଆମ ମାତୃଭାଷା, ରଷ୍ଟ୍ରଭାଷା ଓ ସଂସ୍କୃତଭାଷାକୁ ଭୁଲି ଇଂରାଜି ଭାଷାକୁ ଗୁରୁତ୍ୱ ଦେଇଆସୁଛୁ । ଅଭିଭାବକ ମାନେ ନିଜନିଜର ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ କନଭେଟ ସ୍କୁଲ ଇଂରାଜି ପ୍ରତି ମନବଳାଉଛନ୍ତି । […]
ପଟ୍ଟାମୁଣ୍ଡାଇ ୧୫/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବୃତମାନେ ସୁନା ଚେନ ଚିଣ୍ଡାଇ ନେଇ ଚମ୍ପଟ ମାରିଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ-କଦଳୀବଣ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦୀପିକା ଲେଙ୍କା […]
କେନ୍ଦ୍ରାପଡ଼ା,୧୫ା୯:ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଡେରାବିଶ ତହସିଲ ଅଧିନ ଛୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ “ଆମ ଗାଁରେ ତହସିଲ କାର୍ଯ୍ୟାଳୟ’ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ଭାସ୍କର ଚନ୍ଦ୍ର ବେହେରା ଉଦଘାଟନ କରି ଗ୍ରାମାଞ୍ଚଳ ଜନସାଧାରଣଙ୍କ ବହୁବିଧ ସମସ୍ୟା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ବିବିଧ ଓ […]
କେନ୍ଦ୍ରାପଡ଼ା,୧୫ା୯: ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ସୋମବାର ସନ୍ଧ୍ୟା ୮ ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଫେରିଲା ପରେ ଜିଲ୍ଲାପାଳ ରଘୁରାମ ଆର. ଆୟର ନିଜେ ଉପସ୍ଥିତ ରହି କଚେରୀ ନିକଟସ୍ଥ ଭାସ୍କର ଟକିଜ ଛକରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ […]
କେନ୍ଦ୍ରାପଡ଼ା,୧୪ା୯:ବିନା ରାଷ୍ଟ୍ରଭାଷାରେ ରାଷ୍ଟ୍ର ମୂକ ଅଟେ। ରାଷ୍ଟ୍ରର ସ୍ପନ୍ଦନ, ରାଷ୍ଟ୍ରର ଆତ୍ମାର ଅଭିବ୍ୟକ୍ତି ତା’ର ରାଷ୍ଟ୍ରଭାଷାରେ ନିହିତ ଥାଏ। ୧୯୪୯ମସିହାରୁ ସାମ୍ବିଧାନିକ ମର୍ଯ୍ୟାଦା ପାଇ ସାରିଥିଲେ ମଧ୍ୟ ଦେଶର ସବୁଠାରୁ ଅଧିକ ସଂଖ୍ୟକ ଜନସାଧାରଣ ହିନ୍ଦୀ ବୁଝିବା, କହିବା ଓ ଲେଖିବା ସତ୍ତ୍ୱେ ଆଜି ମଧ୍ୟ ରାଷ୍ଟ୍ରଭାଷାକୁ ଅନ୍ୟଭାଷା ସହ ସଙ୍ଘର୍ଷ କରିବାକୁ ପଡୁଛି। ହିନ୍ଦୀର ପ୍ରଚାରକ ଓ ପ୍ରସାରକ ଭାବରେ ଶ୍ରେଣୀଗୃହରେ ନିଜର ଅଧ୍ୟାପନା ଜାରି ରଖିଥିବା ଶିକ୍ଷକ, […]
କେନ୍ଦ୍ରାପଡ଼ା,୧୪ା୯:ଓଡିଶା ରାଜ୍ୟ ସମବାୟ ୟୁନିଅନ ଆନୁକୁଲ୍ୟରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କର୍ମଶାଳା ବ୍ୟାଙ୍କର ମୁଖ୍ୟ ଶାଖା ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ସମବାୟର ଆଦ୍ୟ ପ୍ରବର୍ତ୍ତକ ଉତ୍କଳ ଗୈାରବ ମଧୁବାବୁ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାର […]
କେନ୍ଦ୍ରାପଡ଼ା,୧୪ା୯: ଆସନ୍ତା ୧୭ ସେପ୍ଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଏଡ଼ିଏମଓ଼ […]
କେନ୍ଦ୍ରାପଡ଼ା,୧୩ା୯:ମିଳିତ ମଞ୍ଚ ଏନପିଏସ ମାଧ୍ୟମିକ ଶିକ୍ଷକ ସଙ୍ଘ,କେନ୍ଦ୍ରାପଡା ସଂଗଠନ କେନ୍ଦ୍ରାପଡା ଜିଲ୍ଲାର ମାଧ୍ୟମିକ ସରକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ୪ଦଫା ଦାବି ପୁରଣ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର.ଆୟାର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ, ଦିପ୍ତୀ ନାୟକ ଓ ଶୁଭସ୍ମିତା ତ୍ରିପାଠୀଙ୍କୁ ଜିଲ୍ଲା ମିଳିତ ମଞ୍ଚ ଏନପିଏସ […]
କେନ୍ଦ୍ରାପଡ଼ା,୧୩ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ସରକାର ଯେତିକି ବିଳମ୍ବ କରିଚାଲିଛନ୍ତି ସରକାରଙ୍କ ବିରୋଧରେ ଅସନ୍ତୋଷ ସେତିକି ତୀବ୍ର ହେବାରେ ଲାଗିଛି। ଆର୍ôଥକ ଦୃଷ୍ଟିରୁ ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା କେନ୍ଦ୍ରାପଡ଼ାର ଏହି ସ୍ଥିତିରେ ପରିବର୍ତ୍ତନ ପାଇଁ ଗତ ପାଞ୍ଚ ବର୍ଷ ଧରି ଏଥିଲାଗି ଲଗାତର ଦାବି କରି ଆସୁଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ଏବେ ପୁଣି ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ସରକାର ସମୟରେ ବ୍ଲକ […]

