ହରିହରାନନ୍ଦ ବାଳାଶ୍ରମର ୨୧ତମ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ୨୩/୧୨- ପଟ୍ଟାମୁଣ୍ଡାଇ ନିକଟସ୍ଥ ଅରୁଆ ହରିହରାନନ୍ଦ ବାଳାଶ୍ରମର ୨୧ତମ ବାର୍ଷିକ ଉତ୍ସବ (ସ୍ପନ୍ଦନ) ଅନୁଷ୍ଠିତ ହୋଇଯାଇଛି । ବାଳାଶ୍ରମ ପ୍ରତିଷ୍ଠାତା ମହାନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ଉପସ୍ଥିତି ଉତ୍ସବର ଗାରିମା ବୃଦ୍ଧି କରିଥିବା ବେଳେ ବାଳାଶ୍ରମ ଅଧ୍ୟକ୍ଷ ଡ଼ ମଳୟ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସିଏମଡି ଓଡ଼ିଶା ରାଜ୍ୟ ପୋଲିସ, ଗୃହ ଏବଂ ଆଧୁନିକୀକରଣ […]
ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ପଟ୍ଟାମୁଣ୍ଡାଇ ୨୩/୧୨ – ଭାରତର ପ୍ରଖ୍ୟାତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ଜାତୀୟ ଗଣିତ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ବିଦ୍ୟାମନ୍ଦିରର ସହପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ଅୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚୀ ନନ୍ଦନ ଦାସ […]
କେନ୍ଦ୍ରାପଡ଼ା,୨୨ା୧୨: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାକୁ ଦୁର୍ବଳ କରି କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଏବଂ ଗ୍ରାମୀଣ ବାସିନ୍ଦାଙ୍କ ନିଯୁକ୍ତିର ଆଇନଗତ ଅଧିକାରକୁ ଉଚ୍ଛେଦ କରିବାର କଥିତ ଷଡ଼ଯନ୍ତ୍ରର ପ୍ରତିବାଦରେ କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲିରେ ବାହାରି କର୍ମୀମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ […]
ପଟ୍ଟାମୁଣ୍ଡାଇ ତା ୨୨/୧୨-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ଦ୍ୱାଦଶ ବାର୍ଷିକ ଜ୍ଞାନ ବିଜ୍ଞାନ ଓ କଣ୍ଢେଇ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ମେଳାକୁ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ଉଦଘାଟନ କରିଥିଲେ। ଆଡ଼ଭୋକେଟ ତପନ କୁମାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ […]
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ମହାସମାରୋହରେ ପାଳିତ ପଟ୍ଟାମୁଣ୍ଡାଇ ୨୨/୧୨ – ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ ଜାତୀୟ ଗଣିତ ଦିବସ ୨୦୨୫ ଓ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କର ୧୩୮ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ […]
ପଟ୍ଟାମୁଣ୍ଡାଇ କଲେଜ ୫୫ତମ ବାର୍ଷିକ କ୍ରୀଡା ଉଦଯାପିତ ପଟ୍ଟାମୁଣ୍ଡାଇ ୨୦/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି।ଏହି କ୍ରୀଡା ମହୋତ୍ସବ ତିନି ଦିନ ଧରି ଚାଲିଥିବା ବେଳେ ୧୦୦,୨୦୦,୪୦୦ ଓ ୮୦୦ ମିଟର ଦୌଡ ପ୍ରତିଯୋଗିତା ସହ ,ଲମ୍ବଡିଆଁ, ସଟପୁଟ,ଡିସକସ ଥ୍ରୋ, ଡାଭେଲିନ ଥ୍ରୋ, ଲଙ୍ଗଜଂପ, ହାଇଜଂପ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସମସ୍ତ କୃତୀ […]
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡା ମହୋତ୍ସବ ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିିତ ହୋଇଯାଇଛି।ଏହି କ୍ରୀଡା ମହୋତ୍ସବ ୧୮,୧୯ ଏବଂ ୨୦ ତାରିଖ ତିନି ଦିନ ଧରି ଚାଲିବାର ବ୍ୟାବସ୍ଥା କରାଯାଇଛି। ଏହି ବାର୍ଷିକ କ୍ରୀଡା ଉତ୍ସବରେ ୧୦୦,୨୦୦,୪୦୦ ଓ ୮୦୦ ମିଟର ଦୌଡ ପ୍ରତିଯୋଗିତା ସହ ,ଲମ୍ବଡିଆଁ, ସଟପୁଟ,ଡିସକସ ଥ୍ରୋ, ଡାଭେଲିନ ଥ୍ରୋ, ଲଙ୍ଗଜଂପ, ହାଇଜଂପ ଭଲି କ୍ରୀଡା […]
ପଟ୍ଟାମୁଣ୍ଡାଇ ୧୮/୧୨ -ପଟ୍ଟାମୁଣ୍ଡାଇ ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ସ୍ଥାନୀୟ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ପ୍ରାଙ୍ଗଣରେ ୩ଦିନ ବ୍ୟାପି ଆରମ୍ଭ ହୋଇଥିବା ଗୀତା ଜ୍ଞାନ ଯଜ୍ଞ ଗୁରୁବାର ଉଦଯାପିତ ହୋଇଯାଇଛି । ଏଥିରେ ଆନ୍ତଃଜ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜି ଯୋଗ ଦେଇ ଗୀତାର ଜ୍ଞାନ କର୍ମ ସନ୍ୟାସ ଯୋଗ ଉପରେ ତାତ୍ୱିକ ଆଲୋଚନା କରିବା ସହିତ ସମବେତ ଭକ୍ତ ମାନଙ୍କୁ ଆଶ୍ରୀ ବଚନ ପ୍ରଦାନ କରିଥିଲେ । […]
ପଟ୍ଟାମୁଣ୍ଡାଇ ୧୬/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ମଙ୍ଗଳବାର ଏସଟି କେସ ନଂ ୧୩୨/୨୦୨୩(୨୮୧/୨୦୨୫)ର ଶୁଣାଣି କରାଯାଇ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଓ ୩୨୪ରେ ଦୋଷୀ ସାବ୍ୟସ୍ତ କରାଯାଇ ଅଭିଯୁକ୍ତଙ୍କୁୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏହାସହ ଦଫା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ୨ […]
केंन्द्रापड़ा, 15:12: केंद्रपाड़ा के सांसद बैजयंत पन्डा ने केंद्रपाड़ा नियंत्रित बाजार समिति कार्यालय परिसर में 500 मीट्रिक टन की क्षमता वाले कोल्ड स्टोरेज का उद्घाटन किया। उद्घाटन समारोह में केंद्रपाड़ा के विधायक गणेश्वर बेहरा, जिला परिषद अध्यक्ष लिलिता दास,सरिता साहू, जिला कलेक्टर रघुराम आर अय्यर, किसान नेता विचित्र कुमार प्रधान, […]

