ହରାଭାରତ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୩୧ ୟୁନିଟ ରକ୍ତ ସଂଗ୍ରହ

blank
ପଟ୍ଟାମୁଣ୍ଡାଇ ତା ୩୧/୩- ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବାଲିପାଟଣା ଠାରେ ‘ହରାଭାରତ’ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବାଲିପାଟଣା ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ବିଦୁଲତା ମଲ୍ଲିକ ଓ ହରା ଭାରତ ସଭାପତି ମନୋଜ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ। ଏଥିରେ ପ୍ରମୋଦ କୁମାର ଜେନା, ହିମାଂଶୁଭୂଷଣ ଜେନା, ଚିତ୍ତରଞ୍ଜନ ବେହେରା, ସୌମେନ୍ଦ୍ର ନାୟକ, ରାଜଦୀପ ମଲ୍ଲିକ, ଶୁଭ୍ରଜିତ୍ ମଳିକ, ଶୁଭ୍ରଜିତ୍ ଜେନା, ପବିତ୍ର ଜେନା, ଅଭିଶେକ୍ ଜେନା, ସନାତନ ତରାଇ ଶି ବ ପ୍ର ସ । ଦ ବେହୁରା, ବର୍ଷା ରାଣୀ ବେହୁରା,ବିନିତା ଜେନା, ସୁଶ୍ରୀ ସଂଗୀତା ଜେନା, ମଧୁସ୍ମିତା ତରାଇ, ପ୍ରିୟଙ୍କା ଜେନା, ସୁଚିତ୍ରା ଜେନା, ଶୁଭସ୍ମିତା ମହାନ୍ତି, ଦେବ ସ୍ମିତା ମହାନ୍ତି, ସୁମିତ୍ରା ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହ କରିଥିଲେ ।କଟକ ରେଡକ୍ରସ ପକ୍ଷରୁ ରକ୍ତଦାନ ଶିବିରରେ ରକ୍ତ ସଂଗ୍ରହ ବ୍ୟବସ୍ଥା କରାଯାଇଥିଲା ।  ଏହି ରକ୍ତଦାନ ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Next Post

ଭାଜପା କର୍ମକର୍ତାଙ୍କ ପକ୍ଷରୁ ଇଦ ଶୁଭେଛା

Mon Mar 31 , 2025
ପଟ୍ଟାମୁଣ୍ଡାଇ ୩୧/୩ – ପୂରା ଦେଶରେ ସୋମବାର ପବିତ୍ର ଇଦ୍‌-ଉଜ-ଜୁହା ପାଳନ କରାଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତିରେ ପବିତ୍ର ଇଦ ପାଳନ ହୋଇଛି । ଏନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଭାଇଚାରାର ପର୍ବ ବେଶ ଧୁମ ଧାମରେ ପାଳନ କରୁଥିବା ବେଳେ ସମୂହ ନମାଜ ପାଠ କରିଛନ୍ତି। ନମାଜ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇ ଇଦ ଉତ୍ସବ ପାଳନ କରିଛନ୍ତି। ମାସ ସାରା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading