କେନ୍ଦ୍ରାପଡ଼ା,୨୫ା୫: ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡିକ ଆମ ଜୀବନ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକ ପାଳନ କରାଯାଏ । ଓଡିଶାରେ ପାଳନ କରାଯାଉଥିବା ପର୍ବ ଗୁଡିକ ମଧ୍ୟରୁ ଏକ କୃଷିଭିତ୍ତିକ ମହାନ୍ ପର୍ବ ଅଟେ ରଜ ଯାହା ଝିଅ, ବୋହୂମାନଙ୍କର ଏକ ପ୍ରଧାନ ପର୍ବ ଅଟେ । ପ୍ରତିବର୍ଷ ଭଳି ଚଳିତ ବର୍ଷ କିପରି ଶାନ୍ତିଶୃଙ୍ଖଳା ସହିତ ଏହି […]
ଜଳୁନି ଷ୍ଟ୍ରିଟ୍ ଲାଇଟ୍ ବଢ଼ୁଛି ଅସନ୍ତୋଷ,ଚୋରି ହୋଇଗଲାଣି ଲାଇଟ ପଟ୍ଟାମୁଣ୍ଡାଇ ୨୦/୫ – ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଉଥିବା ବେଳେ ଅନେକ ଚୋରି ହୋଇଯାଇଛି। ଏଭଳି ଘଟଣା ପଟ୍ଟାମୁଣ୍ଡାଇ ବ୍ଲକର ଅନେକ ପଂଚାୟତରେ ଦେଖିବାକୁ ମିଳିଛି। ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍ ଲାଇଟ। ଗାଁରେ ବିଦ୍ୟୁତୀକରଣ ପାଇଁ ସରକାରଙ୍କ ପକ୍ଷରୁ ବିପୁଳ […]
ପଟ୍ଟାମୁଣଇ ୨୨/୫ -ଓଡିଶାକୁ ପୁଣି ଫେରିଲା କରୋନା। ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ୨୫୭ କୋଭିଡ୍ ଭୁତାଣୁ ଚିହ୍ନଟ ହେଉଥିବା ବେଳେ ମୁମ୍ବାଇରେ ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହି ଭାରିଆଂଟକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯିବାକୁ କୁହାଯାଇଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ […]
ପଟ୍ଟାମୁଣ୍ଡାଇ ତା ୨୪/୫- ପଟ୍ଟାମୁଣ୍ଡାଇ ଅଂଚଳର ଲୋକପ୍ରିୟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ାକ୍ତର ଗୋଲକ ବିହାରୀ ସ୍ୱାଇଁଙ୍କ ଧର୍ମପତ୍ନୀ ତଥା ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ଅନ୍ୟତମ ପ୍ରତିଷ୍ଠାତ୍ରୀ ମୟୀୟସୀ ଚିତ୍ରରେଖା ସ୍ୱାଇଁଙ୍କ ଏକାଦଶାହ ଅବସରରେ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଇଂ ଦେବବ୍ରତ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଘସିପୁରା ବିଧାୟକ ପୂର୍ବତନମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, […]
କେନ୍ଦ୍ରାପଡା,୨୪ା୫: ସରକାରୀ ଅବହେଳାର ଶିକାର ହୋଇଥିବା ଅକ୍ଷମ ତଥା ଅସହାୟ ୮୧ବର୍ଷ ବୟସ୍କ ବୃଦ୍ଧ ଶ୍ରୀଧର ସାହୁଙ୍କୁ ଆଜି ତାଙ୍କ କୋରୋ ବାସଭବନରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଭେଟି ତାଙ୍କ ଦୁଃସ୍ଥିତି ପ୍ରତି ସମ୍ବେଦନଶୀଳ ହୋଇ ଅସହାୟତାର ହାତ ବଢାଇଛନ୍ତି । ପିନ୍ଧାବସ୍ତ୍ର ତଥା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅତ୍ୟନ୍ତ ଅମାନବୀୟ ପରିବେଶରେ ଶ୍ରୀ ସାହୁଙ୍କୁ ଦେଖି ବିଧାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ସଂପ୍ରତି […]
ବାଇପାସ ରାସ୍ତା ପାଇଁ ଚାଲିଛି ବେଧଡ଼କ୍ କେନାଲ ଶଯ୍ୟା ଖୋଳା ବିପଦରେ ବ୍ରିଟିଶ ଅମଳର କେନାଲ ପଟ୍ଟାମୁଣ୍ଡାଇ ୨୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଓ ଗୋବରି ସମ୍ପ୍ରସାରିତ କେନାଲ ଏବେ ସ୍ଥିତି ହରାଇ ସଙ୍କୁଚିତ ହୋଇଚାଲିଛି । କେନାଲ ଶଯ୍ୟାକୁ ମାଟିମାଫିଆ ଖିନ୍ଭିନ୍ କରି ଲୁଟି ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ ବିକାଶ ନାମରେ ଠିକାସଂସ୍ଥା କେନାଲକୁ ପୋତି ପ୍ରକଳ୍ପ ତିଆରି କରୁଛି। ଫଳରେ ଏବେ ଚାଷଜମୀ ପାଇଁ ଜଳଯୋଗାଣକୁ ଅସମର୍ଥ […]
ପଟ୍ଟାମୁଣ୍ଡାଇ ୨୩/୫ – ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ଏବଂ ଆତଙ୍କବାଦ ବିରୋଧରେ ଦେଶର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତ ୧୩ ତାରିଖ ଠାରୁ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୦ ଦିନ ବ୍ୟାପି ତ୍ରିରଙ୍ଗା ଯାତ୍ରା ପ୍ରଦର୍ଶନ କରିବାକୁ ଘୋଷଣା କରାଯାଇଥିଲା । ଏହିପରିପେକ୍ôଷିରେ ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଠାରେ ତ୍ରିରଙ୍ଗା […]
କେନ୍ଦ୍ରାପଡ଼ା,୨୨ା୫: କେନ୍ଦ୍ରାପଡା ଗରାପୁର ବଉଳବିହାର ନିକଟ ଯୁବ ସମାଜସେବୀ ଦାମୋଦର ପାଣିଙ୍କ ପୁତ୍ର ରମେଶ ପାଣି(୪୮)ଙ୍କ ହୃଦ୍ଘାତରେ ବୁଧବାରଦିନ ଦେହାନ୍ତ ହୋଇଯାଇଛି । ଗତ ଦୁଇ ଦିନ ହେବ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ଭୂବନେଶ୍ୱର ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର ବହୁ ଚେଷ୍ଟା କରି ମଧ୍ୟ ବୁଧବାର ଦିନ ଶେଷତ୍ୟାଗ କରିଥିଲେ । ରମେଶ କେନ୍ଦ୍ରାପଡାରେ ରହି […]
କେନ୍ଦ୍ରାପଡା,୨୨ା୫: ଆସନ୍ତା ମେ’ ମାସ ୨୫ ତାରିଖରେ ଭଜନ ସମ୍ରାଟଙ୍କ ୯୭ତମ ଜୟନ୍ତୀରେ ଏକ ପ୍ରତିମୂର୍ତ୍ତି ତାଙ୍କ ନିଜ ପଞ୍ଚାୟତ ଗାଙ୍ଗପଡାର ଗୋଗୁଆ ଛକଠାରେ ପ୍ରତିଷ୍ଠା କରାଯିବାକୁ କେନ୍ଦ୍ରାପଡା ଭଜନ ସମ୍ରାଟ ସ୍ମୃତି ପରିଷଦ ତରଫରୁ ନିଷ୍ପତ୍ତି ନିଆଯାଇଛି । ଗୋଗୁଆ ଜଳସେଚନ ବିଭାଗ ଡାକବଙ୍ଗଳାର ପ୍ରବେଶ ପଥର ବାମ ପାଶ୍ୱର୍ରେ ଗଣକବି ଗୋପାଳ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିଷ୍ଠା କରାଯିବ । ପ୍ରକାଶ ଥାଉକି ଜଗନ୍ନାଥଙ୍କ ପରମଭକ୍ତ ଘରେ […]
କେନ୍ଦ୍ରାପଡା,୨୨ା୫: କେନ୍ଦ୍ରାପଡା ଠାକୁରହାଟର ଶ୍ରୀ ଶ୍ରୀ ଲଙ୍କେଶ୍ୱର ରାମାୟଣ କମିଟି ତା’ର ଦ୍ୱିତୀୟ ବର୍ଷରେ ପଦାର୍ପଣ କରି ଚାରିରାତ୍ରି ରାମାୟଣ ଠାକୁରହାଟ ପଡିଆରେ ପରିବେଷଣ କରିଥିଲା । ଏଥିରେ ରାମ ବନବାସ, ସୀତାଚୋରୀ, ରାବଣ ବଧ, ଲବକୁଶଜନ୍ମ ଓ ବୈକୁଣ୍ଠ ଦର୍ଶନ ପ୍ରଭୃତି ନାଟକ ମଞ୍ଚସ୍ଥ କରାଯାଇଥିଲା । ନାଟ୍ୟ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହଙ୍କ ନିର୍ଦ୍ଦେଶନାରେ କଳାକାରମାନେ ନିଖୁଣ ଅଭିନୟ କରିଥିଲେ । ଏହିକୁ ଦେଖିବା ପାଇଁ ଆଖପାଖ […]