ପଟ୍ଟାମୁଣ୍ଡାଇ ତା ୧୪/୫ – ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ହାଇସ୍କୁଲ ୧୯୮୧ ମସିହା ମେଟ୍ରିକ ବ୍ୟାଚର ବନ୍ଧୁମାନେ ଏକତ୍ରିତ ହୋଇଥିଲେ ।   ବୁଧବାର ସ୍ଥାନୀୟ ମା ଛୂଆଳିଆ ପୀଠରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ  ଅନୁଷ୍ଠିତ କରିଥିଲେ । ସେବେକର ସାଙ୍ଗମାନେ ଏକାଠୀ ହୋଇ ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ସୁଖ-ଦୁଃଖ ବାଂଟିବା ପାଇଁ ଏହି ଭାବପୂର୍ଣ୍ଣ ମୂହୃର୍ତ ଆୟୋଜନ କରାଇଥିଲେ […]

ପଟ୍ଟାମୁଣ୍ଡାଇ ବିଜେଡିର ନାରୀ ଅଧିକାର ଅଭିଯାନ ସମାବେଶ ପଟ୍ଟାମୁଣ୍ଡାଇ.୬/୫ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅରଡପଲ୍ଲୀ ଯଜ୍ଞ ପଡିଆ ଠାରେ ଭାଜପା ସରକାରର ମହିଳା ବିରୋଧୀ ନୀତି ବିରୁଦ୍ଧରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ବିଜେଡି ମହିଳା ନେତ୍ରୀଙ୍କ ସମେତ ବିଧାୟକ ଓ ନେତାମାନେ ଯୋଗ ଦେଇ ଭାଜପା ସରକାର ସୀମା ପୁନଃ ନିର୍ଦ୍ଧାରଣ ନାମରେ ଭାଜପା ମହିଳା ସଂରକ୍ଷଣ […]

ପଟ୍ଟାମୁଣ୍ଡାଇ ୩୦/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲି ଗ୍ରାମରେ କିଛିଦିନ ହେଲା ମାଙ୍କଡଙ୍କ ଉପଦ୍ରବରେ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି । ଗ୍ରାମରେ କିଛି ମାଙ୍କଡ ଦଳବଧ ହୋଇ ଯାତାୟତ କରୁଥିବା ଲୋକଙ୍କୁ କାମୁଡି ଗୁରୁତର କରୁଛନ୍ତି । ଦୁଇ ସପ୍ତାହ ଭିତରେ ସାତ ଜଣଙ୍କୁ କାମୁଡ଼ି ଘାଇଲା କଲେଣି। ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ସର୍ବେଶ୍ୱର ନାୟକୁ […]

କେନ୍ଦ୍ରାପଡ଼ା,୧୫ା୪: ଗୁଜୁରାଟରକୁ ଦାଦନ ଖଟିବାକୁ ଯାଇଥିବା କେନ୍ଦ୍ରାପଡା ସଦର ଥାନା ପୁରୁଷୋତ୍ତମପୁର ପଂଚାୟତର ସନ୍ନ୍ୟାସପୁର ଗାଁର ଜଣେ ୪୨ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ତ୍ରିଲେଖ ବେହେରା(୪୨)।  ସେ ସୁରଟର ଏକ ଲୁଗା କାରଖାନାରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜୀବନ ଚାଲିଯାଇଛିି। ଏହି ଖବର ପାଇବା ପରେ  ସ୍ତ୍ରୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। କାନ୍ଦ ବୋବାଳିରେ ଘର ଫାଟିପଡୁଥିବା ବେଳେ ଗାଁରେ […]

ଖଡିଅଂଟା ହାଇସ୍କୁଲରେ ଗୁରୁ ପୂଜନ ଓ ବନ୍ଧୁମିଳନ ପଟାମୁଣ୍ଡାଇ ୧୨/୪-ମିଳି ଯାଇ ପାରେ ରାଜ୍ୟ ସିଂହାସନ ଆଉ ଫେରି ପାଇବନି ଛାତ୍ର ଜୀବନ। ଏଭଳି ଉକ୍ତି ଦେଇ  ଖଡିଅଂଟା ହାଇସ୍କୁଲର୧୯ ବର୍ଷ ପୂର୍ବର ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରମାନେ ନିଜ ବିଦ୍ୟାଳୟରେ ଏକାଠି ହୋଇ ଗୁରୁପୂଜନ ଉତ୍ସବ ପାଳନ ଅବସରରେ ପ୍ରକାଶ କରିଛନ୍ତି । ଏହି ଛାତ୍ରୀଛାତ୍ର ମାନେ ବିଦ୍ୟାଳୟରେ ପାଦ ଦେଉ ଦେଉ ଆଖିର ଅମାନିଆ ଲୁହକୁ ଆଉ ଅଟକାଇ […]

କେନ୍ଦ୍ରାପଡ଼ା,୧୨ା୪:ମାଇଁ ଏନ.ସି.ସି. ଆଲୁମନି ଆସୋସିଏସନର ଦଶମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏକ ସାର୍ବଜନୀନ ସେବାମୂଳକ “ଜଳଛତ୍ର” କାର୍ଯ୍ୟକ୍ରମ ଗରିମାମୟ ଓ ସୁସଂଗଠିତ ଭାବେ ଆୟୋଜିତ ହୋଇଯାଇଛି। ଏହି ଗରିମାମୟ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ରର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗଦେଇ […]

ବୈଠକ ଓ ଭାଷଣ ବାଜୀରେ ଚାଲିଛି ପୌରପାଳିକା  ମୌଳିକ ସୁବିଧାରୁ ବଂଚିତ ପଟ୍ଟାମୁଣ୍ଡାଇ ପୌରାଂଚଳବସୀ   ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା,ଭିତିିଭୂମି ବିକାଶ ଓ ଜନସ୍ୱାସ୍ଥ୍ୟ ନେଇ ବିଭିନ୍ନ ସମୟରେ ବୈଠକ ହେଉଛି । ବୈଠକରେ ଜନକଲ୍ୟାଣ ଯୋଜନା ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଲମ୍ବା ଲମ୍ବା ଭାଷଣ ଦିଆଯାଉଛି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରଶାରଣ ହେଉଛି […]

କେନ୍ଦ୍ରାପଡ଼ା,୯ା୪:ଓଡ଼ିଆ ପକ୍ଷର ନବମ ଦିନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଠକୀୟ ଅଭ୍ୟାସ ବୃଦ୍ଧି ପାଇଁ ପୁସ୍ତକ ମେଳା ଓ ପୁସ୍ତକ କ୍ରୟ ଅଭିଯାନ “ଆସ ବହିଟିଏ କିଣିବା” ଆୟୋଜିତ ହୋଇଥିଲା।ଜିଲ୍ଲାପାଳ ରଘୁରାମ ଆର.ଆୟର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯାନକୁ ସମର୍ଥନ କରିଥିଲେ ଏବଂ ସମସ୍ତଙ୍କୁ ପଢ଼ିବା ଅଭ୍ୟାସ ଗଢ଼ି ତୋଳିବା ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ପୁସ୍ତକ ପଢ଼ିବା ମାନବ ଜୀବନରେ ଜ୍ଞାନ ବୃଦ୍ଧି ସହିତ […]

ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ କେନ୍ଦ୍ରାପଡ଼ା, ୬/୪ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଶିବିରରେ ମୋଟ ୯୮ ଟି ଅଭିଯୋଗ ପଞ୍ଜିକୃତ […]

  ପଟ୍ଟାମୁଣ୍ଡାଇ ୪/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। ଶନିବାର ପୂର୍ବାହ୍ନରେ ବକ୍ତାରପୁର ଛକ ବିଦ୍ୟାଳୟର ନିକଟରେ ଏକ ହୋର୍ଡିଂ ବୋର୍ଡ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା । ଏଥିରେ ଜଣେ ଅଟୋବାଲ ଅଳ୍ପକେ ବର୍ତି ଯାଇଥିଲେ । କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଗାଡିଚଲାଚଳ ବାଧାପ୍ରାପ୍ତ ହୋଇଥିଲା । ପବନ ହେଲେ ସହରର ବିଭିନ୍ନ ସ୍ଥାନରେ […]

Breaking News