କେନ୍ଦ୍ରାପଡ଼ା,୧୬ା୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଏସପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାକଡରେ ତମ୍ବୁରେ ରହି ଝାଡୁ ବିକୁଥିବା ଛତିଶଗଡ଼ର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ କେନ୍ଦ୍ରପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ ଛତିଶଗଡ଼ର କେତେକ ଲୋକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଏକଶହ […]

ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ବିଶ୍ୱ ବୟସ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସଚେତନତା ଦିବସ ପଟ୍ଟାମୁଣ୍ଡାଇ ୧୫/୬-ବରିଷ୍ଠ ନାଗରିକମାନଙ୍କୁ ଉଭୟ ଘର ଓ ବାହାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ନିର୍ଯ୍ୟାତନା ଭୋଗିବାକୁ ପଡ଼ୁଛି। ସେମାନଙ୍କୁ ସମ୍ମାନର ସହିତ ବଂଚିବାକୁ ଦିଆଯାଉ ବୋଲି ସୋମବାର ତାଲୁକ ଆଇନ୍ ସେବା ସମିତି ତରଫରୁ ବିଶ୍ୱ ବରିଷ୍ଠ ନାଗରିକ ମାନସିକ ଓ ଶାରିରୀକ ନିର୍ଯାତନା ସଚେତନତା ଦିବସ ଆଲୋଚନା ଚକ୍ରରେ […]

ମହାକାଳପଡା ଥାନା ଘେରାଉ ପିସିସି ସଭାପତିଙ୍କ ଏସପିଙ୍କ ସହ ଆଲୋଚନା କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କେନ୍ଦ୍ରାପଡ଼ା ଜିଲା ସରପଂଚ ସଂଘ ପକ୍ଷରୁ ଗତକାଲି ଏସପି ଓ ଜିଲାପାଳଙ୍କୁ ଭେଟି ଦାବୀଜାଣାଇଥଲେ ।ଆଜି ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ ବିଭିନ୍ନ ସଂଗଠନ […]

ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ   ପଟ୍ଟାମୁଣ୍ଡାଇ ୧୨/୬ -ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟଳୟ ପରିସରରେ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କାର୍ଯ୍ୟକ୍ରେରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ […]

ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପଟ୍ଟାମୁଣ୍ଡାଇ ୧୨/୬ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ତରଫରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ସିଭିଲ୍ କୋର୍ଟ ପରିସରରେ ପାଳିତ ହୋଇଯାଇଛି । ଆଇନଜୀବି ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିଶୁ ଶ୍ରମିକ ନିରୋଧ ଦିବସ ସଚେତନତା ସଭାରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା […]

  କେନ୍ଦ୍ରାପଡ଼ା ୧୨ା୬ :ଚାମେଲି ଓଝାଙ୍କୁ ଆକ୍ରମଣ ଓ ଗିରଫଦାରୀକୁ ନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ରାଜନୀତି ସରଗରମ ହୋଇଛି । ଏ ନେଇ ମହାକାଳପଡ଼ାର ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁହଁ ଖୋଲିଛନ୍ତି । ସେହିପରି ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ସରପଞ୍ଚ ସଂଘ ଏସପି ସିଦ୍ଧାର୍ଥ କଟକଟାରିଆ ଓ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଛି । ଚାମେଲିଙ୍କ […]

ଆଳିରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା କାରକାଚ ଭାଙ୍ଗିବାରୁ ମାରିଦେଲେ- ଏସପି କେନ୍ଦ୍ରାପଡ଼ା, ୮ା୬:କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗ୍ରାମର ଯୁବକ ଗୌରାଙ୍ଗ ସେଠୀ ହତ୍ୟା ଘଟଣାରେ ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏ ନେଇ ସୋମବାର ସନ୍ଧ୍ୟାରେ ଏସପି ସିଦ୍ଧାର୍ଥ କଟ୍ଟାରିଆ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ପ୍ରତାପ ମହାକୁଡ଼, ମନୋଜ ସାହୁ, ନଳିନୀକାନ୍ତ ସାହୁ, ସଞ୍ଜୟ କବି, […]

ପଟ୍ଟାମୁଣ୍ଡାଇ ତା ୨୬/୫- କାହିଁ କେଉଁ ଅନାଦି କାଳରୁ ପ୍ରାକୃତିକ ବିପର୍ଯୟ ରୋକିବା ପାଇଁ ପ୍ରକୃତିର ବରଦାନ ତାଳ ଗଛ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।  ବାତ୍ୟା ସମୟରେ ଭୟଙ୍କର ପବନ ଓ ବଜ୍ର ପାତକୁ ବହୁ ପରିମାଣରେ ରୋକି ଥାଏ ।  ଗାଁ ସହର ଠାରୁ ଆରମ୍ଭ କରି ନଇ ସମୁଦ୍ର ନିକଟରେ ତାଳ ଗଛ ହିଁ ବାତ୍ୟା ସମୟରେ ପବନ ର ଗତିକୁ ରୋକିବା ସହିତ […]

ବଲାଙ୍ଗୀର ୨୬/୫ (ଗୁପ୍ତେଶ୍ୱର ପୃଷ୍ଟି) ବଲାଙ୍ଗୀର ଜିଲାରେ ପ୍ରଚଣ୍ଡ ଖରା ଓ ତାତି ମଧ୍ୟରେ ପାନୀୟ ଜଳ ସମସ୍ୟା ସଂପ୍ରତି ଗାଁ ଲୋକଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି । ବେଲପଡ଼ା ବ୍ଲକ ଯୁବା ପଂଚାୟତର ଥିବା ଗାଁମାନଙ୍କରେ ବସବାସ କରୁଥିବା ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଓଭର ହେଡ୍ ଟାଙ୍କି ନିର୍ମାଣ ହେଇ ପାଇପ ଲାଇନ୍ ବିଛା ହୋଇଛି […]

ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ଗାଁ ଆଊ ସହର  ପଟ୍ଟାମୁଣ୍ଡାଇ ୨୫/୫- ଐତିହାସିକ ସମୃଦ୍ଧତା ଏବଂ ଆଂଚଳିକ ବିକାଶ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଇତିହାସ ହେଉଛି କୌଣସି ସ୍ଥାନର ମୂଳଦୁଆ। ଯେଉଁ ଅଂଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଂଚଳ ସେତେ ବିକାଶଶୀଳ। ଯଦି ଚକ୍ରାନ୍ତରେ ଗୋଟିଏ ଅଂଚଳର ଇତିହାସକୁ ସମ୍ପୂର୍ଣ୍ଣ ନିଶ୍ଚିନ୍ନ କରିଦେବାର ଯୋଜନା କରାଯାଏ, ତେବେ ସେହି ଅଂଚଳ କାହାକୁ ପାଥେୟ କରି ବିକାଶ […]

Breaking News