କେନ୍ଦ୍ରାପଡ଼ା ୫ା୬- ଅନ୍ୟ ଜାତିର ଲୋକଙ୍କୁ ତାଙ୍କ ଜମି ବିକ୍ରୟ କରିବାକୁ ଅନୁମତି ପାଇଁ ଅଧିକାରୀମାନଙ୍କ ଦ୍ୱାରା ନିରନ୍ତର ନିର୍ଯାତନାର ଶିକାର ହେବା ପରେ ଶୁକ୍ରବାର ଦିନ କେନ୍ଦ୍ରାପଡା କଲେକ୍ଟୋରେଟ୍ ଭିତରେ ଜଣେ ୨୬ ବର୍ଷୀୟ ଦଳିତ ଯୁବକ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତକଙ୍କ ନାମ ନିକିରେଇ ଥାନା ଅନ୍ତର୍ଗତ ରାଇତୁଣ୍ଡି ଗ୍ରାମର ଶ୍ରୀଚନ୍ଦନ ମଲ୍ଲିକ ବୋଲି ଚିହ୍ନଟ କରାଯାଇଛି। ସକାଳୁଆ ଅଫିସ ଯୋଗୁଁ କାର୍ଯ୍ୟଳୟ ବନ୍ଦ ଥିବାରୁ […]
featured
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗ୍ରାମର ନିଖୋଜ ଯୁବକ ଗୌରାଙ୍ଗ ସେଠୀଙ୍କ ଉଦ୍ଧାର ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଆଜି ମିଳିତ ଏସ୍ସି/ଏସ୍ଟି ସମନ୍ୱୟ କମିଟି, କେନ୍ଦ୍ରାପଡ଼ା ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ମିଳିତ ଏସ୍ସି/ଏସ୍ଟି […]
କେନ୍ଦ୍ରାପଡ଼ା,୩ା୬:ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓପିଜିସିଏଲର ମିଳିତ ସହଭାଗିତାରେ ଜିଲ୍ଲା ସଂସ୍କୃତି ଭବନରେ ରାଜ୍ୟ ସ୍ତରୀୟ ଝଙ୍କଡ଼ ମହୋତ୍ସବ ଓ ରଜ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜଗସିଂହପୁରର ବିଧାୟକ ଅମରେନ୍ଦ୍ର ଦାସ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖଣିଜ ସମ୍ପଦ ଲୁଟକୁ ନେଇ ଦିନ କୁ ଦିନ ଆଇନ ଶୁଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ।ତଥାବି ଏଠି କୋଟିକୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ୍ ହେବାରେ ଲାଗିଛି । ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ରହିତାବେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଥିଲେ ସୁଦ୍ଧା ଖଣିବିଭାଗ ସହେଯାଗରେ ରାତି ଦିନ ବାଲି ଚାଲାଣ ହେଉଛି । ପ୍ରଶାସନ ଅଧିକାରୀଙ୍କ ଜାଣତରେ ରାଜସ୍ୱ ଲୁଟ ହେଉଥିବା […]
ଭୁବନେଶ୍ୱର 2/5 ଓଡ଼ିଶା ଅପପୁଷ୍ଟି ଲଢେଇରେ ଆଉ ଏକ ବଡ଼ ପଦକ୍ଷେପ। ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କା କରାଯାଇଛି। ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି। ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ […]
ପଟ୍ଟାମୁଣ୍ଡାଇ ୨/୬- କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସାଂଗଠନିକ ଉପସଭାପତି ଭାବେ ସତ୍ୟପ୍ରୀୟ ସାମଲଙ୍କୁ ମଙ୍ଗଳବାର ପିସିସି ସଭାପତି ଭକ୍ତ ଚରଣ ଦାସ ମନୋନୀତ କରିଛନ୍ତି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିଲା ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ସୂଚାରୁରୂପେ ତୁଲାଇ ଥିଲେ। ଜିଲା ସାଂଗଠନିକ ଉପସଭାପତି ଭାବେ ମନୋନୀତ ହେବା ପରେ ସେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପ୍ରଦେଶ କଂଗ୍ରେସ କମିଟିର […]
ମହାକାଳପଡା ବିକାଶ ମଞ୍ଚ ଓ ନୀଳମାଧବ ଉ:ପ୍ରା ବିଦ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା,୨ା୬: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମର ଶାନ୍ତିଲତା ବେହେରା ଓ ନରେନ୍ଦ୍ର ବେହେରାଙ୍କ ଝିଅ ଚଳିତ ବର୍ଷ ଓ.ସି.ଏସ୍ ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କରି ମହାକାଳପଡା ବ୍ଲକ ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି । ତାଙ୍କର ସଫଳତା ପାଇଁ ମହାକାଳପଡା ବିକାଶ ମଞ୍ଚ ଓ ନୀଳମାଧବ ଉ:ପ୍ରା ବିଦ୍ୟାଳୟ ତରଫରୁ ସ୍ୱାଗତ […]
ଅଙ୍ଗନୱାଡି ଭିତ୍ତିଭୂମୀ,ପାନୀୟ ଜଳ, ଗ୍ରାମ୍ୟ ସଡକ, ଜନକଲ୍ୟାଣ ମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କେନ୍ଦ୍ରାପଡ଼ା,୨ା୬: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୫ମ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି, ପାଣ୍ଠି ବିନିଯୋଗ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନର ସ୍ଥିତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଆଳି […]
କେନ୍ଦ୍ରାପଡ଼ା,୨ା୬:ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍ ପକ୍ଷରୁ ନାବାର୍ଡ ସହଯୋଗରେ ୧୫ଦିନ ଧରି ପରକୁଳା ପଞ୍ଚାୟତରେ ଚାଲିଥିବା ଅତ୍ୟାଧୁନିକ ଟେରାକୋଟା ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ରାଇଡ୍ର ସମ୍ପାଦକ କିଶୋର ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ତୃଣମୂଳସ୍ତରୀୟ ପ୍ରଶିକ୍ଷଣ ଶିବରର ଉଦଯାପନୀ ଉତ୍ସବରେ ନାବାର୍ଡର ଏଡିଏମ ସ୍ମିତା ବଡଜେନା, ହସ୍ତଶିଳ୍ପର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି, ଓଡିଶା ଗ୍ରାମୀଣ ବ୍ୟାଙ୍କ କଳପଡା ଶାଖାର ଭାରପ୍ରାପ୍ତ ଶାଖା ପରିଚାଳକ ନିହାରରଞ୍ଜନ ବିଶ୍ୱାଳ, […]
ପଟ୍ଟାମୁଣ୍ଡାଇ ତା ୨/୬- ଶିଶୁ ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବାବେଳେ ପଟ୍ଟାମୁଣ୍ଡାଇର କେନ୍ଦ୍ର ସ୍ଥଳରେ ଥିବା ଶିଶୁ ଉଦ୍ୟାନଟି ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇପଡିବା ସହିତ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । ଯାହାଫଳରେ ଏହି ଉଦ୍ୟାନ ମଧ୍ୟକୁ ଯିବାକୁ ଶିଶୁ ମହିଳା ସମେତ ଲୋକମାନେ ଭୟ କରୁଛନ୍ତି । ପ୍ରକାଶ ଯେ ଗତ ୨୦୧୬ ମସିହାରେ ତତ୍କାଳୀନ ସରକାର ସମୟରେ […]

