ଆସିଲା ଭିଡିଓ: ଗାମୁଛା ପକା ବ୍ୟକ୍ତି କଣ ବିଡିଓଙ୍କ ଗୁଣ୍ଡା ! କେନ୍ଦ୍ରାପଡା ବହୁ ଚର୍ଚ୍ଚିତ ଚାମେଲି ଓଝା ଘଟଣାରେ ବିଡିଓଙ୍କ କାର୍ଯ୍ୟଳୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ସେଥିରେ ବିଡିଓଙ୍କ ପ୍ରକୋଷ୍ଠରେ କେତେଜଣ କୁଜି ନେତା ଉପସ୍ଥିତ ରହିଥିବା ବେଳେ ଚାମେଲିଙ୍କ ସହ ଅସୌଜନ୍ୟ ବ୍ୟବହାର କରିବା ଜଳ ଜଳ ହୋଇ ଦିଶୁଛି। ଏତେସବୁ ଘଟଣା ପରେ ବି ବିଧାୟକ ମୁହଁ ନଖୋଲିବା ଏବେ ତାଙ୍କର […]
featured
କେନ୍ଦ୍ରାପଡ଼ା,୧୬ା୬:ମୂର୍ଚ୍ଛନା, ଓକା ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଭାଗିତାରେ ଠାକୁରହାଟସ୍ଥିତ ସୁଦର୍ଶନ ହାଇସ୍କୁଲ ଖେଳପଡିଆରେ ରଜ ମହୋତ୍ସବ ତଥା ଗ୍ରାମୀଣ ଉତ୍ସବ ଉଦଘାଟିତ ହୋଇଯାଇଛି। ଠାକୁରହାଟ ବଜାର କମିଟି ସଭାପତି ତଥା ମହୋତ୍ସବ ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପିର ସାମାଜିକ ଗଣମାଧ୍ୟମ ମୁଖ୍ୟ ପ୍ରବକ୍ତା ଉମନାକାନ୍ତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରଗତିବାଦୀ ଜିଲ୍ଲା […]
କେନ୍ଦ୍ରାପଡ଼ା,୧୬ା୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଏସପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାକଡରେ ତମ୍ବୁରେ ରହି ଝାଡୁ ବିକୁଥିବା ଛତିଶଗଡ଼ର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ କେନ୍ଦ୍ରପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ ଛତିଶଗଡ଼ର କେତେକ ଲୋକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଏକଶହ […]
କେନ୍ଦ୍ରାପଡ଼ା,୧୬ା୬:କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ଜିଲ୍ଲାର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ରଜପରବ-୨୦୨୬ ଭରତପୁର ଦକ୍ଷୀଣକାଳୀ ମନ୍ଦିର ମୁକ୍ତମଞ୍ଚରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଓଡିଶାର ପାରମ୍ପରିକ ରଜ ମହୋତ୍ସବକୁ ଉଦଯିବିତ ରଖିବାକୁ ପରାମର୍ଶ ଦେଇଥିଲେ।ବିଶିଷ୍ଟ ସଂସ୍କୃତ ଗବେଷକ ତଥା […]
ପ୍ରଦେଶ କଂଗ୍ରେସ ପର୍ଯ୍ୟବେଖକ ସସ୍ମିତା ବେହେରା ତିଖିରି ସରପଞ୍ଚ ଚାମେଲିଙ୍କୁ ଭେଟିଲେ। କେନ୍ଦ୍ରାପଡା ୧୫/୬ : ପ୍ରଦେଶ କଂଗ୍ରେସ କମିଟି (ପିସିସି) ଉପସଭାପତି ସସ୍ମିତା ବେହେରା ମହାକାଳପଡା ବିଡିଓ ଏବଂ ଆଇଆଇସିଙ୍କୁ ତୁରନ୍ତ ବର୍ଖାସ୍ତ କରି ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଭଡ଼ାଟିଆ ଗୁଣ୍ଡା ଏବଂ ଏହାର ମାଷ୍ଟରମାଇଣ୍ଡ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମତୀ ବେହେରା ସୋମବାର […]
ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ବିଶ୍ୱ ବୟସ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସଚେତନତା ଦିବସ ପଟ୍ଟାମୁଣ୍ଡାଇ ୧୫/୬-ବରିଷ୍ଠ ନାଗରିକମାନଙ୍କୁ ଉଭୟ ଘର ଓ ବାହାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ନିର୍ଯ୍ୟାତନା ଭୋଗିବାକୁ ପଡ଼ୁଛି। ସେମାନଙ୍କୁ ସମ୍ମାନର ସହିତ ବଂଚିବାକୁ ଦିଆଯାଉ ବୋଲି ସୋମବାର ତାଲୁକ ଆଇନ୍ ସେବା ସମିତି ତରଫରୁ ବିଶ୍ୱ ବରିଷ୍ଠ ନାଗରିକ ମାନସିକ ଓ ଶାରିରୀକ ନିର୍ଯାତନା ସଚେତନତା ଦିବସ ଆଲୋଚନା ଚକ୍ରରେ […]
କେନ୍ଦ୍ରାପଡ଼ା,୧୫ା୬:କେନ୍ଦ୍ରାପଡା ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସାôାଳୟରେ ଚିକିତ୍ସାଧିନ ଥିବା ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହିତ ଶ୍ରୀ ମହାନ୍ତି ଘଟଣା ସମ୍ପର୍କରେ ସୁଶ୍ରୀ ଓଝାଙ୍କ ଠାରୁ ସମସ୍ତ ବିଷୟ ଅବଗତ ହେବା ସହ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ହୃଦବୋଧ କରିଥିଲେ। ସୁଶ୍ରୀ ଓଝାଙ୍କୁ […]
ଚାମେଲିଙ୍କ ନାମରେ ରହିଛି ୧୧ ମାମଲା: ଏସପି କେନ୍ଦ୍ରାପଡ଼ା,୧୪ା୬:କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ଦାବି କରି ବିଜେଡିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଥିବା ବେଳେ ଚାମେଲିଙ୍କ ନାମରେ ୧୧ ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି। ବିଜେଡି ପ୍ରତିନିଧି ଦଳ ଜିଲ୍ଲା ମହିଳା ସଭାନେତ୍ରୀ ସରିତା ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ […]
କେନ୍ଦ୍ରାପଡ଼ା,୧୩ା୬:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଆର୍ସେଲର ମିତ୍ତଲ ଷ୍ଟିଲ କାରଖାନା ହେବା ନେଇ ଯେଉଁ ସ୍ୱପ୍ନ ରହିଥିଲା ତାହା ଏବେ ଧୂଳିସାତ ହୋଇଯିବାର ସମ୍ଭାବନା ସୃଷ୍ଟି କରିଛି। କାରଣ କେନ୍ଦ୍ରାପଡ଼ା ସହର ସନ୍ନିକଟ ଗୋପ ଛକରେ ଥିବା ଏହାର କାର୍ଯ୍ୟାଳୟକୁ ଉଠାଇ ନେବାକୁ ଷଡ଼ଯନ୍ତ୍ର ଚାଲିଛି। ଏହି କାର୍ଯ୍ୟାଳୟରେ ଯେଉଁ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି ପାଇଥିଲେ ସେମାନଙ୍କୁ ଅପସାରଣ କରି ନିଆଯାଇଛି। ସେହିପରି କାର୍ଯ୍ୟାଳୟର ଆସବାବପତ୍ରକୁ ମଧ୍ୟ ସ୍ଥାନାନ୍ତର କରି […]
ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୧୨/୬ -ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟଳୟ ପରିସରରେ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କାର୍ଯ୍ୟକ୍ରେରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ […]

