केंद्रपाड़ा, 14/10: केंद्रपाड़ा में गजलक्ष्मी पूजा मेला सोमवार को शुरू हुआ और मंगलवार को भसानी समारोह आयोजित किया गया। रात तक कुछ मृतिया पानी में बिसरजन कियागया हे , जबकि बाकी सड़क पर ही फँस गईं। प्रशासनिक निर्णय के अनुसार, भसानी समारोह दो दिनों में पूरा होने के बजाय, इसे […]
କେନ୍ଦ୍ରାପଡ଼ା,୧୪ା୧୦: କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ମେଳଣ ସୋମବାର ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଭଷାଣୀ ଉତ୍ସବ ହୋଇଛି। ରାତି ସୁଦ୍ଧା କେତେକ ମେଢ ପାଣିରେ ବିସର୍ଜିତ ହୋଇଥିବା ବେଳେ ବାକି ମେଢ ରାସ୍ତାରେ ଅଟକି ରହିଛନ୍ତି। ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ଦୁଇ ଦିନରେ ମେଳଣ ଓ ଭଷାଣୀ ଉତ୍ସବ ଶେଷ ହେବା ପରିବର୍ତ୍ତେର୍ ଏହା ତୃତୀୟ ଦିନକୁ ଗଡିଯିବ ବୋଲି ଅନୁମାନ କରାଯାଉଛି। କେନ୍ଦ୍ରାପଡ଼ା ସହରରେ ହୋଇଥିବା ଜଗଲକ୍ଷ୍ମୀ […]
केंद्रपाड़ा, 13/10: केंद्रपाड़ा में प्रसिद्ध गजलक्ष्मी पूजा रविवार को संपन्न हुई और माँ गजलक्ष्मी के बिदाइ उत्सव सोमवार को धूमधाम से शुरू हुआ। माँ लक्ष्मी मंडप से निकलकर मेलाके मैदान की ओर चल पड़ीं। लेकिन देर रात तक मेलाकी मैदान सबी बीमान नहीं पहुँच पाए थे, इसलिए उनका स्वागत नहीं […]
केंद्रपाड़ा 13/10- सरकारी मोटर कर्मचारी संघ की बैठक डीआरडीए कार्यालय, केंद्रपाड़ा के परिसर में हुई। इस बैठक में अध्यक्ष अनिरुद्ध बेहरा की अध्यक्षता में संघ की विभिन्न समस्याओं पर चर्चा की गई। सदस्यों ने अपनी समस्याएं रखीं। आशीष कुमार बिस्वाल ने संघ की वार्षिक रिपोर्ट प्रस्तुत की। इसके बाद सेवानिवृत्त […]
ପଟ୍ଟାମୁଣ୍ଡାଇ ୧୩/୧୦- ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ସ୍ଥାନୀୟ ଠାକୁର ଶ୍ରୀ ଶ୍ରୀ ଅନୁକୁଳ ଚନ୍ଦ୍ରଙ୍କ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର ଦୁର୍ଯୋଧନ ପରିଡା, ପ୍ରଫେସର ଗୋଲକ ମହାରଣା. କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଉପକାରୀ ଫଳ, […]
କେନ୍ଦ୍ରାପଡ଼ା,୧୩ା୧୦:କେନ୍ଦ୍ରାପଡ଼ା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମହା ଆଡମ୍ବରରେ ମେଲଣ ଉତ୍ସବ ଆରମ୍ଭ ହୋଇଛି। ମା’ ଲକ୍ଷ୍ମୀ ମଣ୍ଡପ ଛାଡି ମେଳଣ ପଡିଆ ଅଭିମୁଖେ ଯାତ୍ରା କରିଛନ୍ତି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ମେଢ ମେଳଣ ପଡିଆରେ ପହଞ୍ଚି ପାରି ନଥିବାରୁ ଭୋଗଲାଗି ହୋଇ ପାରି ନାହିଁ। ମଙ୍ଗଳବାର ମା’ ଲକ୍ଷ୍ମୀ ଗୋବରୀ ନଦୀରେ ବିସର୍ଜିତ ହେବେ। ଏ ନେଇ ପୈାରସଂସ୍ଥା ପକ୍ଷରୁ ଗୋବରୀ […]
କେନ୍ଦ୍ରାପଡ଼ା,୧୨ା୧୦:ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ କାକଟସ୍ଥିତ କାଳୀୟଦଳନ ମେଢ ନିକଟରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ କୈାଣସି ମେଢ ନିକଟରେ ଅଶ୍ଳୀଳ ନାଚଗୀତ କରାନଯାଇ ଭଜନ ଓ କୀର୍ତ୍ତନ ପରିବେଷଣ କରାଯିବାକୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଥିଲେ। ଏଥିସହିତ ମେଢ ଗୁଡିକ ନିକଟରେ ଗୀତାପାଠ ଓ ଲକ୍ଷ୍ମୀପୁରାଣ […]
କେନ୍ଦ୍ରାପଡ଼ା,୧୨ା୧୦: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମେଳଣ ଏବଂ ଭସାଣି ନିମନ୍ତେ ଆଜି ମୁନିସିପାଲିଟି ଟାଉନହଲ ଠାରେ ଭସାଣି ଏବଂ ମେଳଣର ଶୃଙ୍ଖଳିତ ଆୟୋଜିତ ନେଇ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ରବିବାର ଦିନ ବିସର୍ଜନ ହୋଇଛି। ୭ଦିନ ଧରି ଚାଲିଥିବା ଏହି ଗଣ ପର୍ବରେ ଲକ୍ଷ ଲକ୍ଷଙ୍କ ସମାଗମ ହୋଇଥିଲା। ଦର୍ଶକମାନେ କେବଳ କେନ୍ଦ୍ରାପଡ଼ା ଜିଲାର […]
କେନ୍ଦ୍ରାପଡ଼ା,୧୨ା୧୦:କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭୋଟ ଚୋରି ବିରୋଧରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପ୍ରଥମେ ଶୁଭାରମ୍ଭ ହୋଇଛି। ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦିକା ସଶ୍ମିତା ପଣ୍ଡା, […]
କେନ୍ଦ୍ରାପଡ଼ା,୧୧ା୧୦:ଏଆଇ କ୍ୟାମେରା ନଜରରେ ରହିଛି କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା। ଯାହା ଫଳରେ ପୂଜାରେ ବିଶେଷ କିଛି ଅଘଟଣ ଘଟିନାହିଁ। ଶନିବାର ପୂଜାର ଷଷ୍ଠ ଦିନରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ କେନ୍ଦ୍ରାପଡାରେ ସ୍ଥିତି ସମୀକ୍ଷା କରିଛନ୍ତି। ଜଜାଙ୍ଗସ୍ଥିତ ପ୍ରଦକ୍ଷଣଭବନରେ ସ୍ଥିତି ସମୀକ୍ଷା କରିବା ପରେ ଡିଆଇଜି ଶ୍ରୀ ନାୟକସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ଏହାପରେ ଡିଆଇଜି ଶ୍ରୀ ନାୟକ ପୁରୁଣା ବସଷ୍ଟାଣ୍ଡ ଫାଣ୍ଡି ନିକଟରେ ପତ୍ରକାରମାନଙ୍କୁ ସୂଚନା ଦେଇ […]

