
କେନ୍ଦ୍ରାପଡ଼ା, ୨୩/୮ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବା, ଗର୍ଭବତୀ କରାଇବା ପରେ ଜୋରଜବରଦସ୍ତ ଗର୍ଭପାତ କରାଇବା, ସୁନାଗହଣା ଓ ଟଙ୍କା ନେଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଆଧାରରେ ପାଟକୁରା ଥାନା ପୋଲିସ କେସ୍ ନମ୍ବର ୨୧୪/୨୦୨୬ ରୁଜୁ କରି ଅଭିଝୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Related
Mon Aug 24 , 2026
ପଟ୍ଟାମୁଣ୍ଡାଇ ୧୪/୮ ନରେନ୍ଦ୍ର ଧଳ -ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରେ ବନ୍ୟା ସ୍ଥିତି ସଂକଟଜନକ ରୂପ ନେଇଥିବା ବେଳେ ସିଂହଗାଁ ଓ ପେଣ୍ଠପାଳ ଗ୍ରାମପଂଚାୟତର ବହୁ ଗ୍ରାମ ଦୀର୍ଘ ୧୦ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଏହି ଦୁଇଟି ପଂଚାୟତର ବହୁ ଗ୍ରାମ ଦୁଃଖୀ, ଦରିଦ୍ର, ଗରିବ ଓ ଅସହାୟ ପରିବାରଗୁଡ଼ିକ ଚରମ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି।ଏଭଳି ବିପଦପୂର୍ଣ୍ଣ ସମୟରେ ବନ୍ୟା […]