ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ

blank
କେନ୍ଦ୍ରାପଡ଼ା,୨୬ା୭:ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ବସପୁରଗ୍ରାମସ୍ଥିତ ଦିଲ୍ଲିପ କୁମାର ନାୟକଙ୍କ ଘରେ ପହଞ୍ଚି ତାଙ୍କ ଝିଅ ତଥା କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ବିଜ୍ଞାନ ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ନାୟକଙ୍କୁ ୩ହଜାର ଟଙ୍କା ମେଧାବୃତ୍ତି ପ୍ରଦାନ କରିବା ସହ ତାଙ୍କର ଉତରତ୍ତୋର ଉନ୍ନତିକାମନା କରିଥିଲେ।

Next Post

କେନ୍ଦ୍ରାପଡା ବିଜୁ ଜନତାଦଳ ତରଫରୁ ମହା ରକ୍ତଦାନ ଶିବିର ଅନୁଷ୍ଠିତ

Sat Jul 26 , 2025
କେନ୍ଦ୍ରାପଡା,୨୬ା୭: ଆଜି କାରଗିଲ ବିଜୟ ଦିବସ ଉପଲକ୍ଷେ କେନ୍ଦ୍ରାପଡା ମୁନିସିପାଲଟି ଟାଉନହଲଠାରେ ଏକ ମହା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହି ଶିବିର ଉଦ୍‌ଘାଟନ କରିଥିଲେ ।େôଯଉଁମାନଙ୍କର ତ୍ୟାଗପାଇଁ କାରଗିଲ ବିଜୟ ସମ୍ଭବ ହୋଇଥିଲା ସେହି ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାର୍ପଣ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ନେତୃତରେ ସମଗ୍ର ରାଜ୍ୟରେ ଯେଉଁ ଜୀବନ ବିନ୍ଦୁ ଅଭିଯାନ ସମ୍ଭବ ହୋଇଥିଲା ଆଜିର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading