
କେନ୍ଦ୍ରାପଡା,୨୬ା୭: ଆଜି କାରଗିଲ ବିଜୟ ଦିବସ ଉପଲକ୍ଷେ କେନ୍ଦ୍ରାପଡା ମୁନିସିପାଲଟି ଟାଉନହଲଠାରେ ଏକ ମହା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହି ଶିବିର ଉଦ୍ଘାଟନ କରିଥିଲେ ।େôଯଉଁମାନଙ୍କର ତ୍ୟାଗପାଇଁ କାରଗିଲ ବିଜୟ ସମ୍ଭବ ହୋଇଥିଲା ସେହି ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାର୍ପଣ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ନେତୃତରେ ସମଗ୍ର ରାଜ୍ୟରେ ଯେଉଁ ଜୀବନ ବିନ୍ଦୁ ଅଭିଯାନ ସମ୍ଭବ ହୋଇଥିଲା ଆଜିର ରକ୍ତଦାନ ଶିବିର ସେହି ମହାନ ଅଭିଯାନକୁ ଆଉପାଦେ ଆଗେଇ ନେବାରେ ଏକ ନିମ୍ନ ପ୍ରୟାସ ବୋଲି ଶ୍ରୀ ବେହେରା ଅଭିମତ ରଖିଥିଲେ । ଏହି ରକ୍ତଦାନ ଅବସରରେ କେନ୍ଦ୍ରାପଡା ମାଟିର ସନ୍ତାନ ତଥା କାରଗିଲ ଯୋଦ୍ଧା କ୍ୟାପଟେନ ବାନାମ୍ବର ସ୍ୱାଇଁ, କ୍ୟାପଟେନ ଅଭୟ ଲେଙ୍କା ଓ ସୁଭେଦାର ବିଚିତ୍ର ନାୟକଙ୍କୁ ବିଜୁ ଜନତା ଦଳ ତରଫରୁ ସମ୍ବଦ୍ଧିତ କରାଯାଇଥିଲା । ଏହି ଅବସରରେ ଜନନାୟକ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ରକ୍ତଦାନ ସଂଗ୍ରହ ଆରମ୍ଭ କରାଯାଇଥିଲା । ସମୁଦାୟ ୧୭୮ଜଣ ରକ୍ତଦାନ କରିଥିଲେ । ଏହି ରକ୍ତଦାତାଙ୍କ ମଧ୍ୟରେ ଦଳୀୟ ୪ଜଣ କର୍ମକର୍ତ୍ତା ନିର୍ବାଚିତ ପ୍ରତିନିଧି ଯଥା ପୌର ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲପରିଷଦ ସଭାପତି ଲିଲିତା ଦାସ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଶୀବ ପ୍ରସାଦ ଭୋଳ, ଜିଲ୍ଲା ଛାତ୍ର ସଭାପତି ପ୍ରଦୀପ୍ତ ସାହୁ, ଜିଲ୍ଲା ଯୁବ ସଭାପତି ରାଜେଶ ଦାସ, ଜିଲ୍ଲା ସଂଖ୍ୟାଲଘୁ ସଭାପତି ସେକ ଚନ୍ଦନ, କାଉଁସିଲର ଉମେଶ ନାୟକ, ପ୍ରଭାଶିଷ ପଣ୍ଡା, ପ୍ରଦିପ୍ତ ଜେନା, ହିରଣ୍ୟ ପଣ୍ଡା, ସେକ ଜମ୍ମିର ଉଲ୍ଲା, ସେକ ଅସଲମ, ରମେଶ ଦାସ, ଆକାଶ ବେହେରା, କାଳୀପ୍ରସାଦ ମିଶ୍ର, ନିରାକାର ସ୍ୱାଇଁ, ସୌମେନ୍ଦ୍ର ପୃଷ୍ଟି, ରଶ୍ମିତା ସିଂ, ଆକବରୀ ଖାତୁନ, ପପୁ ବାବୁ, ପରଭେଜ ଅକ୍ତର, ଚୌଧୁରୀ ସୁକୁମାର ଦାସ, ବାପି ବାବୁ, ନଗର ସଭାପତି ଯଯାତି ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ସରପଞ୍ଚ ଅଶ୍ୱନୀ ପାତ୍ର, ପ୍ରୟଙ୍କା ପ୍ରିୟଦର୍ଶିନୀ, ପ୍ରଶନ୍ନ ରାଉତ, ପ୍ରଦୀପ ସୁତାର, ପ୍ରମୋଦ ମଲ୍ଲିକ, ଦିପାଞ୍ଜଳୀ ଜେନା, ଅଜିତ ପରିଡା, ଚନ୍ଦନ ଦାସ, ପ୍ରଶନ୍ନ ବିଶ୍ୱାଳ, ଅଭିଶେକ ବିଶ୍ୱାଳ, ଜ୍ୟୋତି ରଞ୍ଜନ ପ୍ରଧାନ, ସଙ୍ଗମ ସାମଲ, ଲୋହିତ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ପବାତ ଉଡାନସିଂ, ଛାତ୍ର ନେତା ସରୋଜ କାନ୍ତ ସାହୁ, ରାଜେଶ ପଣ୍ଡା, ଜ୍ଞାନ ରଞ୍ଜନ ସାହୁ, ପିତବାସ ବେହେରା, ପ୍ରଦ୍ୟୁନ୍ନ ଜେନା, ରାଜେଶ ମହାନ୍ତି, ତଅପୋଇ ମଲ୍ଲିକ, ମୁକ୍ତାର ଖାଁ, ନିରଞ୍ଜନ ବାରିକ, ରଞ୍ଜନ ସାହୁ, ରାଜିବ ଜେନା, କିଶୋର ନାଥ, ରକ୍ତି କାନ୍ତ ସାମଲ, ସମ୍ବିତ ଶ୍ରୀଚନ୍ଦନ, ସ୍ୱରାଜ କେତନ ତରାଇ, ପୂର୍ବତନ ଜିଲ୍ଲାପରିଷଦ ସଭାପତି ମାନସ ପରିଡା, ସେକ ଆତେସାନ ହୁସେନ, ସନ୍ତୋଷ ପାଣୀଗ୍ରାହୀ, ସୁସାନ୍ତ ପ୍ରଧାନ, ବିକାଶ ମଲ୍ଲିକ, ଜ୍ୟେତି ପ୍ରକାଶ ରାଉତ, ଚିତ୍ତରଞ୍ଜନ ଜେନା, ଲକ୍ଷ୍ମୀଧର ପଲାଇ, ଚନ୍ଦନ ଚୌଧୁରୀ, ସୁଜିତ ଦାସ, ସାହେବ ସାହିଲ ରାଉତ, ବିଜୟ ମଣ୍ଡଳ, ମାନସ ଦାସ, ରାଜଶ୍ରୀ ଦାସ, ସୁବାଶ ମାହାଲିକ, ଅମ୍ରିନ ସାହାଦତ, ସ୍ୱୟଂପ୍ରଭା କର, ସୁମିତ୍ରା ପାଢି, ଲୋପାମୁଦ୍ରା ବାରିକ, ଜିଲ୍ଲା ମହିଳା ସଭାନେତ୍ରୀ ରୋଶନା ସାହୁ, ଜିଲ୍ଲା ବିଜେଡି ଧିରେନ ସାହୁ, ସଞ୍ଜୟ ଜେନା, ମୁକ୍ତାର ଅଲ୍ଲୀ, ଦାମୋଦର ଜେନା, ନରେନ୍ଦ୍ର ଜେନା, ଜୟନ୍ତ ଜେନା, ସଞ୍ଜୟ ବିଶ୍ୱାଳ, ନାରାୟଣ ପରିଡା, ଶରତ ସାମଲ, ଚନ୍ଦ୍ରକାନ୍ତ ବେହେରା, ଶୁଭେନ୍ଦୁ ବିକାଶ ମଲ୍ଲିକ, ସୌମ୍ୟଜିତ ମହାପାତ୍ର, ଶନଞ୍ଜୟ ମହାନ୍ତି, ଦେବଦତ୍ତ ଦାସ, ଜ୍ଞାନ ରଞ୍ଜନ ଜେନା, ମିହିର ମୁସିଦ୍ଦ, କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟର ବ୍ଲଡ ବ୍ୟାଙ୍କ ଅଧିକାରୀ ଓ ତାଙ୍କ ସହେଯାଗୀ ରାଜେଶ ମିଶ୍ର ରକ୍ତ ସଂଗ୍ରହ କାଯ୍ୟନିର୍ବାହ କରିଥିଲେ ।
