କେନ୍ଦ୍ରାପଡା ଜିଲ୍ଲା ବାଳକ ଓ ବାଳିକାମାନଙ୍କ କ୍ରିକେଟ ଟୁର୍ଣ୍ଣାମେଟ ପ୍ରସ୍ତୁତି

blank
କେନ୍ଦ୍ରାପଡା ତା.୧୨/୪ :କେନ୍ଦ୍ରାପଡା ଜିଲ୍ଲା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୧୬ବର୍ଷ ଓ ୧୯ବର୍ଷରୁ କମ ବାଳକ ଓ ସେହିପରି ବାଳିକାମାନଙ୍କର ପ୍ରସ୍ତୁତି ମ୍ୟାଚ ହେଉଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଆସି ସେଠାରେ ପିଲାମାନଙ୍କୁ ଉତ୍ସହିତ କରିଥିଲେ । ଅତିଥିମାନେ ପିଲାମାନଙ୍କ ସହିତ ପରିଚିତ ହୋଇ ଖେଳିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲା ଡିଏସଓ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତି, ସଭାପତି ମହମ୍ମଦ ନଇମ ଓ ନିରଞ୍ଜନ କର, ବରଦାକାନ୍ତ ବରାଳ, ଜଗନ୍ନାଥ ସାହୁ, ରଶ୍ମିରଞ୍ଜନ ସିଂହ, ପ୍ରଫୁଲ୍ଲକୁମାର ମଲ୍ଲିକ, ଅସିତ କୁମାର ଦାସ, ହରିହର ବେହେରା, ଜ୍ୟୋତି ନାରାୟଣ ଶତପଥି, ଆକବର ଅଲ୍ଲୀ ଖାନ ଓ ଅନାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Next Post

ମିଳି ଯାଇ ପାରେ ରାଜ୍ୟ ସିଂହାସନ ଆଉ ଫେରି ପାଇବନି ଛାତ୍ର ଜୀବନ , ଖଡିଅଂଟା ହାଇସ୍କୁଲରେ ଗୁରୁ ପୂଜନ ଓ ବନ୍ଧୁମିଳନ ଅବସରରେ ଛାତ୍ରୀଛାତ୍ରମାନେ କହିଥିଲେ

Sun Apr 12 , 2026
ଖଡିଅଂଟା ହାଇସ୍କୁଲରେ ଗୁରୁ ପୂଜନ ଓ ବନ୍ଧୁମିଳନ ପଟାମୁଣ୍ଡାଇ ୧୨/୪-ମିଳି ଯାଇ ପାରେ ରାଜ୍ୟ ସିଂହାସନ ଆଉ ଫେରି ପାଇବନି ଛାତ୍ର ଜୀବନ। ଏଭଳି ଉକ୍ତି ଦେଇ  ଖଡିଅଂଟା ହାଇସ୍କୁଲର୧୯ ବର୍ଷ ପୂର୍ବର ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରମାନେ ନିଜ ବିଦ୍ୟାଳୟରେ ଏକାଠି ହୋଇ ଗୁରୁପୂଜନ ଉତ୍ସବ ପାଳନ ଅବସରରେ ପ୍ରକାଶ କରିଛନ୍ତି । ଏହି ଛାତ୍ରୀଛାତ୍ର ମାନେ ବିଦ୍ୟାଳୟରେ ପାଦ ଦେଉ ଦେଉ ଆଖିର ଅମାନିଆ ଲୁହକୁ ଆଉ ଅଟକାଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading