ବିକଶିତ ଭାରତ ସଙ୍କଳ୍ପ ସଭା ଓ ସେବାଜ୍ୟୋତି ଯାତ୍ରା କେନ୍ଦ୍ରାପଡ଼ା,୭ା୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବା ଯାତ୍ରାରେ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ, ଉପଲବ୍ଧି ଓ ସେବାମୂଳକ କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ସମାଜର ବିଭିନ୍ନ ବର୍ଗକୁ ‘ବିକଶିତ ଭାରତ–୨୦୪୭’ର ସଂକଳ୍ପ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ବୁଧବାର କେନ୍ଦ୍ରାପଡ଼ାରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’ ଅନୁଷ୍ଠିତ […]

କେନ୍ଦ୍ରାପଡ଼ା,୭ା୧୦:ଇଣ୍ଡିଆ ବ୍ଲକର ଆହ୍ୱାନ କ୍ରମେ ଆସନ୍ତା ୮ ତାରିଖରେ କେନ୍ଦ୍ରାପଡ଼ାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମିଳିତ ରାଜନୈତିକ ଦଳ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ନଗର କଂଗ୍ରେସ ସଭାପତି ଦିଲ୍ଲିପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦୁହୁରିଆ ଠାରୁ ଇଛାପୁର ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ପିସିସି ସାଧାରଣ ସମ୍ପାଦକ ହଳଧର ସେଠୀ, ପ୍ରଫୁଲ୍ଲ ଦାସ, ମହମ୍ମଦ ଆକବର ଅଲ୍ଲୀ, […]

କେନ୍ଦ୍ରାପଡା ୭/୧୦: ପ୍ରତିବର୍ଷ ଅକ୍ଟୋବର ୬ ତାରିଖକୁ ସେରିବ୍ରାଲ୍ ପାଲ୍ସି ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ। ଏହା ଏକ ସ୍ନାୟୁ-ବିକାଶଜନିତ ଭିନ୍ନକ୍ଷମତା, ଯାହାଦ୍ୱାରା ଅନେକ ନବଜାତ ଶିଶୁ କିମ୍ବା ପ୍ରାରମ୍ଭିକ ପର୍ଯ୍ୟାୟର ଶିଶୁଙ୍କ ଚଳନଶକ୍ତିକୁ ପ୍ରଭାଭିତ କରିଥାଏ। ସଚେତନତା କେବଳ ଏହି ଅବସ୍ଥାର ପ୍ରାରମ୍ଭିକ ପ୍ରଭାବକୁ ରୋକିବାରେ ସହାୟକ ହୁଏ ନାହିଁ ବରଂ ସେରିବ୍ରାଲ୍ ପାଲ୍ସି ଥିବା ଶିଶୁମାନଙ୍କର ଅଭିଭାବକଙ୍କୁ ସଶକ୍ତ ଓ ସଚେତନ ମଧ୍ୟ କରିଥାଏ। ସେରିବ୍ରାଲ୍ […]

କେନ୍ଦ୍ରାପଡ଼ା,୭ା୧୦: କେନ୍ଦ୍ରାପଡାର ବରପୁତ୍ର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ, ଆଡଭୋକେଟ୍ ଜେନେରାଲ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୬ତମ ତିରୋଧାନ ଦିବସ ତହସିଲ ଅଫିସ ସନ୍ନିକଟ ପ୍ରତ୍ତିମୂର୍ତ୍ତି ସ୍ଥଳରେ ପାଳିତ ହୋଇଛି । ପ୍ରଥମେ ପ୍ରତ୍ତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ଆୟୋଜିତ ସ୍ମୃତିଚାରଣ ସଭାରେ ବରିଷ୍ଠ ଆଇନଜୀବି ଧୃବ ଚରଣ ଜେନା ପୈାରହିତ୍ୟ କରିଥିଲେ । ସେ ଦୀନବନ୍ଧୁ ସାହୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ୧୯୪୬ ରୁ ୧୯୬୧ମସିହା ପର୍ଯ୍ୟନ୍ତ ବିଧାୟକ […]

କେନ୍ଦ୍ରାପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜଣେ ମହିଳା ସରପଂଚ ଚାମେଲୀ ଓଝାଙ୍କୁ ମହାକାଳପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଏବଂ ପୋଲିସ କର୍ମଚାରୀମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବାର ପ୍ରାୟ ତିନି ମାସ ପରେ, ଜାତୀୟ ମାନବାଧିକାର କମିଶନ ମାମଲାର ତଦନ୍ତକୁ ଜୋରଦାର କରିଛି । ଏନଏଚଆରସିର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଇସାମ ସିଂହ, ଗୁଗନ ରାମ ଏବଂ ଶଶି ବାଳା ଶର୍ମାଙ୍କୁ ନେଇ ଗଠିତ ତିନି […]

ପଟ୍ଟାମୁଣ୍ଡାଇ ୪/୧୦ – ଦୀର୍ଘ ୩୫ ବର୍ଷର ଦୁଃଖ ଓ ଅନିଶ୍ଚିତତାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ନିଖୋଜ ହୋଇ ହିମାଂଚଳ ପ୍ରଦେଶରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅଳପୁଆ ପଂଚାୟତର ନନ୍ଦଲାଲପାଟଣା ଗ୍ରମାର ପ୍ରମିଳା ମଲିକ ନିଜ ଭିଟାମାଟିକୁ ଫେରିଛନ୍ତି। ହିମାଚଳ ପ୍ରଦେଶ ପ୍ରଶାସନର ମିଶନ ଅପନୋ ତକ୍‌ର ନିରନ୍ତର ପ୍ରଚେଷ୍ଟା ଏବଂ ଓଡ଼ିଶା ପୋଲିସର ଉଦ୍ୟମ ବଳରେ ଏହା ସଂମ୍ଭବ ହୋଇପାରିଛି […]

କେନ୍ଦ୍ରାପଡ଼ା,୩ା୧୦:ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ଚଉଦକୁଲାଟ ଶାଖାର ୧୭ତମ ପ୍ରତିଷ୍ଠା ଦିବସ ଦଧିବାମନଜୀଉ ସଂସ୍କୃତ ବିଦ୍ୟାଳୟ ପରିସରରେ ଗୈାରାଙ୍ଗ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ନିତ୍ୟାନନ୍ଦ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଗଠନ ସମ୍ପାଦକ କେଶବ ଚନ୍ଦ୍ର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରତ୍ୟୁଷରୁ ମହାତ୍ମାଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟ ମହାସଙ୍ଘର […]

କେନ୍ଦ୍ରାପଡା ୨ା୧୦: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯାଇଛି।ଏହି ଅବସରରେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ଅମର ତ୍ୟାଗ, ସେବା, ସତ୍ୟ, ଅହିଂସା ଓ ଦେଶପ୍ରେମର ସ୍ମୃତିଚାରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା […]

କେନ୍ଦ୍ରାପଡ଼ା,୨ା୧୦:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ତଥା କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଭୈାଗୋଳିକ ମାନ୍ୟତା ପ୍ରାପ୍ତି (ଜିଆଇ ଟ୍ୟାଗ)ର ୩ବର୍ଷ ପୂର୍ତି ଉପଲକ୍ଷେ ବନ୍ଧୁ ମିଳନ ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ଗୋପଛକ ସ୍ଥିତ କମଳ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ରାପଡା ରସାବଳୀ ମିଷ୍ଠାନ ନିର୍ମାତା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର […]

ପଟ୍ଟାମୁଣ୍ଡାଇ ୨/୧୦ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗୁରୁବାର ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ଏହି ଅବଶରରେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ନିର୍ବାହୀ ଅଧିକାରୀ ରଂଜନ ଦାଶ, ବିଭିନ୍ନ ଓାର୍ଡ କାଉନସିଲର, ପୌରଯନ୍ତ୍ରୀ, ସ୍ୱଚ୍ଛତା ବିଶେଷଜ୍ଞ, ସ୍ୱଚ୍ଛ ସାଥୀ ଓ ଅନ୍ୟାନ୍ୟ ପୌର କର୍ମଚାରୀଙ୍କ ଉପସ୍ଥିତିରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି […]

Breaking News