ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର କନକଲତା ଦାସଙ୍କ ଘରେ ଏକ ବଡ଼ଧରଣର ଚୋରୀ ହୋଇଛି । ଏ ସମ୍ପର୍କରେ କନକଲତା ଚୌଦକୁଲାଟ ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି । ଫାଣ୍ଡିରେ ହୋଇଥିବା ଏତଲା ଅନୁଯାୟୀ ଗୃହକର୍ତା କନକଲତା ଗତ ୨୫ତାରିଖ ଦିନ ନିଜ ଝିଅ ସହିତ ପୁରୀ ଧ୍ୟାମକୁ ଯାଇଥିଲେ । ଘରେ ପରିବାରଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେହି ଦିନ ରାତିରେ […]
HOME
ପଟ୍ଟାମୁଣ୍ଡାଇ ୨୮/୭ – ଗତ କିଛି ଦିନ ହେବ କ୍ରମାଗତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ସଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଅଢ଼ାଯୋଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିବା ସହ ସ୍କୁଲଟି […]
ପଟ୍ଟାମୁଣ୍ଡାଇ, ୨୮/୭ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବିଗତ କିଛି ଦିନ ହେବ ଜାରି ରହିଥିବା ଅବିରତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ୱାର୍ଡର ତଳିଆ ଅଂଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଅନେକ ଲୋକଙ୍କ ଘର ଭିତରେ ବର୍ଷା ପାଣି ପଶିଯିବା ଫଳରେ ରୋଷେଇ ଗ୍ୟାସ, ଖାଦ୍ୟସାମଗ୍ରୀ, ବିଛଣା ଓ ନିତ୍ୟବ୍ୟବହାର୍ଯ୍ୟ […]
ପଟ୍ଟାମୁଣ୍ଡାଇ ୨୮/୭ -ସମ୍ପ୍ରତି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍ର ଧୋୟାଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନେକ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ମାଟି ଧୋଇଯାଇ ଗଭୀର ଖାଲ ସୃଷ୍ଟି ହେବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ରେନକଟ ସୃଷ୍ଟି ହେବାରୁ ମାଟିଧାସି ଏକ ବିଶାଳ ବରଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରିଛି।ପ୍ରବଳ ବର୍ଷା ପ୍ରଭାବରେ ରାସ୍ତାପାର୍ଶ୍ଵ ମାଟିଧସିଯାଇ ବଡ ବଡ […]
କେନ୍ଦ୍ରାପଡ଼ା,୨୭ା୭: ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏହାର କାର୍ଯ୍ୟାଳୟର ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଏକାଦଶତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଥିବା ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ହେମନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ […]
केंद्रापडा, 27:7: गौ सम्मान अभियान का दूसरा चरण पूरा हो गया है। 25 जुलाई को तक देश के 790 जिलों में राष्ट्रपति, प्रधानमंत्री, राज्यपाल और मुख्यमंत्री को 15 करोड़ से ज़्यादा साइन वाली पिटीशन सौंपी गई थी। इसमें पिटीशन के ज़रिए सरकार से 30 से ज़्यादा मांगें की गई हैं, […]
କେନ୍ଦ୍ରାପଡ଼ା,୨୬ା୭:ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୋମବାର ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ ବଙ୍ଗୋପସାଗରର ଉତ୍ତର ପଶ୍ଚିମରେ ଲଘୁଚାପ ଘନୀଭୂତ ହୋଇଥିବାରୁ ବିଭିନ୍ନ ସ୍ଥାନ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଗାମୀ କାଲି ସୋମବାର ପ୍ରବଳରେୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା […]
କେନ୍ଦ୍ରାପଡ଼ା,୨୬ା୭:ତୁଳସୀକ୍ଷେତ୍ରରେ ଶେଷ ହୋଇଛି ଘୋଷ ଯାତ୍ରା। ଘୋଷଯାତ୍ରାର ଶେଷ ଦିବସରେ ରଥ ଉପରେ ସିଦ୍ଧ ବଳଦେବଜୀଉଙ୍କ ରଘୁନାଥ ବେଶ ହୋଇଛି। ଏହାପରେ ଶ୍ରୀବଳଦେବଜୀଉ ନିଳାଦ୍ରୀ ବିଜେ କରିଛନ୍ତି। ରଥଯାତ୍ରାର ଶେଷ ଦିବସରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଘୁନାଥ ବେଶରେ ଦର୍ଶନ କରିବା ପାଇଁ ତୁଳସୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରୂପା ଅଳଙ୍କାରରେ ସ୍ୱତନ୍ତ୍ର ଭାବେ ଶ୍ରୀବଳଦେବଜୀଉ, ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସଜ୍ଜିତ କରାଯାଇଥିଲା। ଏହି ଦୁର୍ଲ୍ଲଭ […]
କେନ୍ଦ୍ରାପଡ଼ା/ମହାକାଳପଡ଼ା , ୨୫.୦୭.- ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (AGEY) ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଏକ ଗ୍ରାମୀଣ ପରିବହନ ଗାଡ଼ିର ଶୁଭାରମ୍ଭ ଆଜି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼ି ପଞ୍ଚାୟତର ରଥଦାଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ପତାକା ଦେଖାଇ ଏହି ଗାଡ଼ିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମହାକାଳପଡ଼ା […]
କେନ୍ଦ୍ରାପଡ଼ା,୨୫ା୭:ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ପବିତ୍ର ରଥ ଦାଣ୍ଡରେ ଆଗନ୍ତୁକ ଭକ୍ତମାନଙ୍କ ପାଇଁ ସେବା କାର୍ଯ୍ୟ କରାଯାଇଛି। ପ୍ରସାଦ ବିତରଣ ସହିତ ପାନୀୟଜଳ ବଣ୍ଟନ କରା ଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଆଳି ରାଜା ବ୍ରଜସୁନ୍ଦର ଦେବ ଉଦ୍ଘାଟନ କରି ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରିଥିଲେ। ତତ୍ସହିତ ମହାସଂଘର ସ୍ମରଣିକା ‘ଅସୀ ଓ ମସି’କୁ ଉନ୍ମୋଚନ କରିଥିଲେ। ସଂଘର ସଭାପତି ଶରତ କୁମାର […]

