କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବ୍ୟକ୍ତି ଜଣଙ୍କ ଶାରୀରିକ ସମ୍ପର୍କ ରଖିବା ସହିତ ଜାଗା କିଣାଇ ଦେବା ବାହାନାରେ ୧୪ ଳକ୍ଷ ଟଙ୍କା ନେଇଥିଲେ । ପୁଅ ବାହାଘର ସରିବା ପରେ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ହେଲେ ମହିଳାଙ୍କୁ ବିବାହ କଲେ ନାହିଁ କି ତାଙ୍କ ଟଙ୍କା ଫେରାଉ ନାହାଁନ୍ତି। ଓଲଟା ମହିଳାଙ୍କୁ ଜୀବନରୁ ମାରିଦେବେ ବୋଲି […]

ପଟ୍ଟାମୁଣ୍ଡାଇ ୧୧/୧୧ – ପଟ୍ଟାମୁଣ୍ଡାଇ ବାଇପାସ ନିକଟ ମୁଖ୍ୟ କେନାଲରେ ମଙ୍ଗଳବାର ରାତିରେ ଏକ କୁମ୍ଭୀର ଭାସୁ ଥିବା ନେଇ କେତେକ ଲୋକ ଦେଖୁବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ କେନାଲ ନିକଟରେ ଲୋକଙ୍କ ଭିଡ଼ ଜମି ଥିଲା । ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ସରଜମିନ ଅନୁଧ୍ୟାନ କରିଥିଲେ । ମାତ୍ର ଲୋକଙ୍କ ଗହଳି […]

भारत में, प्रत्येक राज्य विधानसभा में विधायकों की संख्या राज्य की जनसंख्या और क्षेत्रफल के आधार पर निर्धारित होती है। ये विधायक अपने निर्वाचन क्षेत्र की जनता का प्रतिनिधित्व करते हैं और विधानसभा सत्र में अपने क्षेत्र की समस्याओं को प्रस्तुत करके राज्य सरकार की नीति और कानून निर्माण में […]

ଭାରତରେ, ପ୍ରତ୍ୟେକ ରାଜ୍ୟର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ରାଜ୍ୟର ଜନସଂଖ୍ୟା ଏବଂ କ୍ଷେତ୍ରଫଳ ଆଧାରରେ ନିର୍ଣ୍ଣୟ କରାଯାଏ। ଏହି ବିଧାୟକମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରନ୍ତି ଏବଂ ନିଜ ଅଂଚଳର ସମସ୍ୟା ବିଧାନସଭା ଅଧିବେଶନରେ ଆଗତ କରନ୍ତିା ରାଜ୍ୟ ସରକାରଙ୍କ ନୀତି ଏବଂ ଆଇନ ପ୍ରଣୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେହିପରି ଏକ ସଂସଦୀୟ କ୍ଷେତ୍ରରେ ମଧ୍ୟ ଜଣେ ସାଂସଦ ନିଜ ଅଂଚଳର ସମସ୍ୟା ସଂସଦରେ ଆଗତ […]

ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୪ତମ ବୋଇତବନ୍ଦାଣ ଉତ୍ସବ ପାଳିତ ପଟ୍ଟାମୁଣ୍ଡାଇ ୧୫/୧୧ – ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୪ତମ ବୋଇତବନ୍ଦାଣ ଉତ୍ସବ ବୁଧବାର କଷଣଅଂଟା ବ୍ରାହ୍ମଣୀ ନଦୀ ପଠାରେ ବହୁ ଉତ୍ସାହ ଓ ଉଦ୍ଧିପନା ଭିଜରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ତହସିଲଦାର ଦିଲ୍ଲିପ […]

प्राचीन उत्कल या कलिंग का ब्यापारी इतिहास भारतीय नौबणिज्य इतिहास के पन्नों में एक विशिष्ट स्थान रखता है। यह स्मरणीय और प्रसिद्ध नौबणिज्य परंपरा जितनी मनोरम है, उतनी ही भावपूर्ण, मनोरंजक, मनोरम और रोमांचक भी है। वे बीते ज़माने के थे, जब साहसी कलिंग साधव युबाकने समुद्री यात्राओं और व्यापार […]

  ଭାରତୀୟ ନୈାବାଣିଜ୍ୟ ଇତିହାସ ପୃଷ୍ଠାରେ ପ୍ରାଚୀନ ଉତ୍କଳ ବା କଳିଙ୍ଗ ଅଥବା ଆଧୁନିକ ଓଡିଶାର ନୈାବାଣିଜ୍ୟ ଅଧ୍ୟାୟ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଅଛି। ଏହି ସ୍ମରଣୀୟ ବିଦ୍‌ଗଧ ନୈାଯାତ୍ରା ପରମ୍ପରା ଯେତିକି ଆବେଗୟମୟ, ଆମୋଦଜନକ, ସେତିକି ମନମୁଗ୍ଧକର ଓ ରୋମାଂଚକର। ଅତୀତର ସେହି ଦିନଗୁଡିକ ଥିଲା, ଯେତେବେଳେ କଳିଙ୍ଗ ସାଧବ ପୁଅର ଦୁଃସାହସିକତା ସମୁଦ୍ର ଯାତ୍ରା ସହିତ ବାଣିଜ୍ୟ ମାଧ୍ୟମରେ ଏସୀୟ ରାଷ୍ଟ୍ରଗୁଡିକ ସହିତ ନିଜମାଟିର ସାଂସ୍କୃତିକ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଚଂଳରେ ବିଷାକ୍ତ ନିଶାଦ୍ରବ୍ୟ ହିରୋଇନ୍ ଚାଳାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୦ ଗ୍ରାମର ବ୍ରାଉନ ସୁଗାର ସହ ଏକ ମାରୁତି ଡିଜେଆର କାର ଜବତ କରିଛି । ଏହି ଘଟଣାରେ ୨ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଆଉ ଜଣେ ଗାଡିରୁ ଡେଇଁ ପଳାଇ ଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ […]

पट्टामुन्डाई 31/10- वन विभाग ने शुक्रवार को केंद्रपाड़ा ज़िले के पट्टामुंन्डाई नगर पालिका अंतर्गत अलभा गाँव के एक तालाब से 10 फुट लंबे मगरमच्छ को बचाया। गाँव के तालाब में मगरमच्छ को तैरता देख लोगों ने वन विभाग को सूचना दी। वन विभाग की टीम ने गाँव पहुँचने के बाद […]

ପଟ୍ଟାମୁଣ୍ଡାଇ ୩୧/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇଆଇସି ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ନେଇଥିବା ବେଳେ ବିଭିନ୍ନ ସ୍କୁଲ କଲେଜ ଛାତ୍ରୀଛାତ୍ର ଶିକ୍ଷୟତ୍ରୀ ଶିକ୍ଷକ ସାମିଲ ହୋଇଥିଲେ । ପରେ ଆଇଆଇସି ବାରିକ ଚନ୍ଦନନଗର ଓ ଶାଶନ ହାଇସ୍କୁଲ ପରିସରରେ ଛାତ୍ରୀଛାତ୍ର ମାନଙ୍କ […]

Breaking News