କାରଗିଲ ସହିଦ୍ ଓ ବଳଙ୍ଗା ଆରୋଗ୍ୟ ପାଇଁ ଜନଶକ୍ତି ପାର୍ଟିର କ୍ୟାଣ୍ଡେଲ ଯାତ୍ରା

blank
କେନ୍ଦ୍ରାପଡ଼ା, ୨୬/୭- କେନ୍ଦ୍ରାପଡା ଜନଶକ୍ତି ପାର୍ଟିର ତିନିମୁହାଣୀ ଶହିଦ ସ୍ତମ୍ଭ ନିକଟରେ ଶହିଦ୍‌ଙ୍କ ଅମର ଆତ୍ମା ଏବଂ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଶହିଦ୍ ଏବଂ ଦେଶପାଇଁ ସର୍ମପିତ ଆତ୍ମାଙ୍କ ଉଦ୍ଦେଶ୍ୟରେ ତଥା ପୁରୀ ଜିଲ୍ଲାର ବଳଙ୍ଗା ଅଗ୍ନୀରେ ପୋଡିହୋଇ ଦ୍ୱିଲ୍ଲୀରେ ଚିକିତ୍ସିତ ହେଉଥିବା ଛାତ୍ରୀର ଆରୋଗ୍ୟ କାମନା କରି ରାଜ୍ୟ ଜନଶକ୍ତି ପାର୍ଟିର୍ ସଭାପତି ବରିଷ୍ଟ ଆଇନଜୀବୀ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ମହାଦେବ ସେନା ସଭାପତି ଧନେଶ୍ୱର ଦାସ, ଯାଜପୁର ଜିଲ୍ଲା ପ୍ରଭାରୀ ମନୋଜ ମଲ୍ଲିକ, ମନ୍ମଥ ସାହୁ, ଅଶୋକ ରାଉତ, ଅନନ୍ତ ବେହେରା, ବାବୁଲି ପଣ୍ଡା, ବରିଷ୍ଟ ଆଇନଜୀବୀ ମୋହନ ମହନ୍ତ, ମନୋଜ ବସନ୍ତିଆ, ଅନନ୍ତ ନାୟକ, ନେତା ବସନ୍ତ ଦାସ, ଯୋଗେସ୍ ଚନ୍ଦ୍ର ଦାସ, ସାଗର ଜେନା, ଉଦ୍ଧବ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦେଶ ମାତୃତାର ସେବା କରି ଶହିଦ୍ ହୋଇଥିବା ଜବାନଙ୍କୁ ସର୍ବଦା ମନେରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଓ ଦେଶରକ୍ଷା ନିମନ୍ତେ ଅବଦାନ ଅତୁଳନୀୟ । ଶ୍ରୀ ଦାଶ ଦେଶପାଇଁ ବଳୀଦାନ ଦେଇଥିବା ସୈନିକ ପାଇଁ ସମସ୍ତ ନାଗରିକ ଏହି ଦିନ ମନେରଖିବା କର୍ତ୍ତବ୍ୟ ସଦୃଶ ।

Next Post

ଓଡିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତିର ଜିଲ୍ଲା କନ୍‌ଭେନସନ

Sat Jul 26 , 2025
କେନ୍ଦ୍ରାପଡା,୨୬ା୭: ବାରିମୂଳ ପଞ୍ଚାୟତ ହାଇସ୍କୁଲ ପରିସରରେ ଓଡିଶା ସ୍କୁଲ-କଲେଜ ଶିକ୍ଷକ ସମନ୍ୱୟ ସମିତିର କେନ୍ଦ୍ରାପଡା ଜିଲ୍ଲା କନ୍‌ଭେନସନସ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସ୍କୁଲ କଲେଜ ଶିକ୍ଷକ କର୍ମଚାରୀମାନଙ୍କର ବିଭିନ୍ନ ଦାବିନେଇ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ପ୍ରାରମ୍ଭିକ ସୁଚନା ପ୍ରଦାନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading