ଲ’କଲେଜ କଲୋନୀ ମୁକ୍ତେଶ୍ୱର ଶିବ ମନ୍ଦିର ପରିଚାଳନା କମିଟି ଗଠିତ

blank
କେନ୍ଦ୍ରାପଡ଼ା,୧୭ା୬ : ଆଇନ ମହାବିଦ୍ୟାଳୟ କଲୋନୀ ସ୍ଥିତ ମୁକ୍ତେଶ୍ୱର ଶିବ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ମୁକ୍ତେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ଭାବେ ବସନ୍ତ କୁମାର ଜେନା, ଉପସଭାପତି ଭାବେ ଉଦୟନାଥ ସାହୁ, ସମ୍ପାଦକ ଭାବେ ଡ. ପ୍ରଭାକର ମଲ୍ଲିକ, କମିଟି ସଦସ୍ୟ ଭାବେ ଡ. ସ୍ମୃତିରଞ୍ଜନ ବେହେରା, ଫକିର ରାଉତ, ସତ୍ୟପ୍ରିୟ ପରିଡା, ବିଜୟ କୁମାର ନାୟକ, ଭଞ୍ଜ କିଶୋର ଜେନା, ନରେନ୍ଦ୍ର ନାଥ ମହାରଣା, ସତ୍ୟପ୍ରିୟ ମହାନ୍ତି, ପ୍ରତାପ କୁମାର ମହାପାତ୍ର, ରଞ୍ଜନ କୁମାର ସାମନ୍ତରାୟ, ବସନ୍ତ କୁମାର ବରାଳ, ଅଶୋକ କୁମାର ମହାପାତ୍ର, ବିଚିତ୍ର କୁମାର ନାୟକ, ଶୁସାନ୍ତ କୁମାର ସେଠୀଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ପଟ୍ଟାମୁଣ୍ଡାଇ ପୌର ପରିଷଦରେ ବିକାଶ ରଥ ଉଦଘାଟିତ

Tue Jun 17 , 2025
ପଟ୍ଟାମୁଣ୍ଡାଇ ତା ୧୭/୬- ରାଜ୍ୟ ବିଜେପି ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ପରିକ୍ରମା କରିଥିବା ବିକାଶ ରଥ ପଟ୍ଟାମୁଣ୍ଡାଇ ବ୍ଲକ ପରେ ଆଜି ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଉଦଘାଟିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ପତାକା ଦେଖାଇ ରଥ କୁ ଉଦଘାଟନ କରି ସରକାରଙ୍କ ବିଭିନ୍ନ ବିକାଶ ଯୋଜନାକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ ।ଏହି ଉଦଘାଟନ ଉତ୍ସବରେ ପୌର ପରିଷଦ ନିର୍ବାହୀ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading