କେନ୍ଦ୍ରାପଡ଼ା,୨୬ା୭:ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ବସପୁରଗ୍ରାମସ୍ଥିତ ଦିଲ୍ଲିପ କୁମାର ନାୟକଙ୍କ ଘରେ ପହଞ୍ଚି ତାଙ୍କ ଝିଅ ତଥା କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ବିଜ୍ଞାନ ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ନାୟକଙ୍କୁ […]

କେନ୍ଦ୍ରାପଡା,୨୬ା୭: ବାରିମୂଳ ପଞ୍ଚାୟତ ହାଇସ୍କୁଲ ପରିସରରେ ଓଡିଶା ସ୍କୁଲ-କଲେଜ ଶିକ୍ଷକ ସମନ୍ୱୟ ସମିତିର କେନ୍ଦ୍ରାପଡା ଜିଲ୍ଲା କନ୍‌ଭେନସନସ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସ୍କୁଲ କଲେଜ ଶିକ୍ଷକ କର୍ମଚାରୀମାନଙ୍କର ବିଭିନ୍ନ ଦାବିନେଇ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ପ୍ରାରମ୍ଭିକ ସୁଚନା ପ୍ରଦାନ […]

କେନ୍ଦ୍ରାପଡ଼ା, ୨୬/୭- କେନ୍ଦ୍ରାପଡା ଜନଶକ୍ତି ପାର୍ଟିର ତିନିମୁହାଣୀ ଶହିଦ ସ୍ତମ୍ଭ ନିକଟରେ ଶହିଦ୍‌ଙ୍କ ଅମର ଆତ୍ମା ଏବଂ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଶହିଦ୍ ଏବଂ ଦେଶପାଇଁ ସର୍ମପିତ ଆତ୍ମାଙ୍କ ଉଦ୍ଦେଶ୍ୟରେ ତଥା ପୁରୀ ଜିଲ୍ଲାର ବଳଙ୍ଗା ଅଗ୍ନୀରେ ପୋଡିହୋଇ ଦ୍ୱିଲ୍ଲୀରେ ଚିକିତ୍ସିତ ହେଉଥିବା ଛାତ୍ରୀର ଆରୋଗ୍ୟ କାମନା କରି ରାଜ୍ୟ ଜନଶକ୍ତି ପାର୍ଟିର୍ ସଭାପତି ବରିଷ୍ଟ ଆଇନଜୀବୀ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ମହାଦେବ ସେନା ସଭାପତି ଧନେଶ୍ୱର ଦାସ, […]

ପଟ୍ଟାମୁଣ୍ଡାଇ ୨୬/୭- କେନ୍ଦ୍ରାପଡ଼ା ଜିଲ୍ଲାର ୨ୟ ବୃହତମ କଲେଜ ପଟ୍ଟାମୁଣ୍ଡାଇ କଲେଜକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରିବାକୁ କଲେଜ ଆଇକ୍ୟୁଏସି ବୈଠକରେ ଶପଥ ନିଆଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦୁଃଶାସନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ସଂଯୋଜକ ଅଧ୍ୟାପକ ସୁଭାଶିଷ ମିଶ୍ର ଚଳିତ ଶିକ୍ଷା ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତାବ ଓ ବଜେଟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ରାଷ୍ଟୀୟ ଓ ରାଜ୍ୟସ୍ତରୀୟ ସଂପାନ, ଶିକ୍ଷକ […]

ପଟ୍ଟାମୁଣ୍ଡାଇ ୨୬/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳଦେଇ ପ୍ରବାହୀତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବଡ ଧରଣର ବନ୍ୟା ଆସିବା ଫଳରେ ଧୋୟାଂଚଳରେ କ୍ଷୟକ୍ଷତି ସାଙ୍ଗକୁ ବ୍ୟାପକ ଫସଲହାନୀ ଘଟିଛି । ବନ୍ୟା ଯୋଗୁଁ ରାସ୍ତାଘାଟ କ୍ଷତିଗସ୍ତ ହୋଇଥିବା ବେଳେ ବହୁ ସ୍ଥାନରେ କଲଭଟ୍ଟ ଧସି ଯାତାୟତରେ ବାଧାପ୍ରାପ୍ତ କରୁଛି । କେନ୍ଦ୍ରାପଡା ନୂର୍ତନ ଜିଲାପାଳ ରଘୁରାମ ଆର. ଆୟାର ଶନିବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବନ୍ୟା ପରବର୍ତୀ […]

ପଟ୍ଟାମୁଣ୍ଡାଇ ୨୬/୭ –ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ମଦନପୁର ଛକ ଠାରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଧକ୍କାରେ ଦୁଇ ସ୍କୁଟି ଆରୋହୀ ଶଳା ଭିଣୋଇଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ବଳଭଦ୍ରପୁର ଗ୍ରାମର ସମାଜୀକକର୍ମୀ ସରୋଜ ଧଳ (୫୭) ଓ ତାଙ୍କ ଶଳା ରାଜନଗର ବ୍ଲକ ନଗଡ ଗ୍ରାମର ଲମ୍ବୋଧର ପ୍ରଧାନ (୪୫) ବୋଲି ଜଣା ପଡିଛି । ପ୍ରତିବାଦରେ […]

ବୀମା ଦାଖଲ ସମୟ ସୀମା ବୃଦ୍ଧି ପାଇଁ ଦାବି ପଟ୍ଟାମୁଣ୍ଡାଇ ୨୫/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଆସନ୍ତା ୩୧ ତାରିଖ ଗୁରୁବାର ଏହି ଫସଲ ପଞ୍ଜୀକରଣ ଅବଧି ସରିଯିବ। ଅନ୍ୟପକ୍ଷରେ ଫସଲ ବିମା ୱେବ ପୋର୍ଟାଲ ବହୁ ସମୟଧରି ଖୋଲୁନାହିଁ । ଫଳରେ ଚାଷୀ ପଞ୍ଜୀକରଣ କରିପାରି ନ ପାରି ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଏହି ଅବଧି […]

କେନ୍ଦ୍ରାପଡ଼ା,୨୫ା୭ : ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କମିଟି ସଭାପତି ବରିଷ୍ଠ ଆଇନିଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ପରାମର୍ଶ କ୍ରମେ କମିଟି ସାଧାରଣ ସମ୍ପାଦକ ଆଇନିଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଂଯୋଜକ ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଧିରେନ୍ଦ୍ର ଦାସ, ଗୋଲଖ ପରିଡା, ନିରଞ୍ଜନ ବଳ, ଅକ୍ଷୟପ୍ରିୟ ଦାସ, ଗବେଷକ ନିରଞ୍ଜନ ମେକାପ, ଉପଦେଷ୍ଟା […]

କେନ୍ଦ୍ରାପଡ଼ା,୨୫ା୭:ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ର ତେଜ ତନ୍ମୟ ୨ୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ପାଇଁ ଗୈାରବ ଆଣି ଦେଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ବିଜୟକେତନ ଉପାଧ୍ୟାୟ, ସାହିତ୍ୟ […]

ଋଣ ଛାଡ଼ ସହ ମାଗଣାରେ ସାର ବିହନ ଯୋଗାଇବାକୁ ଦାବୀ ପଟ୍ଟାମୁଣ୍ଡାଇ ତା ୨୩.୭-ଚଳିତବର୍ଷ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ କ୍ଷୟକ୍ଷତି ସାଙ୍ଗକୁ ବ୍ୟାପକ ଫସଲହାନୀ ଘଟିଛି । ବନ୍ୟା ଯୋଗୁଁ ରାସ୍ତାଘାଟ କ୍ଷତିଗସ୍ତ ହୋଇଥିବା ବେଳେ ସ୍କୁଲ କଲେଜରେ ପାଣି ପଶି ବହୁତ କିଛି ନଷ୍ଟ କରିଛି ।  ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ଚାଷଜମି […]

Breaking News