କେନ୍ଦ୍ରାପଡ଼ା,୨୪ା୩ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଟ୍ରଷ୍ଟ ପକ୍ଷରୁ ଗରୀବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଅରୁଣ ପ୍ରତାପ ଦାସ, ଶାରଦାକାନ୍ତ ଦାସ ଓ ଭୁବନମୋହନ ଦାସ ପ୍ରମୁଖ ଅନୁଗୁଳର ହାକିମପଡାସ୍ଥିତ ବାଜିରାଉତ ଛାତ୍ରାବାସରେ ପହଞ୍ଚି […]

କେନ୍ଦ୍ରାପଡ଼ା,୨୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ମାଗୁରାଗଣ୍ଡପାଟଣା ମୁଣ୍ଡାବସ୍ତିରେ ଏକ ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ବହୁ ବର୍ଷ ଧରି ସେଠାରେ ପାନୀୟ ଜଳର ଅଭାବ ଯୋଗୁଁ ମୁଣ୍ଡାବସ୍ତିର ଲୋକମାନେ ୨/୩ କିଲୋମିଟର ଦୂରକୁ ଯାଇ ପାନୀୟ ଜଳ ଆଣୁଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତିଙ୍କ ପ୍ରଚେଷ୍ଟାରେ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି […]

କେନ୍ଦ୍ରାପଡ଼ା,୨୪ା୩: ନିଖୋଜ ଛାତ୍ର ମୃତ୍ୟୁ ଘଟଣାରେ ସଦର ଥାନା ପୋଲିସ ୨ଜଣଙ୍କୁ ଧରି ଆଣି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଗତ ୨୦ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବଳରାମପୁର ନିକଟ ଲୁଣା ନଦୀରେ ଜଣେ ଛାତ୍ରଙ୍କ ଶବ ଭାସୁଥିବା ଅବସ୍ଥାରେ ପୋଲିସ ଜବତ କରିଥିଲା। ମୃତ ଛାତ୍ର ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତ ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ ପୁଅ ଆୟୁଷ୍ମାନ ଓରଫ […]

କେନ୍ଦ୍ରାପଡ଼ା,୨୩ା୩ : ସମାଜର ଦୃଷ୍ଟିଶକ୍ତି ପାଲଟିଛି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରରେ ଥିବା ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର। ଏହି କେନ୍ଦ୍ରର ଉଦ୍ୟମ ଦ୍ୱାରା ହଜାର ହଜାର ଦୃଷ୍ଟିହୀନ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରି ପାଇଛନ୍ତି। ଦୃଷ୍ଟିଶକ୍ତି ଫେରି ପାଇବା ପରେ ଦୁନିଆକୁ ସ୍ୱଚକ୍ଷୁରେ ଦେଖିବାର ଅଦ୍ୱିତୀୟ ସୁଯୋଗ ପାଇଛନ୍ତି ଅନେକ ଦୃଷ୍ଟିହୀନ। ଦୃଷ୍ଟିଶକ୍ତି ଫେରି ପାଇଥିବା ବ୍ୟକ୍ତିମାନେ ଅନୁଷ୍ଠାନର ମୁଖ୍ୟ ଡା. ସରୋଜ କୁମାର […]

କେନ୍ଦ୍ରାପଡ଼ା, ୨୩ା୩: ଓଡିଶାରେ ନାରୀ ନିର୍ଯ୍ୟାତନା, ସ୍କୁଲ/କଲେଜର ଛାତ୍ରୀମାନଙ୍କୁ ଯୈାନ ଶୋଷଣ ଓ ନାରୀ ସୁରକ୍ଷା ଦିଗରେ ବିଜେପି ସରକାରଙ୍କ ଲଗାମହୀନ ଅବନ୍ନତି ବିରୋଧରେ ଠୋସ ପଦକ୍ଷେପ ଗ୍ରହଣ ଦାବିରେ ମାର୍ଚ୍ଚ ୨୭ତାରିଖରେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାରୁ ଅନ୍ୟୁନ ଦୁଇ ହଜାର କଂଗ୍ରେସ କର୍ମୀ ଯୋଗଦେବେ। ଏଥି ନିମନ୍ତେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସର ସଂଯୋଜକ ପ୍ରଫୁଲ୍ଲ […]

କେନ୍ଦ୍ରାପଡ଼ା,୨୩ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ଜନଗହଳିପୂର୍ଣ୍ଣ ସ୍ଥାନରେ ଏକ ଶ୍ମଶାନ ନିର୍ମାଣକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଶ୍ମଶାନ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଠିକାଦାରଙ୍କୁ ମହିଳାମାନେ ବିରୋଧ ଥିଲେ। ଫଳରେ ଠିକାଦାର ଓ ତାଙ୍କ ସହଯୋଗୀମାନେ ସ୍ଥାନ ଛାଡି ପଳାଇଥିଲେ। ଏ ନେଇ ସଦର ଥାନାରେ ଉଭୟ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ମହିଳାମାନେ କହିଛନ୍ତି ଯେଉଁ ସ୍ଥାନରେ ଶ୍ମଶାନ ନିର୍ମାଣ ହେବା ପାଇଁ ଠିକାଦାର କାମ ଆରମ୍ଭ […]

କେନ୍ଦ୍ରାପଡ଼ା,୨୩ା୩: ସଂସ୍କୃତି ଭବନରେ ଚାଲିଥିବା ପଞ୍ଚମ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ରବିବାର ୫ଟି ଅଧିବେଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାହିତ୍ୟିକମାନେ ଯୋଗ ଦେଇ ବୈାଦ୍ଧିକ ଚର୍ଚ୍ଚା କରିଥିଲେ। ‘କାହାଣୀହୀନ ଜୀବନ ଓ କାହାଣୀ ପରି ଗପ’ ଅଧିବେଶନରେ ରବି ସ୍ୱାଇଁ, ଗିରିଶ ଚନ୍ଦ୍ର ସାହୁ, ଅର୍ଣ୍ଣପୂର୍ଣ୍ଣା ମହାନ୍ତି ଓ ଅମରେଶ […]

ଉତ୍କଳମଣି ଯୁବକ ସଂଘ ପକ୍ଷରୁ ବିଶ୍ୱ ଜଳ ଦିବସ ୨୦୨୫ ବିଶ୍ୱ ଜଳ ଦିବସ ୨୦୨୫ ଉପଲକ୍ଷେ ମୋ ଭାରତ ନେହେରୁ ୟୁବା କେନ୍ଦ୍ର କେନ୍ଦ୍ରାପଡ଼ା ଏବଂ ଉତ୍କଳମଣି ଯୁବକ ସଂଘ ମିଳିତ ଉଦ୍ୟମରେ ଶନିବାର ଗୁଣୁପୁର ସରସ୍ୱତି ସେବା ସଂଗଠନ ଗୁଣୁପୁର ଠାରେ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ ବେହେରା ଓ ଜାତୀୟ […]

ପଟ୍ଟାମୁଣ୍ଡାଇ ତା ୨୨/୩- ଓଡିଶାର ବିଶିଷ୍ଟ ସମାଜସେବିକା, ମୟୀୟସୀ ମହିଳା ଦିବଙ୍ଗତା ଡା ସୁଚାରୁହାସିନୀ ପାତ୍ରଙ୍କ ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସ ଠାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଜେବି କଲେଜ ପ୍ରଫେସର ନିତ୍ୟାନନ୍ଦ ସାହୁ, ବିଧାୟକ ଧ୍ରୁବ ସାହୁ, […]

କେନ୍ଦ୍ରାପଡ଼ା, ୨୨ା୩: ପଞ୍ଚମ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ-୨୦୨୫ ଶନିବାର ଠାରୁ ଜିଲ୍ଲା ସଂସ୍କୃତି ଭବନରେ ଆରମ୍ଭ ହେଇଛି। କେନ୍ଦ୍ରାପଡ଼ା ଡେଭଲପମେଣ୍ଟଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ ସହଯୋଗରେ ଆୟୋଜିତ ଏହି ଉତ୍ସବ ଦୁଇ ଦିନ ଧରି ଚାଲିବ। ଉଦଘାଟନୀ ଉତ୍ସବରେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଡ. ରାମଚନ୍ଦ୍ର ବେହେରା, ଅଧ୍ୟାପକ ବିଶ୍ୱରଞ୍ଜନ ଓ ଡ. ଜୟନ୍ତ କୁମାର ବିଶ୍ୱାଳ ଯୋଗ ଦେଇଥିଲେ। କେମର ସଭାପତି ଅକ୍ଷୟ ପାଣି […]

Breaking News

error:Content is protected !!