ଶପଥ ନେଲେ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା

blank
କେନ୍ଦ୍ରାପଡ଼ା,୨ା୪: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନେ ବୁଧବାର ଅପରାହ୍ନରେ ଓକିଲ ସଙ୍ଘ କାର୍ଯ୍ୟାଳୟରେ ଶପଥ ଗ୍ରହଣ କରିଛନ୍ତି। ସଙ୍ଘର ନବ ନିର୍ବାଚିତ ସଭାପତି ଗୋବର୍ଦ୍ଧନ ରାଉତ, ଉପସଭାପତି ଭାବେ ହାଡିବନ୍ଧୁ ସିଂ, ସମ୍ପାଦକ ନୃସିଂହ ଚରଣ ରାଉତ, ସହ ସମ୍ପାଦକ ମମତାମୟୀ ସାମଲ, କୋଷାଧ୍ୟକ୍ଷ ବିଭୂତିଭୂଷଣ କର, ପରିଚାଳନା ପରିଷଦ ସଦସ୍ୟ ହରି କର ଓ ରେଣୁବାଳା ସାମଲ ପ୍ରମୁଖ ଶପଥପାଠ କରିଥିଲେ। ଆଇନଜୀବୀ ସଞ୍ଜୟ ପତ୍ରୀ କର୍ମକର୍ତ୍ତାମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଧ୍ରୁବ ଚରଣ ଜେନା, ଭୀମସେନ ଭୂୟାଁ, ନିହାର ମହାପାତ୍ର, ଗଗନବିହାରୀ ଜେନା, ବଳଦେବ ପ୍ରସାଦ ସାମନ୍ତରାୟ, ଗୈାର ପ୍ରସାଦ ମହାପାତ୍ର, ଧିରେନ ସାହୁ, ନିତ୍ୟାନନ୍ଦ ସ୍ୱାଇଁ, ପ୍ରଭାତ ଅଧିକାରୀ, ସରୋଜରାଜ ସିଂହ ପ୍ରମୁଖ ଶତାଧିକ ଉପସ୍ଥିତ ଥିଲେ।

Next Post

କେନ୍ଦ୍ରାପଡାର ନୃତ୍ୟ ଗ୍ରୁପ୍ ଆନ୍ଧ୍ରରେ ସମ୍ବର୍ଦ୍ଧିତ

Wed Apr 2 , 2025
କେନ୍ଦ୍ରାପଡା,୨ା୪: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ “ଉତ୍କଳ ସାଂସ୍କୃତିକ ସମାଜ” ଦ୍ୱାରା ଆୟୋଜିତ ଉତ୍କଳ ଦିବସ ଉତ୍ସବରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଏବଂ ଶ୍ରୀବଳଦେବଜୀଉ ଡ୍ୟାନ୍ସ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ୍ କଲ୍‌ଚର (Dance Academy of Drama and Culture)ଓଡିଶା ସରକାରଙ୍କ ଦ୍ୱାରା ପ୍ରେରିତ ହୋଇ ଆକର୍ଷଣୀୟ ଓଡିଶୀ ନୃତ୍ୟ ଓ ପଲ୍ଲୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡାର ଗୌରବ ବୃଦ୍ଧି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading