କେନ୍ଦ୍ରାପଡ଼ା,୨୩ା୯:ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ ଦୁନୀତି ନିବାରଣ ବିଭାଗ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ଶ୍ରୀ ମଲ୍ଲିକଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କେନ୍ଦ୍ରାପଡ଼ା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ନେଇଥିଲେ। ପରେ ତାଙ୍କୁ କଟକସ୍ଥିତ ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟାଳୟକୁ ନେଇଥିଲେ। ଶ୍ରୀ ମଲ୍ଲିକଙ୍କୁ […]

ପଟ୍ଟାମୁଣ୍ଡାଇ ତା ୨୩/୯- ପଟ୍ଟାମୁଣ୍ଡାଇ ପୌର ପରିଷଦରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।  ଏହି କାର୍ଯ୍ୟକ୍ରମ ଗତ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ ।  ଏହି କାର୍ଯ୍ୟକ୍ରମର ୭ମ ଦିବସରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଏକ ଜନସଚେତନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।  ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁଙ୍କ ନିର୍ଦେଶରେ ପୌର ପରିଷଦ […]

ପଟ୍ଟାମୁଣ୍ଡାଇ ତା ୨୩/୯- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ପେଡ ମା କେ ଲିୟେ -୨କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମକୁ ସଂସାରଫଳ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ ଉଦଘାଟନ କରିଥିଲେ ।  ଏଇ ଅବସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଂସାରଫଳ ପଂଚାୟତ ପି ଇ ଓ ତପନ ପ୍ରଧାନ, ଏ ଡି ଇ ଓ ଦୀପ୍ତି […]

ପଟ୍ଟାମୁଣ୍ଡାଇ ୨୩/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ବ୍ଲକ ଜିପିଏଲଏଫ ସଂଘ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଧାରଣାରେ ବ୍ଲକ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ର ମହିଳା କର୍ମଚାରୀମାନେ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି […]

ପଟ୍ଟାମୁଣ୍ଡାଇ ତା ୨୩/୯- ସମ୍ପ୍ରତି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଏମ ଏନ ହାଇସ୍କୁଲର ୪ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ, ସହକାରୀ ଶିକ୍ଷକ ଅଶୋକ ଦାଶ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ ଦାଶ, ଅଭିଭାବକ ସଂଘ ସଭାପତି ଗୋପୀନାଥ ତ୍ରିପାଠୀ ଓ ପୁରାତନ […]

ପଟ୍ଟାମୁଣ୍ଡାଇ ୨୨/୯ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନ ସୋମବାର ୩ୟ ଦିନରେ ପହଁଚିଛି । ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଜବରଦଖଲ ଉଛେଦ ଅଭିଯାନ ରବିବାର ଛୁଟି ଦିନ ପାଇଁ ବନ୍ଦ ରହିଥିଲା । ସୋମବାର ପୂର୍ବାହ୍ନ ୧୦ଟାରୁ ଆରମ୍ଭହୋଇ ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗ ଅଫିସ ନିକଟରୁ ହୋଇ ଅପରାହ୍ନ ରେ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଜବରଦଖଲ ଅଭିଯାନ ଜାରି ରହିଥିଲ।। […]

କେନ୍ଦ୍ରାପଡ଼ା,୨୨ା୯: ଆଜକୁ ୫ ଦିନ ହେଲା ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଳିକଙ୍କ ବିରୋଧରେ ସ୍ୱର ଉେଉାଳନ କରିଥିବା ମହିଳାମାନେ କେନ୍ଦ୍ରାପଡ଼ା ଏସ୍‌.ପି. ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସି ରହିଛନ୍ତି। କିନ୍ତୁ ଦୁଃଖର କଥା, ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜି ସେମାନଙ୍କ ଦାବି ପ୍ରତି କଣ୍ଣର୍ପାତ କରୁନାହିଁ ବୋଲି କେନ୍ଦ୍ରାପଡ଼ାର ବହୁ ବୁଦ୍ଧିଜୀବୀ କ୍ଷୋଭପ୍ରକାଶ କରି କହିଛନ୍ତି। ପୋଲିସ ଡିଜି, ୠହ ବିଭାଗ ସଚିବ, ମୁଖ୍ୟ ଶାସନସଚିବ ପ୍ରମୁଖ […]

କେନ୍ଦ୍ରାପଡ଼ା,୨୨ା୯: ପଦ୍ମ ଘୁଞ୍ଚି ଘଞ୍ଚି ଯାଉଛି। ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ନାହିଁ ନାହିଁର ଜିଲ୍ଲା କେନ୍ଦ୍ରାପଡା ସବୁଥିରୁ ବଞ୍ଚିତ। ଅର୍ଥନୈତିକ ବିକାଶର ୨୯ତମ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ। ଜିଲ୍ଲାର ଛାତି ଚିରି ୫୩ନମ୍ବର ଜାତୀୟ ରାଜପଥ ଏବଂ ରେଳପଥ ଯାଇଛି। କେନ୍ଦ୍ରାପଡାବାସୀ ଦେଶର ବିକାଶ ପାଇଁ ହଜାର ହଜାର ଏକର ଜମି ଦେଇଛନ୍ତି। ପାଇଛନ୍ତି କଣ ବୋଲି ଆଜି […]

ପଟ୍ଟାମୁଣ୍ଡାଇ ୨୧/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହର ବାଇପାସ ପରିବା ବଜାର ବନ୍ଦ ରହିଥିବାରୁ ରବିବାର ହାଟ ପରିବା ପାଇଁ ଅଂଚଳରେ ହାହାକାର ପଡିଯାଇଛି । ସ୍ଥାୟୀ ଥଇଥାନ ଦାବି କରି ପରିବା ବ୍ୟବସାୟୀ ରବିବାର ବନ୍ଦ ପ୍ରଦର୍ଶନ କରିଛନ୍ତି । ଫଳରେ ହାଟ ପରିବା କିଣିବାକୁ ଆସି ବହୁ ଲୋକେ ହଇରାଣ ହୋଇ ଫେରିଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ଗତ ଦୁଇଦିନ ହେବ ପଟ୍ଟାମୁଣ୍ଡାଇ ପୌରପରିଷଦ […]

ନାଳ ଭିତରେ ଯାଇଛି ପାଣି ପାଇପ୍‌, ଜଳ ପ୍ରଦୂଷଣ ହେବା ସହ ଧନଜୀବନ କ୍ଷତି ହେବାର ଆଶଙ୍କା କେନ୍ଦ୍ରାପଡା ୨୧/୯-ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏବେ ପ୍ରତି ଘରକୁ ପାଇପ ଜଳ ଯୋଗାଣ ପାଇଁ ବିଭିନ୍ନ ଗ୍ରାମରେ ପ୍ରକଳ୍ପ କରିଛନ୍ତି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୩୧ ପଂଚାୟତକୁ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା […]

Breaking News